Posted inଜାତୀୟ

ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ…

ନୂଆଦିଲ୍ଲୀ,୨୭।୧୦: ଅମରିନ୍ଦରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପାକିସ୍ତାନ ପୂର୍ବତନ ସାମ୍ବାଦିକା ଅରୁସା ଆଲାମ। ପଞ୍ଜାବ ରାଜନୀତିରେ ଦିନକୁ ଦିନ ନୂଆ ଚର୍ଚ୍ଚା ହେଉଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନଙ୍କ ସହ ତାଙ୍କ ସମ୍ପର୍କ ଥିବା ଗୁଜବ ହେଉଛି। ତେବେ ଏହାର ଉତ୍ତରରେ ସେ କହିଛନ୍ତି, ଅମରିନ୍ଦର ତାଙ୍କର ଜଣେ ଭଲ ବନ୍ଧୁ । ସେମାନଙ୍କ ଭିତରେ କୌଣସି ପ୍ରେମ ସମ୍ପର୍କ ନାହିଁ। ଅମରିନ୍ଦରଙ୍କୁ ସେ ପ୍ରଥମେ ଭେଟିବା ସମୟରେ କ୍ୟାପଟେନ୍‌ ୬୬ବର୍ଷ ଓ ସେ ୫୬ବର୍ଷର ଥିଲେ। ପ୍ରେମ କରିବାକୁ ସେ ସମୟରେ ବୟସ ଉପଯୁକ୍ତ ନଥିଲା।
ଅରୁସା କ୍ୟାପଟେନ୍‌ଙ୍କ ସହ ଆଇଏସଆଇ ଲିଙ୍କ ଏବଂ ତାଙ୍କ ସହ ଥିବା ସମ୍ପର୍କକୁ ନେଇ ସମାଲୋଚନାର ପାତ୍ର ହେଉଛନ୍ତି। ଆଇଏସଆଇ ଲିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଏଥିପାଇଁ ସେ ଭାରତୀୟ ଏଜେନ୍ସିର ସାହାଯ୍ୟ କରିବାକୁ ମଧ୍ୟ ରାଜି ବୋଲି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଝାଡୁରେ କଲେ ରାସ୍ତା ସଫା

ଭୋପାଳ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମହିଳା ସଫେଇ କର୍ମଚାରୀଙ୍କ ସହିତ ମିଶି ରାସ୍ତାରେ ଝାଡୁ ମାରିଛନ୍ତି। ସେ...

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ...

ଓୱାଇସିଙ୍କ ଦୀର୍ଘ ଜୀବନ କାମନା କରି ୧୦୧ ଛେଳିଙ୍କୁ ବଳି ଦେଲେ ବ୍ୟବସାୟୀ!

ହାଇଦ୍ରାବାଦ,୭ ।୧: ଏଆଇଏମ୍‌ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଗାଡି ଉପରକୁ ଗୁଳି ମାଡ କରିବା ଘଟଣାକୁ ନେଇ ହାଇଦ୍ରାବାଦର ଜଣେ ବ୍ୟବସାୟୀ ଓୱାଇସିଙ୍କ ଦୀର୍ଘ ଜୀବନ...

ରାସ୍ତାରେ ଖେଳିଲେ ମୀନ

ବାରାଣସୀ,୩୦।୯: ସମସ୍ତେ ପୋଖରୀ ଓ ନଦୀମାନଙ୍କରେ ମାଛ ପହଁରୁଥିବାର ଦେଖିଥିବେ। ହେଲେ କେବେ ରାସ୍ତା ଉପରେ ମାଛ ପହଁରୁଥିବାର ଦେଖିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି...

ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍‌ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ...

୩୭୦ ମୃତ୍ୟୁରେ କଶ୍ମୀରୀଙ୍କ ଆଶାର ଜନ୍ମ

ନୂଆଦିଲ୍ଲୀ,୯।୮(ଆଇଏଏନ୍‌ଏସ୍‌):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଉପତ୍ୟକାରେ ଶ୍ମଶାନ ନୀରବତା ଛାଇଯାଇଥିବାବେଳେ ଏକ ଚାପା ଉତ୍ତେଜନା ଲାଗିରହିଛି। ଏହାସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ବହୁ...

ମେ’ ମାସ ସାଜିଲା ଘାତକ: ୯୯ ହଜାର ୬୮୦ କରୋନା ଆକ୍ରାନ୍ତଙ୍କ ଜୀବନ ନେଲା…

ନୂଆଦିଲ୍ଲୀ,୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ମେ’ ମାସରେ କରୋନା ଘାତକ ସାଜିଛି। ଏହି ମାସରେ ଦେଶରେ...

ଗ୍ରାମ ସ୍ବରାଜର କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ଏହାକୁ ରୂପାନ୍ତର କରିଛି ଭାଜପା ସରକାର…

ପାଟନା, ୩୦।୭ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ବିହାର ଗସ୍ତରେ ଆସି ପାଟନାରେ ପହଞ୍ଚିଛନ୍ତି। ସେ ଏଠାରେ ଗ୍ରାମ ସଂସଦ କାର୍ଯ୍ୟକ୍ରମରେ...

Advertisement
Archives

Model This Week