ଜରିମାନାକୁ ବେଖାତିର, ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି …
ଚଣ୍ଡିଗଡ଼,୨୭।୧୦: ଜରିମାନା ନେଇ ଲୋକଙ୍କ ମଧ୍ୟରେ ଆଉ ଭୟ ନାହିଁ। ଜରିମାନାକୁ ବେଖାତିର କରି ଲୋକେ ନଡ଼ା ଜାଳିବା ଜାରି ରଖିଛନ୍ତି। ଏହା ଯୋଗୁ ହେଉଥିବା ବାୟୁୁ ପ୍ରଦୂଷଣକୁ ମଧ୍ୟ ଲୋକଙ୍କର ନିଘା ନାହିଁ। ପଞ୍ଜାବରେ ଗୋଟିଏ ସପ୍ତାହରେ ନଡ଼ା...
ବିଶିଷ୍ଟ ଗାନ୍ଧୀବାଦୀ ନେତା ଏସ.ଏନ ସୁବାରାଓଙ୍କ ପରଲୋକ
ଜୟପୁର,୨୭।୧୦: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା ଏସ.ଏନ ସୁବାରାଓଙ୍କର ଦେହାନ୍ତ ହୋଇଛି। ବୁଧବାର ଜୟପୁରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ମୁରୈନା ଅଣାଯିବ। ଡକ୍ଟର...
‘ମ୍ୟାଡାମ, ଆପଣଙ୍କ ସ୍ବାମୀଙ୍କୁ ମାରିଦିଆଯିବ’
କୋଲକତା,୨୭।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟଙ୍କ ସ୍ତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ଚିଠିରେ ସୋନାଲିଙ୍କୁ ଧମକ ଦିଆଯାଇ କୁହାଯାଇଛି ମ୍ୟାଡାମ, ତୁମ ସ୍ବାମୀଙ୍କୁ ହତ୍ୟା କରାଯିବ, କେହି ତାଙ୍କ ଜୀବନ ରକ୍ଷା କରିପାରିବ...
ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ…
ନୂଆଦିଲ୍ଲୀ,୨୭।୧୦: ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ପୂର୍ବତନ ସାମ୍ବାଦିକା ଅରୁସା ଆଲାମ। ପଞ୍ଜାବ ରାଜନୀତିରେ ଦିନକୁ ଦିନ ନୂଆ ଚର୍ଚ୍ଚା ହେଉଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କ ସହ ତାଙ୍କ ସମ୍ପର୍କ ଥିବା...
ନୂଆ ରାଜନୈତିକ ଦଳ ଗଠନ ସମ୍ପର୍କରେ ଘୋଷଣା କଲେ କ୍ୟାପଟେନ୍…
ଚଣ୍ଡିଗଡ଼,୨୭।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନୂଆ ରାଜନୈତିକ ଦଳ ସମ୍ପର୍କରେ ବୁଧବାର ଘୋଷଣା କରିଛନ୍ତି। ତେବେ ଏହାର ନାମ କରଣ ଶୀଘ୍ର ହେବ ବୋଲି କ୍ୟାପଟେନ୍ ସୂଚନା ଦେଇଛନ୍ତି। ଅନୁଷ୍ଟିତ ଏକ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ...
କୌଣସି ପ୍ରକାର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ…
ନୂଆଦିଲ୍ଲୀ,୨୭।୧୦: ଦେଶରେ କୌଣସି ପ୍ରକାରର ଗୁପ୍ତଚରୀକୁ ସହ୍ୟ କରାଯିବ ନାହିଁ ବୋଲି ପେଗାସସ୍ ମାମଲାର ଶୁଣାଣି ସମୟରେ ବୁଧବାର ସୁପ୍ରିମ୍କୋର୍ଟ ପ୍ରକାଶ କରିଛନ୍ତି। ଏହାର ଯାଞ୍ଚ୍ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବା ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।...
ଧମକ ଦେଲା ଆତଙ୍କବାଦୀ ସଂଗଠନ ୟୁଏଲ୍ଏଫ୍…
ଶ୍ରୀନଗର,୨୭।୧୦: ଆତଙ୍କବାଦୀ ସଂଗଠନ ୟୁଏଲ୍ଏଫ୍ ପକ୍ଷରୁ ଜମ୍ମୁ-କଶ୍ମୀରର ବାସିନ୍ଦା ନ ଥିବା ଲୋକଙ୍କୁ ଧମକ ଦିଆଯାଇଛିି। ୟୁଏଲ୍ଏଫ୍ କହିଛି ଯେ, ଅଣ-କଶ୍ମୀର ବାସିନ୍ଦା ଶୀଘ୍ର ରବିବାର ଦିନ ଘଟଣା ଭାରତ ପାକିସ୍ତାନ ଟି-୨୦ ମ୍ୟାଚ୍ ନେଇ କ୍ଷମା ପ୍ରାର୍ଥନା କରନ୍ତୁ...
ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୬ ଜୀବନ
ଚେନ୍ନାଇ,୨୭।୧୦: ତାମିଲନାଡୁର କଲ୍ଲାକୁରିଚି ଜିଲାର ଶଙ୍କରପୁରମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଣ ହୋଲସେଲରେ ଦୋକାନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହାତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ଲାକୁରିଚି...
ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ଟପିଲା ୫ ଶହ…
ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୩ ହଜାର ୪୫୧ ରେ ପହଞ୍ଚିଛି। ୨୩୯ ଦିନ ପରେ ଦୈନିକ...
ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି ୧୧ କୋଟି
ନୂଆଦିଲ୍ଲୀ, ୨୭।୧୦: ଦେଶର ସାବାଳକ ଜନସଂଖ୍ୟାର ୭୬ ପ୍ରତିଶତରୁ ଊର୍ଦ୍ଧ୍ୱ କୋଭିଡ୍ ଟିକାର ଅନୂ୍ୟନ ଗୋଟିଏ ଡୋଜ୍ ନେଇଥିବାବେଳେ ମାତ୍ର ୩୨ ପ୍ରତିଶତ ଦୁଇଟି ଡୋଜ୍ ନେଇଥିବା ଜଣାପଡ଼ିଛି। ଧାର୍ଯ୍ୟ ସମୟ ଅତିକ୍ରମ କରିଥିଲେ ମଧ୍ୟ ୧୧ କୋଟି ଲୋକ...
ମାର୍ଚ୍ଚ ସୁଦ୍ଧା ୧୩ ବିମାନ ବନ୍ଦର ଘରୋଇକରଣ
ନୂଆଦିଲ୍ଲୀ,୨୭ ।୧୦: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ଦେଶର ୧୩ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟା ସାରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବିମାନ ବନ୍ଦରଗୁଡ଼ିକ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ଦ୍ୱାରା ପରିଚାଳିତ ହେଉଛି। ଏଏଆଇ...
ଆର୍ଯ୍ୟନଙ୍କ ମାମଲାରେ ୨ ଜଣଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୨୬।୧୦: ମୁମ୍ବାଇର ଡାଗ୍ସ କ୍ରୁଜ ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ୨ ଜଣ(ମନୀଷ ରାଜଗାରିଆ ଓ ଅଭିନ ସାହ)ଙ୍କୁ ମଙ୍ଗଳବାର ଏକ ସ୍ପେଶାଲ କୋର୍ଟ ଜାମିନ ଦେଇଛନ୍ତି। ଏହି ମାମଲାରେ ବଲିଉଡ୍ ଷ୍ଟାର ଶାହରୁଖ ଖାନଙ୍କ ପୁଅ...
Archives


