ଜାତୀୟ

ରେଲଓ୍ବେ ଟ୍ରାକ୍‌-ଏନ୍‌ଏଚ୍‌ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍‌…

ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଲଓ୍ବେ ଏବଂ ରାଜପଥ ପ୍ରକଳ୍ପର ଡିପିଆରରେ ହେଲିପ୍ୟାଡ ତିଆରି…

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିରେ ଓମିକ୍ରନ୍…

ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ !…

ନୂଆଦିଲ୍ଲୀ, ୧୦।୧ : ଓମିକ୍ରନ କାରଣରୁ କରୋନାର ତୃତୀୟ ଲହର ସଂକ୍ରମଣ ଦ୍ରୁତ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଏହା ଦ୍ୱାରା ମୃତ୍ୟୁ ହାର, ଦ୍ୱିତୀୟ ଲହର ଅପେକ୍ଷା ପ୍ରାୟ ୬୦୦ ପ୍ରତିଶତ କମ ରେକର୍ଡ କରାଯାଇଛି। ଅପର ପକ୍ଷରେ ପ୍ରଥମ…

ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା ଥାନା ପୋଲିିସଙ୍କ ପାଇଁ ଅଡୁଆ ବଢିଯାଇଛି । ସୂଚନାଯୋଗ୍ୟ, ଇନ୍ଦୋର କ୍ରାଇମ ବ୍ରାଞ୍ଚ ଓ…

ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୦।୧ : ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ ଘଟିଛି। ବିଭାଗର ୩୦୦ରୁ ଅଧିକ  କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଆର୍‌ଓ ଏବଂ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳଙ୍କ ନମୁନା ରିର୍ପୋଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି। ସମସ୍ତ ୟୁନିଟ୍‌ରେ…

କଂଗ୍ରେସରେ ଯୋଗଦେବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୦ ।୧: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚର ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ସେ କଂଗ୍ରେସରେ ଯୋଗ ଦେବେ ବୋଲି ଅଫିସିୟାଲି ଘୋଷଣା କରାଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ ମାଳବିକା ପଞ୍ଜାବର ମୋଗା…

ମିଶନ ମୋଡ୍‌ରେ ପିଲାଙ୍କୁ ଟିକାକରଣ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୧: ଡେଲ୍ଟା ଏବଂ ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଦେଶରେ କୋଭିଡ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଭର୍ଚୁଆଲ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ୧୫ରୁ ୧୮ ବର୍ଷ…

‘୩ ମାସରେ କମିବ’

ପୁଣେ,୧୦।୧: ଓମିକ୍ରନ୍‌ ଭାରିଆଣ୍ଟ ଯୋଗୁ ଭାରତରେ ଯେଉଁଭଳି ଦ୍ରୁତବେଗରେ ସଂକ୍ରମଣ ବଢ଼ିଚାଲିଛି, ସେହିପରି ଶୀଘ୍ର ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଗତ ୫ ସପ୍ତାହର ବିଶ୍ୱ ସଂକ୍ରମଣ ତଥ୍ୟ ଏବଂ ଅଭିଜ୍ଞତାରୁ ଜଣାପଡ଼ିଛି ଯେ, ଓମିକ୍ରନ୍‌ ସଂକ୍ରମିତଙ୍କଠାରେ କୌଣସି…

‘ସୁଲ୍ଲି ଡିଲ୍ସ’ ଆପ୍‌ ନିର୍ମାତା ଗିରଫ

ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍‌ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର ଏହି ଆପ୍ଲିକେଶନ ନିର୍ମାତାଙ୍କୁ ଗିରଫ କରିଛି। ସେ ହେଲେ ମଧ୍ୟପ୍ରଦେଶର ବିସିଏ ଛାତ୍ର ଓମ୍‌କାରେଶ୍ୱର…

ହାଇକୋର୍ଟର ୮ ବିଚାରପତି କରୋନା ପଜିଟିଭ, ସୋମବାରଠାରୁ ଭର୍ଚୁଆଲ ଶୁଣାଣି

ଲକ୍ଷ୍ନୌ,୧୦ ।୧: କରୋନାର ତୃତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଆସୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟି ଯାଇଛି । ତୃତୀୟ ଲହରରେ…

ପ୍ରବାସୀ ପୁଣି ଗାଁ ମୁହାଁ

ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍‌ଡାଉନ୍‌ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା ବି କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ଏଥିଲାଗି ଜାତୀୟ ରାଜଧାନୀ ଦିଲ୍ଲୀ ଓ ଆର୍ଥିକ…

ୟୁପି ନିର୍ବାଚନ: କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏଏପି

ନୂଆଦିଲ୍ଲୀ,୧୦ ।୧: ସାରା ଦେଶର ନଜର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ । ରବିବାର ଆମ ଆଦମୀ ପାର୍ଟି(ଏଏପି)ର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ଏହାସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri