ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ଛେଚିଲେ
ଭୋପାଳ,୮।୧୦: ମଧ୍ୟପ୍ରଦେଶର ଧର ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମଧ୍ୟବୟସ୍କା ବିଧବାଙ୍କୁ ପଡୋଶୀ ଉଲଗ୍ନ କରି ନିର୍ଘାତ ମାଡ଼ ମାରିଛନ୍ତି। ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ପୋଲିସ ତଦନ୍ତ ପରେ...
ମୋ ପୁଅ ନିର୍ଦ୍ଦୋଷ: ଅଜୟ ମିଶ୍ରା
ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ମାମଲା ବେଳକୁ ବେଳ ଜଟିଳ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଶୁକ୍ରବାର ପୋଲିସ ପାଖରେ ପହଞ୍ଚିବାର ଥିଲା ।...
୬୮ ବର୍ଷ ପରେ ଏୟାର ଇଣ୍ଡିଆର ଘର ବାହୁଡା: ରତନ ଟାଟା କହିଲେ ‘ଓ୍ବେଲ୍କମ୍ ବ୍ୟାକ୍’
ନୂଆଦିଲ୍ଲୀ,୮।୧୦: ଏୟାର ଇଣ୍ଡିଆକୁ କିଣିଛି ଟାଟା ସନ୍ସ। କମ୍ପାନୀ ଏଥିପାଇଁ ୧୮,୦୦୦ କୋଟି ଟଙ୍କାର ସବୁଠାରୁ ବଡ ଡାକ ଲଗାଇଥିଲା। ଫଳରେ ୬୮ ବର୍ଷ ପରେ ଏୟାର ଇଣ୍ଡିଆ ଘର ବାହୁଡ଼ିବ। ଏହି ପରିପ୍ରେକ୍ଷୀରେ ସମସ୍ତ ପ୍ରକ୍ରିୟା ଡିସେମ୍ବର ୨୦୨୧...
କ୍ୱାରାଣ୍ଟିନ ସେଲରେ ରହିବେ ଆର୍ଯ୍ୟନ
ମୁମ୍ବାଇ,୮ ।୧୦: ଡ୍ରଗ୍ସ ମାମଲାରେ ଫସି ରହିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଶୁକ୍ରବାର ସେ ପଚରା ଉଚରା ପାଇଁ ହାଜର ହୋଇଥିବା ବେଳେ ଏବେ ତାଙ୍କୁ ଆର୍ଥର...
ଟାଟାର ହେଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୮ ।୧୦: ଟାଟା ସନ୍ସ ଏବେ ଏୟାର ଇଣ୍ଡିଆର ନୂଆ ମାଲିକ ହେବେ । ୧୮,୦୦୦କୋଟି ଡାକରେ ଟାଟା ଏହି ସରକାରୀ ଏୟାର ଲାଇନ୍ସକୁ କିଣି ନେଇଛି । ଟାଟା ଏହି ରେସରେ ସ୍ପାଇସ ଜେଟର ଅଜୟ ସିଂହଙ୍କୁ ପଛରେ...
ଆର୍ୟନଙ୍କୁ ମିଳିଲାନି ଜାମିନ, ମା’ଙ୍କ ଜନ୍ମଦିନରେ ଗଲେ ଜେଲ୍
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିଲାନି। ଶେଷରେ ଷ୍ଟାର୍ କିଡ୍ଙ୍କୁ ଜେଲ୍ ଯିବାକୁ ପଡ଼ିଛି। ମୁମ୍ବାଇ ଜିଲା କୋର୍ଟରେ ଜାମିନ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି। ମୁମ୍ବାଇର ଆର୍ଥର ରୋଡ୍...
ପ୍ରମାଣ ବିନା କେବଳ ଅଭିଯୋଗକୁ ନେଇ କାହାକୁ ଗିରଫ କରାଯାଇ ପାରିବ ନାହିଁ: ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନø,୮ ।୧୦: ଲକ୍ଷ୍ମୀପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇନାହିଁ । ମାମଲାକୁ ନେଇ ପୋଲିସ ଖୋଜାଖୋଜି ଜାରି ରଖିଛି । କିଏ କହୁଛି ସେ ନେପାଳ ଚାଲିଯାଇଛନ୍ତି...
ୟୁପି ସରକାରଙ୍କୁ କଡ଼ା ନିନ୍ଦା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮।୧୦: ଲଖିମୁପର ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି। ଶୁଣାଣି ସମୟରେ ପୋଲିସର କାର୍ଯ୍ୟରେ ଅଳସୁଆ ଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି। ସେ ରାଜ୍ୟ ସରକାରଙ୍କୁ...
ଆଶିଷ ନେପାଳ ପଳାଇଥିବା ଆଶଙ୍କା
ଲକ୍ଷ୍ନୌ,୮।୧୦: ଲଖିମ୍ପୁର ଖେରି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଶୁକ୍ରବାର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇ ନାହାନ୍ତି। ଆଶିଷ ଏବେ କେଉଁ ସେନେଇ ମଧ୍ୟ କୌଣସି ଖୋଜଖବର ନାହିଁ। କୁହାଯାଉଛି ସେ ଫେରାର୍ ହୋଇ ନେପାଳ ପଳାଇଛନ୍ତି। କାରଣ...
ରାମ ରହିମ୍ ଦୋଷୀ ସାବ୍ୟସ୍ତ: ଅକ୍ଟୋବର ୧୨ ଦଣ୍ଡ ଶୁଣାଣି
ନୂଆଦିଲ୍ଲୀ,୮।୧୦: ରଣଜିତ ସିଂ ହତ୍ୟା ମାମଲାରେ ଶୁକ୍ରବାର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାମୁଖୀ ରାମ ରହିମ୍ଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅକ୍ଟୋବର ୧୨ରେ ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବ। ଏହି ମାମଲାରେ ଅଭିଯୁକ୍ତ...
ରେପୋ ରେଟ ଅପରିବର୍ତ୍ତିତ
ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରା ନୀତି କମିଟି ବୈଠକ ଶୁକ୍ରବାର ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଖବରଦାତା ସମ୍ମିଳନୀ କରି କମିଟି ନେଇଥିବା ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥିରେ ସୁଧହାର ପୂର୍ବଭଳି...
ନୋଟିସ ମିଳିବା ସତ୍ତ୍ୱେ କ୍ରାଇମ୍ବ୍ରାଞ୍ଚ ନିକଟରେ ହାଜର ହେଲେ ନାହିଁ ଆଶିଷ
ନୂଆଦିଲ୍ଲୀ,୮।୧୦: ଲଖିମ୍ପୁର ଖେରି ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। କ୍ରାଇମ ବ୍ରାଞ୍ଚ ଦଳ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଛଦ୍ମନାମ ମୋନୁଙ୍କୁ ଶୁକ୍ରବାର ସକାଳ ୧୦ ଟାରେ ପଚରାଉଚରା ପାଇଁ ଡାକିଥିଲେ। କ୍ରାଇମବ୍ରାଞ୍ଚ୍ ଆଶିଷଙ୍କ ଘରେ...
Archives


