ଜାତୀୟ

୬୦ ଲକ୍ଷ ନିଯୁକ୍ତି କେଉଁଠୁ ଆସିବ

ନୂଆଦିଲ୍ଲୀ,୧୪ା୨: ୨୦୧୩-୧୪ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କ୍ଷମତାସୀନ ହେଲେ ବର୍ଷକୁ ୨ କୋଟି ନିଯୁକ୍ତି ଦିଆଯିବ ବୋଲି ଭାଜପାର ନିର୍ବାଚନୀ ସଭାଗୁଡ଼ିକରେ ଘୋଷଣା କରିଚାଲିଥିଲେ। ୨୦୧୪ ମେ’ରେ ସରକାର ଗଠନ କରିବା ପରେ ମୋଦିଙ୍କ ନିଯୁକ୍ତି ପ୍ରତିଶ୍ରୁତିର…

ଇସ୍ରୋ ମିଶନ ୨୦୨୨: ଚଳିତ ବର୍ଷର ପ୍ରଥମ ପିଏସ୍‌ଏଲ୍‌ଭି-ସି୫୨ ସାଟେଲାଇଟ ଲଞ୍ଚ

ବେଙ୍ଗାଲୁରୁ,୧୪ ।୨: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ଚଳିତ ବର୍ଷର ଏହାର ପ୍ରଥମ ମିଶନ ଭାବେ ସୋମବାର ଏକ ସାଟେଲାଇଟ ଲଞ୍ଚ କରିଛି । ଏହି ପରୀକ୍ଷଣ ସୋମବାର ସକାଳ ୫ଟା ୫୯ରେ କରାଯାଇଛି । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାରେ ଥିବା…

୧୨ ଦିନ ପରେ ଅପହୃତ ଶ୍ରମିକଙ୍କୁ ଛାଡ଼ିଲେ

ଗୁଆହାଟି,୧୩।୨: ଅରୁଣାଚଳପ୍ରଦେଶର ଲୋଙ୍ଗଡିଙ୍ଗ୍‌ ଜିଲାରୁ ଅପହରଣ କରାଯାଇଥିବା ୨ଜର ଶ୍ରମିକଙ୍କୁ ୧୨ ଦିନ ପରେ ଉଗ୍ରପନ୍ଥୀମାନେ ମୁକ୍ତ କରିଦେଇଛନ୍ତି। ମ୍ୟାନ୍‌ମାରରେ ସକ୍ରିୟ ଥିବା ଏନ୍‌ଏସ୍‌ସିଏନ୍‌(କେ) ସଙ୍ଗଠନର ୟୁଙ୍ଗ୍‌ ଅଙ୍ଗ୍‌ ଗୋଷ୍ଠୀର ଉଗ୍ରପନ୍ଥୀମାନେ ଆସାମ ଓ ବିହାରର ଦୁଇ ଶ୍ରମିକଙ୍କୁ ଅପହରଣ କରିନେଇଥିଲେ।…

‘ହିଜାବ ନ ପିନ୍ଧୁଥିବାରୁ ବଳାତ୍କାର ହେଉଛି’

ବେଙ୍ଗାଲୁରୁ,୧୩।୨: ଭାରତରେ ବଳାତ୍କାର ହାର ସର୍ବାଧିକ। କାରଣ କିଛି ମହିଳା ହିଜାବ ପିନ୍ଧୁ ନାହାନ୍ତି। ରାଜ୍ୟର ସ୍କୁଲ ଓ କଲେଜରେ ମୁଣ୍ଡ ଘୋଡ଼ାଇବା ପାଇଁ ବ୍ୟବହୃତ ହେଉଥିବା ସ୍କାର୍ଫ ପନ୍ଧିବାକୁ ନେଇ ବିବାଦ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଥିବା ବେଳେ ଉପରୋକ୍ତ ଟିପ୍ପଣି…

‘ମହିଳାଙ୍କ ମୁହଁରେ ପରଦା ରହୁ ନ ଥିବାରୁ ବଢୁଛି ବଳାତ୍କାର’

ନୂଆଦିଲ୍ଲୀ,୧୩।୨: ସାରା ଦେଶରେ ଏବେ ହିଜାବ ବିବାଦକୁ ନେଇ ରାଜନୀତି ସରଗରମ ହୋଇଛି। ଅନେକ ନେତା ହିଜାବ ଉପରେ ମନ୍ତବ୍ୟ ଦେଉଥିବାର ଦେଖାଯାଇଛି। ରବିବାର କର୍ନାଟକର କଂଗ୍ରେସ ନେତା ଜମ୍ମିର ଅହମ୍ମଦ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ…

୩.୫ ଘଣ୍ଟାରେ ନାଗପୁରରୁ ମୁମ୍ବାଇ

ନାଗପୁର,୧୩।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ।…

‘ଭାଲେନଟାଇନ୍ସ ଡେ’ରେ ପାର୍କରେ ବୁଲିଲେ ଗୋଡ଼ ଭାଙ୍ଗିଦେବୁ’

ଭୋପାଳ,୧୩।୨: ପାର୍କରେ ଭାଲେନଟାଇନ୍ସ ଡେ’ ପାଳୁଥିବା ଦେଖିଲେ, ପ୍ରେମୀ ଯୁଗଳଙ୍କ ଗୋଡ଼ ବାଡେଇ ଭାଙ୍ଗି ଦେବୁ। ମଧ୍ୟପ୍ରଦେଶର ଭୋପାଳରେ ପ୍ରେମୀ ଯୁଗଳଙ୍କ ପାଇଁ ଏଭଳି ଚେତାବନୀ ଜାରି କରିଛନ୍ତି ଶିବା ସେନା କର୍ମୀ। ଏ ନେଇ କାଳିକା ଶକ୍ତି ପୀଠ ମନ୍ଦିରରେ…

ଉଡୁପିରେ ସ୍କୁଲ, କଲେଜ ପାଖରେ ୧୪୪ ଧାରା

ବାଙ୍ଗାଲୋର ,୧୩।୨: ହିଜାବ-ସାଫ୍ରନକୁ ନେଇ ଚାଲିଥିବା ବିବାଦ ଯୋଗୁ ୪ ଦିନ ବନ୍ଦ ରହିବା ପରେ ସୋମବାରଠାରୁ କର୍ନାଟକରେ ଖୋଲିବାକୁ ଯାଉଛି ହାଇ ସ୍କୁଲ। ଏହାକୁ ଦୃଷ୍ଟିରେ ରଖି ଉଡୁପି ଜିଲର ସମସ୍ତ ଶିକ୍ଷାନୁଷ୍ଠାନ ପାଖରେ ଆସନ୍ତା ୬ ଦିନ ପାଇଁ…

ବର କନ୍ୟା ସହ ଫଟୋ ଉଠାଇ ଟଙ୍କା ବ୍ୟାଗ୍‌ ଧରି ଛୁ

ଗ୍ବାଲିୟର(ମଧ୍ୟପ୍ରଦେଶ),୧୩।୨: ଜଣେ ଚୋର ଷ୍ଟେଜରେ ଚଢ଼ି ବର କନ୍ୟାଙ୍କ ସହ ନିକଟ ସମ୍ପର୍କୀୟଙ୍କ ଭଳି ଫଟୋ ଉଠାଇଥିଲେ। ତା’ ପରେ ଟଙ୍କା ଓ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଗ୍ବାଲିୟର ସହରରୁ। ଭାଇରାଲ…

ଶାହାଙ୍କୁ କଡ଼ା ଜବାବ ଦେଲେ ହରିଶ ରାଓ୍ବତ, ଆବଶ୍ୟକ ପଡିଲେ ସବୁକିଛି କରିପାରିବି

ଡେରାଡୁନ,୧୩।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ନିର୍ବାଚନ ହେବ। ଏଥିପାଇଁ ପ୍ରଚାର ଶେଷ ହୋଇଛି। କିନ୍ତୁ ଦଳୀୟ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ରବିବାର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ସ୍ବରାଷ୍ଟ୍ର ମନ୍ତ୍ରୀ…

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍‌ କଲେ ଶାହା

ଲୁଧିଆନା,୧୩।୨: ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ ସେ କିପରି ପଞ୍ଜାବକୁ ସୁରକ୍ଷିତ ରଖିବେ ବୋଲି ପଞ୍ଜାବର ଲୁଧିଆନା ସହରରେ ରବିବାର ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଟାର୍ଗେଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ…

‘କଂଗ୍ରେସ ସରକାରକୁ ଫେରିଲେ ଲୋକଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର’

ଚଣ୍ଡିଗଡ,୧୩।୨:ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଜୋରସୋରରେ ଚାଲିଛି। ଶାସକ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଲୋକଙ୍କ ଲୋଭନୀୟ ପ୍ରତିଶ୍ରୁତି ଦେବାରେ ବ୍ୟସ୍ତ ଅଛନ୍ତି। ରବିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚାନ୍ନି ସରକାର ଫେରିବା ପରେ ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri