ଜାତୀୟ

‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’

ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ ଥିବା ବେଳେ ଅନ୍ୟମାନେ ମାଟି ତଳେ ଥିବା ମେଟ୍ରୋ ରେଲଓ୍ବେ ଷ୍ଟେଶନ ତଥା ବୋମା…

ଲେଫ୍ଟନାଣ୍ଟ ଗଭର୍ନରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ କାର ଶୁକ୍ରବାର ସକାଳେ ବାରାଣସୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଲେଫ୍ଟନାଣ୍ଟ ଗଭର୍ନର ବାରାଣାସୀରୁ ନିଜ ସହର ଗାଜିପୁରକୁ ଯାଉଥିଲେ। ତାଙ୍କ କାର ରାଜଘାଟ…

ସୁରକ୍ଷାକର୍ମୀଙ୍କୁ ସଫଳତା

ଶ୍ରୀନଗର,୨୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ବଡ଼ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ଟଳିପଡିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ସୂଚନା ଅନୁଯାୟୀ, ଶୋପିଆନ ଜିଲାର ଆମିସିପୋରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା…

ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ…

ପୁଅ ପାଇଁ ପୋଲିସ ସାଜିଲେ ଚୋର!

ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ ଅଭିଯୁକ୍ତ ଏହି ଅପରାଧ କରିଥିବା ପୋଲିସ ଏଠାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ନାମ…

କମିବାର ନାଁ ନେଉନାହିଁ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୧୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୦୨ଙ୍କ ମୃତ୍ୟୁ ଘଟିଛି।…

ନୋଏଡାରେ ଗ୍ୟାସ ଲିକ୍‌ ଭୟ

ନୋଏଡା,୨୫।୨: ଜାତୀୟ ରାଜଧାନୀ ନିକଟସ୍ଥ ନୋଏଡା ସହରର ବିଭିନ୍ନ ରେସିଡେନସିଆଲ ସେକ୍ଟରରେ ଗୁରୁବାର ସନ୍ଧ୍ୟାରେ ରନ୍ଧନ ଗ୍ୟାସ ଲିକ ହୋଇଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଏଥିଯୋଗୁ ସହରରେ ଖେଳି ଯାଇଥିଲା ଭୟର ବାତାବରଣ। କିନ୍ତୁ ପାଇପ୍‌ ନ୍ୟାଚୁରାଲ ଗ୍ୟାସ (ପିଏନ୍‌ଜି) ଯୋଗାଣକାରୀ…

ଆନନ୍ଦ ସୁବ୍ରମଣ୍ୟମ ଗିରଫ

ଚେନ୍ନାଇ,୨୫।୨: ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନଏସଇ) ସ୍କାମରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇରୁ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ସକାଳେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି। କିଛି ବର୍ଷ ତଳେ ଏନଏସଇରେ ହୋଇଥିବା ସ୍କାମରେ ଏହା…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ, ୨୭ରେ ମତଦାନ

ଲକ୍ଷ୍ନୌ,୨୫ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଯାଉଛି । ଏଥିପାଇଁ ମତଦାନ ୨୭ ଫେବୃୟାରୀରେ କରାଯିବ ।…

ନିରାଶ କରିଛି ଭାରତ:ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୫ା୨:ୟୁକ୍ରେନ ସଙ୍କଟରେ ହସ୍ତକ୍ଷେପ କରି ଶାନ୍ତି ସ୍ଥାପନ ନିମନ୍ତେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଭାରତ ପକ୍ଷରୁ ଏ…

ବମିଖାଲ ଓଭର ବ୍ରିଜ୍‌ ଭୁଶୁଡ଼ିବା ଘଟଣା: କଳାତାଲିକାଭୁକ୍ତ ରାୟକୁ କୋହଳ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୨: ୨୦୧୭ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ପଡ଼ିଥିବା ଭୁବନେଶ୍ୱର ବମିଖାଲ ଓଭର ବ୍ରିଜ୍‌ର ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନ୍‌ପ୍ରା ପ୍ରୋଜେକ୍ଟକୁ ସୁପ୍ରିମକୋର୍ଟରୁ ଗୁରୁବାର ଆଶ୍ୱସ୍ଥି ମିଳିଛି। ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ନିର୍ମାଣକାରୀ ସଂସ୍ଥାକୁ ସ୍ଥାୟୀ କଳା ତାଲିକାଭୁକ୍ତ ଘୋଷଣା କରିଥିବା…

ପୋଲାଣ୍ଡ-ହଙ୍ଗେରୀ ରାସ୍ତା ଦେଇ ଆସିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୪।୨: ରୁଷିଆ ୟୁକ୍ରେନ ଲଢ଼େଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଏକ ଖବରଦାତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିବା ସରକାରଙ୍କ ସବୁଠାରୁ ବଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri