ଏଏପିରେ ଯୋଗଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ
ନୂଆଦିଲ୍ଲୀ,୩୧।୧୨: ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ଭଉଣୀ ଅଞ୍ଜୁ ସେହ୍ବାଗ ଶୁକ୍ରବାର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପଙ୍କଜ ଗୁପ୍ତା ଏବଂ ବିଧାୟକ ସୋମନାଥ ଭାରତୀ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଥିଲେ।…
ଦେଶରେ ଡେଲ୍ଟାର ସ୍ଥାନ ନେବାକୁ ଯାଉଛି ଓମିକ୍ରନ୍
ନୂଆଦିଲ୍ଲୀ,୩୧ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଲାଣି ଓମିକ୍ରନ୍ ସଂକ୍ରମଣ । ଶୁକ୍ରବାର କେରଳରେ ଏକାଥରେ ୪୪ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏବେ କୁଆଡେ ବିଶେଷଜ୍ଞମାନେ କହିଲେଣି ପୂର୍ବର…
ସୁସ୍ଥ ହୋଇ ଘରକୁ ଫେରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩୧।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କୋଭିଡ ପଜିଟିଭ ଥିଲେ। ତାଙ୍କର ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିବା ପରେ ଶୁକ୍ରବାର ଦିନ କୋଲକାତାର ଉଡଲ୍ୟାଣ୍ଡସ୍ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଡାକ୍ତର କହିଛନ୍ତି ଯେ, ଗାଙ୍ଗୁଲି ସୁସ୍ଥ…
ବଢିବନି ପୋଷାକ ଦର
ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ ସେବା…
ଏପରି ସ୍ବତନ୍ତ୍ର ଡୁଡଲ୍ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍; ଥରେ ଛୁଇଁ କରି ଦେଖନ୍ତୁ…
ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି କ୍ରମରେ ଗୁଗଲ୍ ସ୍ବତନ୍ତ୍ର ଭାବେ ଆନିମେଟେଡ୍ ଡୁଡଲ୍ କରି ୨୦୨୧କୁ ବିଦାୟ ଜଣାଇଛି। ପ୍ରତ୍ୟେକ…
ଦେଶରେ ଓମିକ୍ରନ ନେଲା ଦ୍ୱିତୀୟ ଜୀବନ
ଜୟପୁର,୩୧।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଆତଙ୍କ ଖେଳାଇଛି। ଏବେ ଦେଶରେ ଓମିକ୍ରନ ମାମଲା ୧ ହଜାର ଟପିଛି। ଓମିକ୍ରନରେ ଦେଶରେ ଦ୍ୱିତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନରେ ଜଣେ ଓମିକ୍ରନ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ,…
ଚତୁର୍ଥୀ ରାତିରେ କନ୍ୟାଙ୍କ ପେଟରେ ହେଲା ଯନ୍ତ୍ରଣା: ସତ ଜଣାପଡିବା ପରେ…
ମିରଟ,୩୧।୧୨: ଉତ୍ତର ପ୍ରଦେଶର ମିରଟରେ ଏକ ରୋଚକ ଘଟଣା ଘଟିଛି। ନବବିବାହିତ ଜଣେ ଯୁବକ ଠକାମିର ଶିକାର ହୋଇଛନ୍ତି। ଜଣେ ବ୍ୟକ୍ତି ତାଙ୍କର ପାଞ୍ଚ ମାସର ଗର୍ଭବତୀ ଝିଅକୁ ପିପଲି ଖେଡାର ଜଣେ ଯୁବକଙ୍କୁ ଠକାମି କରି ବିବାହ କରିଥିଲେ। ବିବାହର…
ଭାଜପାକୁ ଝଟ୍କା: ବାଜି ମାରିଲା କଂଗ୍ରେସ
ବେଙ୍ଗାଲୁରୁ,୩୧।୧୨: କର୍ନାଟକ ମ୍ୟୁନିସିପାଲିଟି ନିର୍ବାଚନରେ ଶାସକ ଭାଜପାକୁ ଏକ ବଡ ଝଟ୍କା ଲାଗିଛି। ୧,୧୮୪ ଆସନ ମଧ୍ୟରୁ ୫୦୧ଟି ସିଟ ଜିତି କଂଗ୍ରେସ ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି। ଏହି ନିର୍ବାଚନରେ ଭାଜପା ଦ୍ୱିତୀୟ ସ୍ଥାନରେ ରହିଛି। ଭାଜପା…
ପୁଣି ଜଣେ ଧନକୁବେରଙ୍କ ଘରେ ଚଢାଉ
କନୌଜ,୩୧।୧୨: ଉତ୍ତରପ୍ରଦେଶର କନୌଜ ସହରର ସୁଗନ୍ଧ ବ୍ୟବସାୟୀଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ଏଠାରେ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜୈନଙ୍କଠାରୁ ମିଳିଥିବା ବିପୁଳ ନଗଦ କଳା ଟଙ୍କା ମିଳିବା ପରେ, ଏବେ ଆଇଟି ଟିମ ଏସପି ଏମଏଲସି ସୁଗନ୍ଧିତ ବ୍ୟବସାୟୀ ପୁଷ୍ପ୍ଜ…
ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!
ପାଟନା,୩୧ ।୧୨: ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଜସ୍ୱୀଙ୍କ…
ଟଳି ପଡିଲେ ୩ ଆତଙ୍କବାଦୀ
ଶ୍ରୀନଗର,୩୧।୧୨: ଶ୍ରୀନଗର ଜିଲାର ପାଣ୍ଟା ଛକ ଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ସୁଦ୍ଧା ନିହତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। କାଶ୍ମୀର ଘାଟିରେ ୨୪ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା…
ବିଶେଷଜ୍ଞଙ୍କ ଦାବି ମୁମ୍ବାଇ-ଦିଲ୍ଲୀର କିଛି ଅଞ୍ଚଳରେ ଆସି ସାରିଲାଣି କରୋନାର ତୃତୀୟ ଲହର
ନୂଆଦିଲ୍ଲୀ,୩୧ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପି ସାରିଲାଣି । ଏବେ ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଗୁରୁବାର ସୁଦ୍ଧା ୧୨୦୦ରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ରରେ ଜଣଙ୍କର…
Archives


