ଚୋର ସନ୍ଦେହରେ ଦଳିତ ନାବାଳିକାଙ୍କୁ ନିର୍ଯାତନା
ଲକ୍ଷ୍ନୌ,୨୯।୧୨: କିଛି ବ୍ୟକ୍ତି ନିର୍ଦୟ ଭାବେ ଦଳିତ ନାବାଳିକାଙ୍କୁ ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଉତ୍ତରପ୍ରଦେଶର ଆମେଠି ଅଞ୍ଚଳର ଜଣାପଡ଼ିବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭିଡିଓରେ ଦୁଇ…
ରେଷ୍ଟୁରାଣ୍ଟରେ ପିଆଜ ମାଗିବା ପଡ଼ିଲା ମହଙ୍ଗା; ମାଡ଼ ମାରି ଲହୁଲୁହାଣ କଲେ ରେଷ୍ଟୁରାଣ୍ଟ କର୍ମଚାରୀ
କୋଲକାତା,୨୯।୧୨: ପିଆଜ ମାଗିଲେ ବୋଲି ରେଷ୍ଟୁରାଣ୍ଟର କର୍ମଚାରୀ ଜଣେ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି। ଏହି ମାମଲାରେ ଉକ୍ତ ରେଷ୍ଟୁରାଣ୍ଟର ମ୍ୟାନେଜରଙ୍କୁ ଗିରଫ କରିନିଆଯାଇଛି। ଘଟଣାଟି କୋଲକାତାର ହାତିବାଗାନ ଅଞ୍ଚଳର। ଦୁଇଜଣ ଯୁବକଙ୍କୁ କଥିତ ଭାବେ ପିଟିବାକୁ ନେଇ ଅଭିଯୋଗ ହେବା ପରେ…
ଆଜୀବନ ଜେଲଦଣ୍ଡ ପାଇବା ପରେ ଏମିତି କାଣ୍ଡ ଘଟାଇଲେ ବଳାତ୍କାରୀ
ସୁରଟ,୨୯।୧୨: ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୭ ବର୍ଷୀୟ ବ୍ୟକ୍ତିଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ ସୁରାଟର ଏକ କୋର୍ଟ। ଦଣ୍ଡାଦେଶ ଶୁଣାଇବା ପରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପି ଏସ୍…
କଂଗ୍ରେସର ମୁଣ୍ଡବିନ୍ଧା ବଢାଇଲେ ସିଦ୍ଧୁ: କହିଲେ, ବିନା ବରରେ କି ବରଯାତ୍ରୀ
ଚଣ୍ଡିଗଡ଼,୨୯।୧୨: ପଞ୍ଜାବରେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ପୁଣି ଥରେ କଂଗ୍ରେସର ଚିନ୍ତା ବଢାଇଛନ୍ତି। ସିଦ୍ଧୁ ନିଜ ଦଳ ଉପରେ ବର୍ଷି ୨୦୨୨ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିବାକୁ କହିଛନ୍ତି। ବୁଧବାର ନବଜୋତ ସିଂ…
ଓମିକ୍ରନକୁ ନେଇ ଏପରି ଚେତାବନୀ ଦେଲା ଡବ୍ଲୁଏଚ୍ଓ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୧୨: ସାରା ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢ଼ାଉଛି। ଦିନକୁ ଦିନ ଏହି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି। ତେବେ…
ସହଦେବଙ୍କ ମୁହଁରେ ହସ
ରାୟପୁର,୨୯।୧୨: ଦୁର୍ଘଟଣାରେ ଗୁରୁତର ହୋଇଥିଲେ ‘ବଚପନ୍ କା ପ୍ୟାର୍’ ଗାଇ ଲୋକପ୍ରିୟ ହୋଇଥିବା କୁନି ଗାୟକ ସହଦେବ ଦିର୍ଦୋ। ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ଏବେ ସେ ହୋସ୍କୁ ଫେରିଛନ୍ତି। ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟରେ ସୁଧାର…
୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୨୯।୧୨: ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଉପକରଣଗୁଡ଼ିକରେ ଅନେକ ଉପତନ୍ତ୍ର ଏବଂ ପ୍ରତିରକ୍ଷା ଉତ୍ପାଦନର ଉପାଦାନ ଅନ୍ତର୍ଭୁକ୍ତ। ଆସନ୍ତା ବର୍ଷ ଡିସେମ୍ବରରୁ ଏହି ସମୟସୀମା…
ବିପିଏଲ କାର୍ଡଧାରୀଙ୍କ ପାଇଁ ଶସ୍ତା ହେବ ପେଟ୍ରୋଲ
ରାଞ୍ଚି,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୁଧବାର ରାଜ୍ୟର ବିପିଏଲ କାର୍ଡଧାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବିପିଏଲ କାର୍ଡଧାରୀଙ୍କ ପାଇଁ ପେଟ୍ରୋଲ ଦର ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ ଏହାର ମୂଲ୍ୟ ୨୫…
ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…
ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି। ୨୦୨୨ ଜାନୁୟାରୀ ୬ରେ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଓମିକ୍ରନ୍…
ଏହି ରାଜ୍ୟରେ ପେଟ୍ରୋଲ-ଡିଜେଲ ହେବ ୨୫ ଟଙ୍କା ଶସ୍ତା, ତେବେ ଏଭଳି ସର୍ତ୍ତ…
ରାଞ୍ଚି, ୨୯।୧୨: ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ସରକାର ପକ୍ଷରୁ ପେଟ୍ରୋଲ-ଡିଜେଲ ୨୫ ଟଙ୍କା ଶସ୍ତା ହେବା ନେଇ ଘୋଷଣା କରାଯାଇଛି। ତେବେ ଏଥିପାଇଁ ସର୍ତ୍ତ ରହିଛି। ୨୦୨୨ ଜାନୁୟାରୀ ୨୬ରୁ ରାଜ୍ୟରେ ବିପିଏଲ୍ କାର୍ଡ ଧାରକଙ୍କୁ ଏହି ସୁବିଧା ଯୋଗାଇ…
ଟିକା ଭୟରେ ଗଛରେ ଚଢ଼ିଲେ…
ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ କାରଣରୁ କେତେକ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା…
ବାଡ଼ ଡେଇଁଲେ କ୍ରୀଡ଼ାମନ୍ତ୍ରୀ, ଧରିଲେ ପଦ୍ମ…
ନୂଆଦିଲ୍ଲୀ, ୨୯।୧୨: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟି(ଏନ୍ପିପି)ର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…
Archives


