ଭୋଟ ଦେଲେ ମିଳିବ ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟରେ ୯ଟି ଜିଲାର ୫୯ଟି ବିଧାନସଭା ଆସନ ପାଇଁ ବୁଧବାର ମତଦାନ ଜାରି ରହିଛି। ରାଜଧାନୀ ଲକ୍ଷ୍ନୌ ହେଉଛି ଉତ୍ତରପ୍ରଦେଶ ରାଜନୀତିର ପାଓ୍ବାର ସେଣ୍ଟର। ତେଣୁ ଲକ୍ଷ୍ନୌରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ସ୍ବତନ୍ତ୍ର ଉପହାରର ଘୋଷଣା କରାଯାଇଛି। ଭୋଟରଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ରିହାତି ଘୋଷଣା କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲକ୍ଷ୍ନୌର ପେଟ୍ରୋଲ ପମ୍ପରେ ହାତରେ ଭୋଟ ଦେଇଥିବାର ଚିହ୍ନ ଦେଖାଇ ଲୋକମାନେ ପେଟ୍ରୋଲ ଓ ଡିଜେଲ ଉପରେ ୨ପ୍ରତିଶତ ରିହାତି ପାଇପାରିବେ। ଏନେଇ ଲକ୍ଷ୍ନୌ ଜିଲାପାଳ ଘୋଷଣା କରିଛନ୍ତି। ତେବେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଭୋଟରମାନେ ପେଟ୍ରୋଲ ଓ ଡିଜେଲ ଉପରେ ରିହାତି ପାଇପାରିବେ ବୋଲି ପେଟ୍ରୋଲ ପମ୍ପ ମ୍ୟାନେଜର ସୁନୀତା ଦୀକ୍ଷିତ କହିଛନ୍ତି। ୧୦୦ପ୍ରତିଶତ ଭୋଟର ଲକ୍ଷ୍ୟ ନେଇ ଏଭଳିି ଅନନ୍ୟ ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏହି ଅଫର କେବଳ ଫେବୃଆରୀ ୨୩ ମତଦାନ ଶେଷ ହେବା ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌କୁ ଷ୍ଟାଲିନ୍‌ଙ୍କ ସନ୍ଦେହ

ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ୍‌ ଶୁକ୍ରବାର ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)ର ସୁରକ୍ଷା ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି। ଏପ୍ରିଲ ୬ ବିଧାନସଭା ନିର୍ବାଚନ ପରେ...

ପୁଣି ଇଭିଏମ୍‌ ଦୋଷ: ପ୍ରଶ୍ନ ଉଠାଇଲେ ବିରୋଧୀ

ମୁମ୍ବାଇ/ଲକ୍ଷ୍ନୌ,୨୪।୪(ପି.ଟି.): ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଚାଲିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ତ୍ରୁଟି ଦେଖାଦେଇଛି। ଏହାକୁ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି...

କୋର୍ଟରେ ସାଢ଼େ ୪ କୋଟିରୁ ଅଧିକ ବିଚାରାଧୀନ ମାମଲା, ଚିନ୍ତା ପ୍ରକଟ କଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୪।୬ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଏକ ଦିନିକିଆ ଗସ୍ତରେ ଛତିଶଗଡରେ ପହଞ୍ଚିଛନ୍ତି। ଏଠାରେ ସେ ଅଟଳ ନଗର ରାୟପୁର...

ଭାରତରେ ପ୍ରସ୍ତୁତ ମେଡିସିନର ରପ୍ତାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ, ୧୧ା୪- ଦେଶରେ ହୁ ହୁ ହୋଇ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରେମଡେସିଭିର ଇଞ୍ଜେକଶନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।...

ବିରୋଧୀଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଲେ ନଡ୍ଡା

ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୭ ବର୍ଷ ପୂରଣ ଅବସରରେ ରବିବାର ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ...

ରାଜପଥରେ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା ଦେଖିଲା ସାରା ପୃଥିବୀ

ନୂଆଦିଲ୍ଲୀ,୨୬।୧: ଦିଲ୍ଲୀର ରାଜପଥରେ ୭୧ ସାଧାରଣତନ୍ତ୍ର ଦିବସ ମହା ଆଡ଼ମ୍ବରରେ ରବିବାର ପାଳିତ ହୋଇଛି। ଏହି ଅବସରରେ ଭାରତର ସାମରିକ ଶକ୍ତି ଏବଂ ସାଂସ୍କୃତିକ ବିବିଧତା...

ମୋଦିଙ୍କ ସହ ଯୋଗ କଲେ ମୋଟୁ ପତଲୁ: ଭିଡିଓ ଭାଇରାଲ

ରାଞ୍ଚି,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଦେଶର ମନ୍ତ୍ରୀ, ବଲିଉଡ୍‌ କଳାକାର...

୫ରେ ଇଲେକ୍ଟୋରାଲ ବଣ୍ଡ୍‌ ଶୁଣାଣି

ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ସମୟସୀମା ଆଉ ୧୫ ଦିନ...

Advertisement
Archives

Model This Week