କେନ୍ଦ୍ରକୁ ଏସ୍ସିଙ୍କ ଛାଟ, ସରକାର କରୁଛନ୍ତି ଧର୍ଯ୍ୟ ପରୀକ୍ଷା,କହିଲେ ପ୍ରଧାନ ବିଚାରପତି…
ନୂଆଦିଲ୍ଲୀ,୧୫।୯: ଦେଶର ବିଭିନ୍ନ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀରେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ (ଏସ୍ସି) ଛାଟ ଦେଖାଇଛନ୍ତି। ଟ୍ରିବ୍ୟୁନାଲ ସଂସ୍କାର ଅଧିନିୟମ ୨୦୨୧ ର ସାମ୍ବିଧାନିକ ବୈଧତା ଏବଂ ଟ୍ରିବ୍ୟୁନାଲରେ ଖାଲିଥିବା ପଦବୀ ପୂରଣକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ...
ବସ୍-କାର୍ ମୁହାଁମୁହିଁ ଧକ୍କା, ୫ ଜୀଅନ୍ତା ଜଳିଗଲେ
ରାଞ୍ଚି,୧୫ା୯: ଝାଡ଼ଖଣ୍ଡରେ ବୁଧବାର ସକାଳେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ବସ୍ କାର୍ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣ ଜୀଅନ୍ତା ଜଳିଯାଇଛନ୍ତି। ଏ ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି...
ଅବ୍ବା ଜାନ୍ ପରେ ଚାଚା ଜାନ୍ଙ୍କ ଏଣ୍ଟ୍ରି, ଭାଜପାକୁ ଟାର୍ଗେଟ…
ଲକ୍ଷ୍ନୌ,୧୫।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଅବ୍ବା ଜାନ୍କୁ ନେଇ ରାଜନୀତି ସରଗରମ ରହିଛି। ଏପରିସ୍ଥଳେ ରାଜ୍ୟରେ ଚାଚା ଜାନ୍ଙ୍କ ଏଣ୍ଟ୍ରି ହୋଇଛି। ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାଏତ ବାଗପତର ଟଟିରି...
ଦିଲ୍ଲୀରୁ ଖୁସି ଖବର, ୨ ମାସ ମଧ୍ୟରେ ଶତ ପ୍ରତିଶତ ବୟସ୍କଙ୍କୁ କରୋନା ଟିକା…
ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର...
ସଂକ୍ରମଣ ଶୀର୍ଷ ଅତିକ୍ରମ କରି ସାରିଛି କେରଳ: ଏମ୍ସ୍…
ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଯୋଗୁ ଦେଶର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଏମ୍ସ୍ ପକ୍ଷରୁ କୁହାଯାଇଛି ଯେ,...
ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ
ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି ନୁହେଁ, ତେଜ ପ୍ରତାପଙ୍କ କମ୍ପାନୀର କର୍ମଚାରୀଙ୍କ ଦ୍ୱାରା କରାଯାଇଛନ୍ତି। ଅଭିଯୋଗ ହୋଇଛି ଯେ...
କେରଳ ଯୋଗୁ ବଢୁଛି ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ଦୈନିକ...
‘ଅବ୍ବା ଜାନ୍’ ମନ୍ତବ୍ୟ: ଯୋଗୀଙ୍କ ନାଁରେ ମାମଲା
ଲକ୍ଷ୍ନୌ/ନୂଆଦିଲ୍ଲୀ,୧୫।୯: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପାର ଧ୍ରୁବୀକରଣ ପ୍ରୟୋଗ ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍ବା ଜାନ୍’ ମନ୍ତବ୍ୟ ଏବେ ଜାତୀୟ ରାଜନୀତିରେ ମଧ୍ୟ ଝଡ଼ ସୃଷ୍ଟି କରିଛି। ଇତିମଧ୍ୟରେ ବିହାରର...
ଖାଇବା ତେଲ: କମୁନି ଦର
ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୯(ବ୍ୟୁରୋ): ମୁଣ୍ଡ ଉପରେ ଭୋଟ ଥିଲେ ଜରୁରୀ ସାମଗ୍ରୀଗୁଡ଼ିକର ଆକାଶଛୁଆଁ ଦରଦାମ୍ ଶାସକ ଦଳର ବିଜୟ ଆଶାକୁ ମଳିନ କରିଦିଏ। ଉତ୍ତର ପ୍ରଦେଶ ସମେତ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇମାସ ବାକି ଥିବାବେଳେ ଦରଦାମ୍...
ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ
ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ ମାସ୍କ ପିନ୍ଧି ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟି ନେଇଥିବା ଘଟଣା ସାମ୍ନାକୁ...
ଜିଏସ୍ଟିରେ ସାମିଲ କରିବାକୁ ବିଚାର କରିବେ
ନୂଆଦିଲ୍ଲୀ,୧୪।୯: ସାରା ଦେଶରେ ବର୍ତ୍ତମାନ ତୈଳ ଦର ରେକର୍ଡ ଉଚ୍ଚତାରେ ରହିଛି। ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ ସାମଗ୍ରୀ ଓ ସେବା...
ପୁଣି ଥରେ ଭାଜପା ଏମ୍ପିଙ୍କ ଘରେ ଫୁଟିଲା ବୋମା
କୋଲକାତା, ୧୪।୯: ଭାଜପାର ପଶ୍ଚିମବଙ୍ଗ ଏମ୍ପି ଅର୍ଜୁନ ସିଂଙ୍କ ଘର ଆଗରେ ମଙ୍ଗଳବାର ସକାଳ ୯ଟାରେ ବୋମା ମାଡ଼ କରାଯାଇଛି। ତେବେ ଭାଜପା ଏମ୍ପିଙ୍କ ଘର ଆଗରେ ବୋମା ମାଡ଼ କରାଯିବାର ଏହା ପ୍ରଥମ ଘଟଣା ନୁହେଁ। ଗତ ୮...
Archives


