ଜାତୀୟ

ତୁଟୁନି କଂଗ୍ରେସର କଳି, ରାଗିଗଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ଆଭ୍ୟନ୍ତରୀଣ କଳହ ଏବେବି ଜାରି ରହିଛି । ରାଜ୍ୟ ସଭାରେ ଦଳର ଉପନେତା ଆନନ୍ଦ ଶର୍ମା ରାଗି ଯାଇଥିବା ଜଣାପଡିଛି । ସେ ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନାରେ ଭାଗ ନେବାକୁ ଚାହୁଁ ନ…

ହିଡମାଙ୍କ ଆତ୍ମସମର୍ପଣ, ବିଜାପୁର ଆକ୍ରମଣର ମାଷ୍ଟରମାଇଣ୍ଡ…

ମୁଲୁଗୁ, ୩।୨ : ମାଓବାଦୀ ନେତା ମାଡଭି ହିଡମା ତେଲେଙ୍ଗାନାର ମୁଲୁଗୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ ଛତିଶଗଡର ବିଜାପୁରରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ବୋଲି କୁହାଯାଉଛି। ଏପ୍ରିଲ ୨୦୨୧ରେ, ବିଜାପୁରରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ ହୋଇଥିଲା।…

ରାହୁଲଙ୍କ ଚାଇନା-ପାକ ନ୍ୟାୟପାଳିକା ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ କହିଛନ୍ତି ମୋଦି ସରକାର ଦେଶକୁ ‘ଶେହନଶାହା’ ଭଳି ଚଳାଇବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନର ସରକାରଙ୍କ ନୀତି ଯୋଗୁ ଆଜି ଦେଶ…

ଦି କ୍ଲେକ୍ସନ୍‌ରେ ଚାଇନା ସୈନ୍ୟ-ଭାରତୀୟ ଯବାନଙ୍କ ମୁହାଁମୁହିଁ ରିପୋର୍ଟ…

ଲଦାଖ, ୩।୨ : ଅଷ୍ଟ୍ରେଲିଆ ଖବରକାଗଜ ଦି କ୍ଲେକ୍ସନ୍‌ରେ ଜୁନ ୨୦୨୦ରେ, ପୂର୍ବ ଲଦାଖର ଗଲୱାନ ଘାଟିରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ଏକ ହିଂସାତ୍ମକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି।…

କାର୍‌ ହେଡ୍‌ଲାଇଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ପାଟନା, ୩ା୨: ବିହାରର ମୋତିହାରୀ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ର ପ୍ରାୟ ୪ ଶହ ଛାତ୍ରୀଛାତ୍ର ବିଦ୍ୟୁତ୍‌ ନ ଥିବାରୁ କାର୍‌ ହେଡ୍‌ଲାଇଟ୍‌ ଆଲୁଅରେ ପରୀକ୍ଷା ଦେଇଛନ୍ତି। ଏହାର ଫଟୋ ଓ ଭିଡିଓ ସାମ୍‌ନାକୁ ଆସିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା…

ବୈଦ୍ୟୁତିକ ବିକଳ୍ପ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ, ୩ା୨: ସମ୍ପ୍ରତି ସାରା ବିଶ୍ୱ ଡିଜିଟାଲାଇଜେଶନ ମୁହଁ। ହୋଇଥିବାବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟା ପ୍ରତ୍ୟେକ କାର୍ଯ୍ୟକୁ ଆହୁରି ସହଜ କରିବାରେ ଲାଗିଛି। ନଗଦ କାରବାର କମିବା ସହ ଅନ୍‌ଲାଇନ ଟ୍ରାଞ୍ଜାକଶନର ଚାହିଦା ବଢ଼ିଛି। ଏହି କ୍ରମରେ ମଣିଷର ଆବଶ୍ୟକତା…

ଏଣ୍ଟିଲିୟା ବୋମା ମାମଲାର ମାଷ୍ଟରମାଇଣ୍ଡ ପରମବୀର ସିଂ: ଅନିଲ ଦେଶମୁଖ

ନୂଆଦିଲ୍ଲୀ,୩ ।୨: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୁ ଦେଇଥିବା ବୟାନରେ ଦାବି କରିଛନ୍ତି କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ଘର ‘ଏଣ୍ଟିଲିୟା’ ସାମ୍ନାରେ ଗତ…

ପୋଲାଭରମ ଯୋଗୁ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ

ନୂଆଦିଲ୍ଲୀ, ୩ା୨: ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନୂ୍ୟନ ୧୦୦୨ ପରିବାର ପ୍ରଭାବିତ ହେବେ। ସେଥିରୁ ୯୦୩ ପରିବାର ହେଉଛନ୍ତି ଆଦିବାସୀ। ରାଜ୍ୟ ସଭାରେ ବୁଧବାର ବିଜେଡି ସଦସ୍ୟ ସସ୍ମିତ ପାତ୍ର ପଚାରିଥିବା ଏକ…

କ୍ରିପ୍ଟୋ: ସ୍ବତନ୍ତ୍ର ଆଇଟି ରିଟର୍ନ ସ୍ତମ୍ଭ ରହିବ

ନୂଆଦିଲ୍ଲୀ, ୩ା୨ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ପାଇଁ ବଜେଟ ଉପସ୍ଥାପନ ବେଳେ ଡିଜିଟାଲ ମୁଦ୍ରା ଓ କ୍ରିପ୍ଟୋକରେନ୍ସି ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହାପରଠୁ ଭାରତର ଡିଜିଟାଲ ମୁଦ୍ରାର ରୂପରେଖ ଏବଂ ଅନ୍‌ଲାଇନରେ ଚାଲିଥିବା…

‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’

ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। “ତୁମେ ମେକ ଇନ୍‌ ଇଣ୍ଡିଆ କଥା କହୁଛ। ତୁମେ…

‘ଦୁଇ ଭାଗରେ ବାଣ୍ଟି ହୋଇଛି ଭାରତ’

ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ ପ୍ରବଳ ଟଙ୍କା ସହ ଅପାର ଶକ୍ତି ଅଛି। ଏମାନଙ୍କୁ ଚାକିରି କିମ୍ବା ଜଳ କିମ୍ବା…

ଫେକ୍‌ ନ୍ୟୁଜ୍‌ ହଟାଇ ନ ଥିବାରୁ ସୋସିଆଲ ମିଡିଆକୁ ତାଗିଦ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨ା୨: ନିକଟରେ କେନ୍ଦ୍ର ସରକାରଙ୍କ ଅଧିକାରୀ ଏବଂ ଆମେରିକାର ବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ପ୍ରତିନିଧିଙ୍କ ମଧ୍ୟରେ ହୋଇଥିବା ବୈଠକ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଛି। କେନ୍ଦ୍ରୀୟ ଅଧିକାରୀମାନେ ତୁରନ୍ତ ସେମାନଙ୍କ ପ୍ଲାଟଫର୍ମରୁ ମିଥ୍ୟା ଖବର ହଟାଇ ନ ଥିବାରୁ ଗୁଗ୍‌ଲ, ଟୁଇଟର ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri