ଜାତୀୟ

ଲୋକେ ପିଉଥିବା ମଦ ଉପରେ ଟିକସ ନେଇପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୪।୩: କେବଳ ଲୋକେ ପିଉଥିବା ମଦ ଉପରେ ରାଜ୍ୟ ସରକାର ଅବକାରୀ ଶୁଳ୍କ ଲଗାଇପାରିବେ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ଏହି ସମ୍ପର୍କିତ ଏକ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା…

ବଢ଼ିଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୪।୩: ଭାରତରେ ଏବେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୨୫ଶହ ଟଙ୍କାରେ ଉପଲବ୍ଧ ହେଉଥିବା ଏୟାର ଇଣ୍ଡିଆ ଇକୋନୋମିକ ଟିକେଟ ବର୍ତ୍ତମାନ ୪ହଜାରକୁ ବୃଦ୍ଧି ହୋଇଛି। ସେହିପରି ଇଣ୍ଡିଗୋ ବିମାନରେ ଯାତ୍ରା ପାଇଁ ସମାନ ଟିକେଟର ମୂଲ୍ୟ ୬ହଜାର…

ବିଶ୍ୱରେ ବଢ଼ିବ ଖାଦ୍ୟ ଆଉ ଗରିବୀ ସମସ୍ୟା

ନୂଆଦିଲ୍ଲୀ,୪ା୩: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗର ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦି ଏହାକୁ ଗମ୍ଭୀର ସହକାରେ ଧ୍ୟାନ ଦିଆ ନ ଯାଏ, ତେବେ ଏହା ସମଗ୍ର ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭୋକ ଏବଂ ଦାରିଦ୍ର୍ୟ…

‘ବିମାନରେ ମୃତଦେହ ଅଧିକ ଯାଗା ନିଏ’

ବେଙ୍ଗାଲୁରୁ,୪।୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ପ୍ରାଣ ହରାଇଥିବା ନବୀନ ଶେଖରପ୍ପା ଜ୍ଞାନଗୌଡ଼ାଙ୍କ ମୃତଦେହକୁ କର୍ନାଟକରେ ଅପେକ୍ଷା କରିଛନ୍ତି ତାଙ୍କ ପରିବାର ଲୋକେ। ଏଭଳି ପରିସ୍ଥିତିରେ ଜଣେ ଭାଜପା ବିଧାୟକ କହିଛନ୍ତି, ‘ଏକ ମୃତଦେହ ବିମାନରେ ଅଧିକ ଯାଗା ନିଏ। କଫିନ ବଦଳରେ…

ୟୁକ୍ରେନ ସଙ୍କଟ: ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୪।୩: ୟୁକ୍ରେନ ସଙ୍କଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଭାରତୀୟ ଛାତ୍ରୀଛାତ୍ରଙ୍କୁ କିପରି ସୁରକ୍ଷିତ ଅଣାଯାଇ ପାରି ସେନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ…

ମାର୍ଚ୍ଚ ୧୫ ସୁଦ୍ଧା ଅଫିସ ଫେରିବାକୁ କର୍ମଚାରୀଙ୍କୁ ଟୁଇଟର ସିଇଓଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୪।୩: ବିଶ୍ୱରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗୁଗୁଲ ଏବଂ ଟୁଇଟର ସମେତ ଅନେକ ବଡ ବଡ ବୈଷୟିକ କମ୍ପାନୀ ସେମାନଙ୍କର ଓ୍ବାର୍କ ଫର୍ମ ହୋମ କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଗୁଗୁଲ ପରେ…

ଆଜି ବାରାଣସୀରେ ରୋଡ ଶୋ କରିବେ ମୋଦି

ଲକ୍ଷ୍ନୌ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଗସ୍ତରେ ଯିବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାାଣାସୀରେ ରୋଡ ଶୋ କରିବେ । ବାରାଣାସୀର ମଲଦହିୟା ଠାରୁ ଆରମ୍ଭ କରି ଗୋଡୌଲିଆ ପର୍ଯ୍ୟନ୍ତ ଏହି ରୋଡ ଶୋ…

ରୋମାନିଆ ମେୟର-ବିମାନ ଚଳାଚଳ ମନ୍ତ୍ରୀ ମୁହାଁମୁହିଁ

ରୋମାନିଆ,୪ା୩: ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ରୋମାନିଆର ମେୟର ମୁହାଁମୁହିଁ ହୋଇଛନ୍ତି। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ପାଇଁ ‘ଅପରେଶନ ଗଙ୍ଗା’କୁ ଜୋର୍‌ଦାର କରାଯାଇଛି। ଏହି ପ୍ରକ୍ରିୟାରେ ୟୁକ୍ରେନରୁ ଆସି ରୋମାନିଆରେ ପହଞ୍ଚିଥିବା ଭାରତୀୟଙ୍କୁ…

ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୩୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୪୨ଙ୍କ ମୃତ୍ୟୁ ଘଟିଛି।…

କ୍ୱିଭରେ ଗୁଳିମାଡରେ ଜଣେ ଭାରତୀୟ ଛାତ୍ର ଆହତ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଘନଘଟା ମଧ୍ୟରେ ନବମ ଦିନରେ ବି ଗର୍ଜୁଛି ମିଶାଇଲ, ଜଳୁଛି ସହର ପରେ ସହର । ତେବେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶୁକ୍ରବାର ସକାଳୁ ଗୁଳି ଫୁଟିିବାରୁ ଜଣେ ଭାରତୀୟ…

ବିହାର ଭାଗଲପୁରରେ ସିରିଏଲ ବିସ୍ଫୋରଣ: ୪ ମୃତ, ୧୨ ଆହତ

ଭାଗଲପୁର,୪ ।୩: ବିହାରର ଭାଗଲପୁରରେ ଗୁରୁବାର ରାତିରେ ସିରିଏଲ ବିସ୍ଫୋରଣ ହୋଇଛି । ଯାହା ଫଲରେ ସାରା ସହର ଥରି ଉଠିଛି । ବିସ୍ଫୋରଣ ଏତେ ଅଧିକ ଥିଲା ସେ ଏହାର ଶବ୍ଦ ସାରା ସହରକୁ ଶୁଭିଥିବା ବେଳେ ଏଥିରେ ୨-୪ଟି…

ଅପରେଶନ ଗଙ୍ଗା: ଆଜି ୧୮ଟି ବିମାନରେ ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ,୪ ।୩: ଅପରେଶନ ଗଙ୍ଗା ମିଶନରେ ଶୁକ୍ରବାର ସକାଳୁ ସକାଳୁ ସ୍ପେଶାଲ ଇଣ୍ଡିଗୋ ବିମାନ ରୋମାନିଆର ବୁଖାରେଷ୍ଟରୁ ଦିଲ୍ଲୀ ପହଞ୍ଚିଛି । ସେଠାରେ କେନ୍ଦ୍ର କୃଷି ରାଜ୍ୟମନ୍ତ୍ରୀ କୈଳାସ ଚୌଧୁରୀ ୟୁକ୍ରେନରୁ ଫେରିଥିବା ଭାରତୀୟଙ୍କୁ ସ୍ୱାଗତ କରିଥିଲେ । ସେହିପରି ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri