Posted inଜାତୀୟ

ବଗ୍‌ଗାଙ୍କୁ ମିଳିଲା ଆଶ୍ୱସ୍ତି

ଚଣ୍ଡିଗଡ,୧୦।୫: ଭାଜପା ଯୁବ ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ୱାରେଣ୍ଟ ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ତାଙ୍କ ଗିରଫଦାରୀକୁ ଜୁଲାଇ ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଦିଲ୍ଲୀର ଭାଜପା ନେତା ତେଜିନ୍ଦର ଦିନେ ପୂର୍ବରୁ ମୋହାଲି କୋର୍ଟ ଦେଇଥିବା ଗିରଫ ୱାରେଣ୍ଟରେ ରୋକ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହାପୂର୍ବରୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଗତ ଶନିବାର ତେଜିନ୍ଦରଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ ପଦକ୍ଷେପ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩-ଏ, ୫୦୫ ଏବଂ ୫୦୬ ଅନୁଯାୟୀ ବଗ୍‌ଗାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ବଗ୍‌ଗାଙ୍କୁ ଶୁକ୍ରବାର ତାଙ୍କ ଦିଲ୍ଲୀ ବାସଭବନରୁ ପଞ୍ଜାବ ପୋଲିସ ଗିରଫ କରିଥିଲା। ତେବେ ବଗ୍‌ଗାକୁ ପଞ୍ଜାବକୁ ନେଉଥିବା ପୋଲିସ କର୍ମଚାରୀଙ୍କୁ ହରିୟାଣାରେ ଅଟକାଇ ଦିଆଯିବା ପରେ ଦିଲ୍ଲୀ ପୋଲିସ ସେମାନଙ୍କୁ ଦିଲ୍ଲୀକୁ ଫେରାଇ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଟିସିରେ ୧୧ ମହିଳା ଡ୍ରାଇଭର…

ନୂଆଦିଲ୍ଲୀ, ୨୪।୮ : ମହିଳାମାନେ ବର୍ତ୍ତମାନ ସାମାଜିକ ରୁଢ଼ିବାଦୀ ମାନସିକତାର ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ...

ମୋଦିଙ୍କୁ ରାବଣଙ୍କ ସହ ତୁଳନା କଲେ ଖାର୍ଗେ

ଅହମ୍ମଦାବାଦ,୨୯।୧୧: ଆଉ ଦିନକ ପରେ ଗୁଜୁରାଟ ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି। ଆଜି ପଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର...

ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍‌ କ୍ୟୁରୀ ନିଯୁକ୍ତ…

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ...

ତେଜୁଛି ଆନ୍ଦୋଳନ: ଇଣ୍ଡିଆ ଗେଟ୍‌ ଆଗରେ ବିଶାଳ ବିକ୍ଷୋଭ

ନୂଆଦିଲ୍ଲୀ,୧।୧: ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌ ସରକାର ସାମ୍ମେଦ ଶିଖରଜୀକୁ ପର୍ଯ୍ୟଟନ ସ୍ଥଳ ଘୋଷଣା ପରେ ଏହା ବିରୋଧରେ ଜୈନ ସମ୍ପ୍ରଦାୟର ସଦସ୍ୟମାନେ ବିଭିନ୍ନ ସହରରେ ବିକ୍ଷୋଭ...

ବାପାଙ୍କୁ ଭେଟିବାକୁ ବି ଆପଏଣ୍ଟମେଣ୍ଟ ନେଉଥିଲେ ଆର୍ୟନ

ମୁମ୍ବାଇ, ୫ା୧୦: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ଗିରଫଦାରୀ ପରେ ଦିନକୁ ଦିନ...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

କ୍ରିକେଟରଙ୍କ କଷ୍ଟକୁ ନିଜର ବୋଲି ଭାବୁଥିଲେ ଜେଟଲୀ

ନୂଆଦିଲ୍ଲୀ,୨୪।୮: ରାଜନୀତିର ମହାରଥି ଅରୁଣ ଜେଟଲୀ କେବେବି ବିସିସିଆଇର ଅଧ୍ୟକ୍ଷ ପଦରେ ନ ଥିଲେ। ହେଲେ କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ବେଶ୍‌ ବାରି...

ଆଇନ ପ୍ରତ୍ୟାହାର ଛଡା ଅନ୍ୟ କିଛି ବିକଳ୍ପ କୁହନ୍ତୁ କୃଷକ: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧: କୃଷି ଆଇନ୍‌ ରଦ୍ଦକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ତୁ ତୁ ମେ ମେ ଜାରି ରହିଛି। ରବିବାର କୃଷକ...

Advertisement
Archives

Model This Week