ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା

ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ସେନା ହସ୍ତାନ୍ତର କରିଛି। ଏଥି ସହ ଅରୁଣାଚଳ ପ୍ରଦେଶର ଏମ୍‌ପି ତାପିର ଗାଓ ମଧ୍ୟ ଟୁଇଟ୍‌ କରି ଭାରତୀୟ ସେନା ଏବଂ ଭାରତ ସରକାରଙ୍କୁ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟୁଇଟ୍‌ରେ କହିଛନ୍ତି, ଭାରତୀୟ ସେନା ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିପାଇଁ ଏହା ସମ୍ଭବ ହୋଇପାରିଛି।

ତାଙ୍କ ଫେରିବା ପାଇଁ ଭାରତୀୟ ସେନା ଦ୍ୱାରା ନିରନ୍ତର ଉଦ୍ୟମ କରାଯାଉଥିଲା। ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶର ଏମ୍‌ପି ଅରୁଣାଚଳ ପ୍ରଦେଶରୁ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଖବର ଅରୁଣାଚଳ ପ୍ରଦେଶ ଏମ୍‌ପିଙ୍କ ଦ୍ୱାରା ଟୁଇଟ୍‌ କରାଯାଇଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି, ଭାରତୀୟ ସେନାର ଆବେଦନ ଉପରେ ଚାଇନା ଏକ ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା କହିଛି ଯେ, ନିଖୋଜ ଭାରତୀୟ ଯୁବକଙ୍କୁ ଚିହ୍ନଟ କରିଛି। ତାଙ୍କୁ ଭାରତକୁ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦୀୟ ମନ୍ତବ୍ୟ ଦେଲେ ଅନସାରୀ…

ନୂଆଦିଲ୍ଲୀ, ୨୭।୧ : ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ୨୬ ଜାନୁଆରୀ ଅବସରରେ ଏକ ଆମେରିକୀୟ ସଂଗଠନର ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।...

ହାତ ଯୋଡି ଏମିତି ଅପିଲ୍‌ କଲେ ରାଜ୍ୟପାଳ

କୋଲକତା,୧୪।୬: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସୋମବାର ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ହିଂସା ଘଟଣାକୁ ନେଇ ଏକ ବୈଠକ କରିଥିଲେ।...

ସ୍ବପ୍ନ ପୂରଣ କଲେ ଶିକ୍ଷକ: ଅବସର ଗ୍ରହଣ ପରେ ହେଲିକପ୍ଟରରେ ଗାଁକୁ ଫେରିଲେ

ଅଲଓ୍ବର,୧।୯: ରାଜସ୍ଥାନ ଅଲଓ୍ବରର ରମେଶ ଚାନ୍ଦ ମିନା ନାମକ ଜଣେ ଶିକ୍ଷକ ତାଙ୍କ ସ୍ବପ୍ନ ପୂରଣ କରିବା ଲାଗି ହେଲିକପ୍ଟରରେ ଯାତ୍ରା କରିଛନ୍ତି। କଥା ହେଲା...

ଆମେରିକା ସଂଘୀୟ କମିଶନଙ୍କ ସୁପାରିସ: ସିଏବି ପାସ୍‌ ହେଲେ ଶାହାଙ୍କ ଉପରେ କଟକଣା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୧ା୧୨(ପି.ଟି./ଆଇଏଏନ୍‌ଏସ୍‌): ଭାରତର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ଗୃହୀତ ହେଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ କଟକଣା ଜାରି କରିବାକୁ ଆମେରିକାର ଅନ୍ତର୍ଜାତୀୟ...

ଭାଜପାର ବିଧାନସଭା ରଣନୀତି ପ୍ରସ୍ତୁତ: ଜାଣନ୍ତୁ କିଏ ହେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା

ଜୟପୁର,୨୦।୬: ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା...

ଟ୍ରାକ୍ଟର ଯୋଗେ ବିମାନବନ୍ଦରରେ ପହଞ୍ଚିଲେ ଯାତ୍ରୀ

ବେଙ୍ଗାଲୁରୁ,୧୨।୧୦: ବେଙ୍ଗାଲୁରୁ ବିମାନବନ୍ଦରରୁ ଫ୍ଲାଇଟ୍‌ ଧରିବା ପାଇଁ କିଛି ଯାତ୍ରୀଙ୍କୁ ଟ୍ରାକ୍ଟର ସାହାରା ନେବାକୁ ପଡ଼ିଥିଲା। ସୋମବାର ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତାରେ ପାଣି...

ମଠରେ ଲିଙ୍ଗାୟତ ସାଧୁଙ୍କ ମୃତ୍ୟୁ, ମୃତଶରୀର ନିକଟରୁ ମିଳିଲା ସୁଇସାଇଡ ନୋଟ

ବେଙ୍ଗାଲୁରୁ,୨୫ ।୧୦: କର୍ନାଟକର ରାମ ନଗର ଜିଲାରେ ଜଣେ ଲିଙ୍ଗାୟତ ସାଧୁଙ୍କ ମୃତ ଶରୀର ଏକ ମଠରୁ ଜବତ କରାଯାଇଛି । ଏହାପରେ ସାରା ଅଞ୍ଚଳରେ...

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ...

Advertisement
Archives

Model This Week