ହିଜାବ ମାଧ୍ୟମରେ ସମାନ ନାଗରିକ ସଂହିତା, ରାଜନୈତିକ ମହଲରେ ଚର୍ଚ୍ଚା…
ନୂଆଦିଲ୍ଲୀ,୧୪ା୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ଭାଜପା କ୍ଷମତାକୁ ଆସେ ତେବେ କର୍ନାଟକର ହିଜାବକୁ ନେଇ ବିବାଦ ମଧ୍ୟରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) କାର୍ଯ୍ୟକାରୀ ହେବ। ସମାନ…
ତୃଣମୂଳସ୍ତରରେ ନ୍ୟାୟିକ ସୁବିଧା ଉପଲବ୍ଧ କରାଇବା ଅପରିହାର୍ଯ୍ୟ…
ଚେନ୍ନାଇ,୧୪ା୨: ସମାଜର ତୃଣମୂଳସ୍ତରରେ ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଇବା ଅପରିହାର୍ଯ୍ୟ। ଏହା ଦ୍ୱାରା ସାଧାରଣ ବ୍ୟକ୍ତି ଉପକୃତ ହେବା ସହିତ ନ୍ୟାୟପାଳିକାର ଲକ୍ଷ୍ୟ ପୂରଣ ହୋଇପାରିଥାଏ। ମାଡ୍ରାସ୍ ହାଇକୋର୍ଟର ୩୨ ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରି ବିଚାରପତି…
ଫ୍ରି ଫାୟାର ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୧୪।୨: କେନ୍ଦ୍ରର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ୫୪ ମୋବାଇଲ ଆପ୍ଲିକେଶନ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପାରିସ କରିଛନ୍ତି। ଏହି ଆପ୍ ତାଲିକାରେ ରହିଛି ଗାରେନା ଫ୍ରି ଫାୟାର। କୌତୁହଳର କଥା ହେଲା, ଏହି ଗେମିଂ ଆପ୍ର ଡେଭଲପର ଚାଇନା ନୁହେଁ। ସିଙ୍ଗାପୁର…
ସ୍ବାମୀ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ, କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ,୧୪ା୨: ରୋଜଗାର କରୁ ନ ଥିବା ବେକାର ସ୍ବାମୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇ ପାରିବ ନାହିଁ। ସେ ନିଜେ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ ବୋଲି ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପକ୍ଷରୁ…
ସ୍କୁଲ ଗେଟ୍ରେ ଛାତ୍ରୀଙ୍କ ହିଜାବ ଖୋଲି ଦେଲେ
ବେଙ୍ଗାଲୁରୁ,୧୪।୨: କର୍ନାଟକ ହାଇକୋର୍ଟ ଗତ ସପ୍ତାହରେ ଜାରି କରିଥିବା ଆନ୍ତରିଣ ରାୟ ଅନୁଯାୟୀ, ମାଣ୍ଡ୍ୟା ଜିଲାରେ ସରକାରୀ ସ୍କୁଲ କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଛାତ୍ରୀଙ୍କୁ ହିଜାବ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସତ୍ତ୍ୱେ ହିଜାବ ପରିଧାନ କରି ସ୍କୁଲ ଆସିଥିବା କିଛି…
ଭାଲେଣ୍ଟାଇନ୍ସ୍ ଡେ’କୁ ରାସ୍ତା ମଝିରେ ଫାଶୀ…
ଆଗ୍ରା,୧୪ା୨: ସୋମବାର ଭାଲେଣ୍ଟାଇନ୍ସ୍ ଡେ’କୁ ରାସ୍ତା ମଝିରେ ଫାଶୀ ଦିଆଯାଇଛି। ଉତ୍ତରପ୍ରଦେଶ ଆଗ୍ରାରେ କେତେକ ପ୍ରଦର୍ଶନକାରୀ ଭାଲେଣ୍ଟାଇନ୍ସ୍ ଡେ’ର କୁଶ ପୁତ୍ତଳିକାକୁ ଏଭଳି ଦଣ୍ଡ ଦେଇଛନ୍ତି। ଏବେ ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେତେକ…
‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’
ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ଜିୱାଲ ଜୋରସୋରରେ ପ୍ରଚାର କରୁଛନ୍ତି। ସୋମବାର ଅମୃତସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେଜ୍ଜିୱାଲ…
ଜେଲ୍ରେ ୭୫ ପ୍ରତିଶତ ବିଚାରାଧୀନ କଏଦୀ,ଫଇସଲାକୁ ଅପେକ୍ଷା…
ନୂଆଦିଲ୍ଲୀ,୧୪ା୨: ଦେଶର ବିଭିନ୍ନ ଜେଲ୍ରେ ୭୫ ପ୍ରତିଶତ କଏଦୀ ରହିଛନ୍ତି। ସେମାନେ ଦୀର୍ଘଦିନ ଧରି କୋର୍ଟର ଫଇସଲାକୁ ଅପକ୍ଷୋ କରିଛନ୍ତି। ୨୦୨୦ରେ ଦେଶର ଜେଲଗୁଡିକରେ କଏଦୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ଜେଲରେ ଥିବା ପ୍ରାୟ ୫ ଲକ୍ଷ କଏଦୀଙ୍କ…
ଝିଅର ହ୍ବାଟ୍ସଆପ୍ ଷ୍ଟାଟସ୍ ପାଇଁ ଗଲା ମା’ଙ୍କ ଜୀବନ
ପାଲଘର,୧୪।୨: ଜଣେ ୨୦ ବର୍ଷୀୟା ଯୁବତୀ ହ୍ବାଟ୍ସଆପ୍ ଷ୍ଟାଟସରେ ଏକ ମେସେଜ ପୋଷ୍ଟ କରିଥିଲେ। ଏହାକୁ କେନ୍ଦ୍ର କରି ଯୁବତୀଙ୍କ ମା’ଙ୍କୁ ନିର୍ଯାତନା ଦେଇ ହତ୍ୟା କରିଛନ୍ତି ଯୁବତୀଙ୍କ ସାଙ୍ଗଙ୍କ ପରିବାର ସଦସ୍ୟ। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରର ପାଲଘର ଜିଲାରେ।…
ଭାଜପା ବୈଠକରେ ସାମିଲ ହେଲେ କଂଗ୍ରେସ ଏମ୍ପି
ଚଣ୍ଡିଗଡ,୧୪।୨:ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଗୋଷ୍ଠୀକନ୍ଦଳ ଥମିବାର ନାଁ ନେଉନାହିଁ। ପଟିଆଲାରୁ କଂଗ୍ରେସ ଏମ୍ପି ଥିବା ପରନୀତ କୌର ଏବେ ଭାଜପା ବୈଠକରେ ସାମିଲ ହୋଇଛନ୍ତି। ଏହାପୂର୍ବରୁ ସେ ଭାଜପା ପାଇଁ ପ୍ରଚାର ମଧ୍ୟ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ…
ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …
ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର ଆଶା ବଢ଼ି ଚାଲିଛି। ବର୍ତ୍ତମାନ ଦେଶରେ କେବଳ ୧୦୦ ଟି ଜିଲାରେ କରୋନା ପଜିଟିଭିଟି…
ବିହାର ଭାଜପା ବିଧାୟକଙ୍କ ନାମରେ ଯୁବତୀଙ୍କୁ ଅପହରଣ ଅଭିଯୋଗ
ପାଟଣା,୧୪।୨: ବିହାରର ଭାଜପା ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ୨୫ ବର୍ଷୀୟା ଜଣେ ଯୁବତୀଙ୍କୁ ରବିବାର ଅପହରଣ କରିଥିବା ଅଭିଯୋଗ ଆସିଛି। ଏ ନେଇ ଅପହୃତାଙ୍କ ମା’ ଅଭିଯୋଗକୁ ଭିତ୍ତି କରି ପାଟଣାର ଅଗାମ କୁଆନ ଥାନାରେ ମାମଲା ରୁଜୁ ହୋଇଛି।…
Archives


