ଜାତୀୟ

ବୁଷ୍ଟର ଡୋଜ୍‌କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ, ୧୩।୧୨: କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌ ଟିକାର ବୁଷ୍ଟର ଡୋଜ୍‌ ପ୍ରଦାନ ଲାଗି ଅନୁମତି ଦେବାକୁ ବିଭିନ୍ନ କମିଟି ସରକାରଙ୍କୁ ଅନୁରୋଧ କରିଥିଲେ। ଗତ ୧୦ ତାରିଖରେ…

ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ, ୧୩।୧୨: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ନିକଟରେ ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାରରେ ଏକ ବିବୃତି ଦେଇଥିଲେ। ଏନେଇ ତାଙ୍କ ବିରୋଧରେ ତୃଣମୂଳ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ମୌସମ ନୂର୍‌ ସ୍ବାଧିକାର ଭଙ୍ଗ ପ୍ରସ୍ତାବ…

‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହ ବିବାହ ଭୋଜିରେ ପଶି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ଭୋପାଳ,୧୩।୧୨: ‘ଜୟ ଶ୍ରୀ ରାମ’ ସ୍ଲୋଗାନ ସହକିଛି ଲୋକ ମଧ୍ୟପ୍ରଦେଶର ମନ୍ଦସାଉର ଅଞ୍ଚଳରେ ରବିବାର ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ ପ୍ରବେଶ କରି ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏ ଘଟଣାକୁ କେନ୍ଦ୍ର କରି ସହରରେ ବିକ୍ଷୋଭ ପ୍ରଦର୍ଶନ…

କୋଭିଡ୍‌ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସ୍ବୀକାର କଲା ଗୁଜରାଟ

ନୂଆଦିଲ୍ଲୀ,୧୩।୧୨: କୋଭିଡ୍‌-୧୯ କାରଣରୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ବେଳେ ପ୍ରକୃତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ଗୁଜରାଟ ସରକାର ସ୍ବୀକାର କରିଛନ୍ତି। ରାଜ୍ୟରେ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ରିପୋର୍ଟ ସୋମବାର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି…

ପୋଲିସ ବସ ଉପରେ ଗୁଳି ବର୍ଷା

ଶ୍ରୀନଗର,୧୩।୧୨: ଶ୍ରୀନଗରର ଉପକଣ୍ଠ ଜଓ୍ବୋନ ଅଞ୍ଚଳରେ ଏକ ପୋଲିସ ବସ୍‌ ଉପରେ ସୋମବାର ସନ୍ଧ୍ୟାରେ ଆଖି ବୁଜା ଗୁଳି ଚଳାଇଛନ୍ତି ଦୁଇ ଆତଙ୍କବାଦୀ। ଏହି ଆକ୍ରମଣରେ ଜମ୍ମୁ-କଶ୍ମୀର ସଶସ୍ତ୍ର ପୋଲିସର ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ଜଣ ଗୁରୁତର…

ଜନସାଧାରଣଙ୍କୁ ୩ ସଂକଳ୍ପ ମାଗିଲେ ପ୍ରଧାନମନ୍ତ୍ରୀ

ବାରଣାସୀ,୧୩।୧୨: ବାରଣାସୀରେ ବହୁ ପ୍ରତିକ୍ଷୀତ କାଶୀ-ବିଶ୍ୱନାଥ ଧାମ କରିଡରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ କାଶୀର ଐତିହାସିକ ଗାଥା ବଖାଣିବା ସହ ନୂଆ ପ୍ରକଳ୍ପର ବିଶେଷତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ। କାଶୀ-ବିଶ୍ୱନାଥ ଧାମ…

ଭାରତରେ ଦ୍ରୁତ ଗତିରେ ମାଡି ଚାଲିଛି ଓମିକ୍ରନ୍‌: ପରିସ୍ଥିତି ଅଣାୟତ ହେବା ଆଶଙ୍କା କଲେ ବିଶେଷଜ୍ଞ

ନୂଆଦିଲ୍ଲୀ, ୧୩ ।୧୨: ଦକ୍ଷିଣ ଆଫ୍ରିକାରୁ ଆସିଥିବା କରୋନାର ନୂଆ ଭାରିଏଣ୍ଟ ଏବେ ଅନେକ ଦେଶକୁ ବ୍ୟାପି ସାରିଲାଣି । ଭାରତରେ ମଧ୍ୟ ଏପର୍ଯ୍ୟନ୍ତ ୩୮ ଓମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ହେଲେ ଏହା ଭାରତରେ ଆଗକୁ ଭୟାବହ ପରିସ୍ଥିତି…

ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…

କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ ଫୁଲବର୍ଷା କରିବା ସହିତ ସେମାନଙ୍କ ସହିତ ଏକାଠି ବସି ଭୋଜନ କରିଛନ୍ତି। ଏବେ ଏହି…

ପ୍ରୋଟୋକଲ ଭାଙ୍ଗିଲେ ମୋଦି

ବାରାଣସୀ,୧୩ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀ ଗସ୍ତ କରିଛନ୍ତି । ସେଠାରେ ସେ ଶ୍ରୀ କାଶୀ ବିଶ୍ୱନାଥ କରିଡରର ଉଦ୍‌ଘାଟନ କରିଛନ୍ତି । ସୋମବାର ପ୍ରଥମେ ମୋଦି କାଳ ଭୈରବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା…

ବାରଣାସୀ ଗଳିରେ ଗାଡି ରଖି ବୃଦ୍ଧଙ୍କ ହାତରୁ ପଗଡ଼ି ପିନ୍ଧିଲେ ମୋଦି

ବାରଣାସୀ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରଣାସୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ କାଶୀ ବିଶ୍ୱନାଥ କରିଡରର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କାଶୀ କୋତୱାଲ, କାଲ ଭୈରବ ଜୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।…

ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର, ଏଲ୍‌ଓସିରେ ମହିଳା ଅନୁପ୍ରବେଶକାରୀ…

ଶ୍ରୀନଗର, ୧୩।୧୨: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ଆର୍‌ଏସ୍‌ପୁରା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀଙ୍କର ଭାରତୀୟ ସେନା ଗୁଳିରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ସୀମା ଆରପାରିରୁ କିଛି ଲୋକ ଭାରତୀୟ ଅଞ୍ଚଳରେ ପ୍ରବେଶ…

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଲିଭ-ଇନ ରିଲେଶନଶିପ୍‌ ମାମଲାରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ସୁରକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri