Posted inଜାତୀୟ

ବସ୍‌ରେ ମହିଳାଙ୍କୁ ବଳାତ୍କାର କଲେ ଡ୍ରାଇଭର

ହାଇଦ୍ରାବାଦ,୧।୩: ହାଇଦ୍ରାବାଦରେ ଏକ ଘରୋଇ ବସ୍‌ରେ ଜଣେ ମହିଳା ଯାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗ ମୁତାବକ, ମହିଳା ଜଣଙ୍କ ରାତିରେ ଏକ ଘରୋଇ ବସ୍‌ରେ ଚଢିଥିଲେ। ୨ ଘଣ୍ଟାର ଯାତ୍ରା ପରେ ଡ୍ରାଇଭର ତାଙ୍କୁ ଛୁରି ଦେଖାଇ ବଳାତ୍କାର କରିଥିବା ପୀଡ଼ିତା କହିଛନ୍ତି। ପରେ ମହିଳା ଜଣକ ହାଇଦ୍ରାବାଦ ଆସି ଥାନାରେ ଏକ ଏତଲା ଦାଏର କରିଥିଲେ। ପୋଲିସ ଡ୍ରାଇଭରଙ୍କ ବିରୋଧରେ ଆଇପିସିର ଧାରା ୩୭୬ରେ ଏକ ମାମଲା ରୁଜୁ କରିଛି। ପୋଲିସ ବିଭିନ୍ନ ସିସିଟିଭି ଫଟୋକୁ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ଏଓ୍ବାଇ ଟଙ୍କା ନେଇ ପ୍ରେମିକ ସହ ୪ ମହିଳା ଫେରାର

ଲକ୍ଷ୍ନୌ, ୯।୨: ଉତ୍ତର ପ୍ରଦେଶରେ ୪ ବିବାହିତା ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଟଙ୍କା ନେଇ ନିଜ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି।...

ଟାଇଗର ରିଜର୍ଭ-ଜାତୀୟ ଉଦ୍ୟାନର ମୁଖ୍ୟ ଅଞ୍ଚଳରେ ନିର୍ମାଣ ପ୍ରତିବନ୍ଧକ, ସଫାରି ନେଇ ଏନଟିସିଏକୁ ନୋଟିସ…

ନୂଆଦିଲ୍ଲୀ,୯।୨ : ବାଘ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନର ମୂଳ ଅଞ୍ଚଳରେ କୌଣସି ନିର୍ମାଣକୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି...

କରୋନା ଲଢ଼େଇରେ ବଡ଼ ଅଭିଯାନ: ଜାନୁୟାରୀ ୨ରୁ ସମସ୍ତ ରାଜ୍ୟରେ ଟିକାକରଣ ଅଭ୍ୟାସ

ନୂଆଦିଲ୍ଲୀ,୩୧।୧୨: ଭାରତରେ କରୋନା ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ଜାନୁୟାରୀ ୨ଠାରୁ ବଡ଼ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର...

ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୧ ପ୍ରତିଶତ, ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ…

ନୂଆଦିଲ୍ଲୀ, ୯।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

‘ବଳାତ୍କାରୀଙ୍କୁ ୬ ମାସରେ ଫାଶୀ ଲାଗି ଆଇନ ହେଉ’

ନୂଆଦିଲ୍ଲୀ,୪ା୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ି ମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯାଉଥିବାବେଳେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ...

ରାହୁଲଙ୍କ ବଦାନ୍ୟତା: ଛାତ୍ରୀଛାତ୍ରଙ୍କ ଅନ୍‌ଲାଇନ୍‌ ପାଠପଢା ପାଇଁ ଦାନକଲେ ୧୭୫ ସ୍ମାର୍ଟ ଟିଭି

ନୂଆଦିଲ୍ଲୀ,୨।୭: କଂଗ୍ରେସ ନେତା ତଥା ଓ୍ବାୟନାଡର ଏମ୍‌ପି ନିଜ ନିର୍ବାଚନ ମଣ୍ଡଳୀର ଆଦିବାସୀ ପିଲାଙ୍କ ପାଠପଢା ପାଇଁ ୧୭୫ଟି ସ୍ମାର୍ଟ ଟିଭି ଦାନ କରିଥିବା ଜଣାପଡିଛି।...

ଏବେ ହେଲମେଟ ପିନ୍ଧିଲେ ବି ଦେବାକୁ ପଡିବ ୨ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ,୨୦ ।୫: ଦେଶରେ ପ୍ରତିଥର ଗାଡି ଚାଳକଙ୍କ ପାଇଁ ନୂଆ ନୂଆ ନିୟମ ଲାଗୁ କରାଯାଉଛି । ନୂଆ ଟ୍ରାଫିକ ନିୟମ ଅନୁଯାୟୀ, ଏବେ ଜଣେ...

ଅଜିତ ପାଓ୍ବାରଙ୍କୁ ଚେତାବନୀ ଦେଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଅଜିତ ପାଓ୍ବାରଙ୍କ ସହ ‘ସିକ୍ରେଟ ମିଟିଂ’ପରେ ଏନସିପି ଅଧ୍ୟକ୍ଷ ଗୁରୁବାର ବିଡରେ ଏକ ବୈଠକକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ଅଜିତ ପାୱାର ଗୋଷ୍ଠୀକୁ...

Advertisement
Archives

Model This Week