ଜାତୀୟ

ଅରୁଣାଚଳରୁ ନାବାଳକଙ୍କୁ ଅପହରଣ କଲା ଚାଇନା

ନୂଆଦିଲ୍ଲୀ, ୨୦ା୧: ଚାଇନାର ପିପଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଭାରତୀୟ ଭୂଖଣ୍ଡକୁ ଅନୁପ୍ରବେଶ କରି ଜଣେ ନାବାଳକଙ୍କୁ ଅପହରଣ କରିନେଇଛି। ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲାରୁ ୧୭ ବର୍ଷୀୟ ବାଳକଙ୍କୁ ପିଏଲ୍‌ଏ ସୈନ୍ୟମାନେ ଉଠାଇନେଇଥିବା ବୁଧବାର ସେଠାକାର ଏମ୍‌ପି ତାପିର…

କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା କେସ୍‌ ଶୀର୍ଷରେ ପହଞ୍ଚିବା ପରେ ଏହି ସଂଖ୍ୟା ଏବେ କମୁଥିବା ଦେଖାଯାଇଛି। ଯଦି ଏହା…

ବଜାରରେ ମିଳିବ କରୋନା ଟିକା!

ନୂଆଦିଲ୍ଲୀ,୨୦ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ବୁଧବାର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ ଓ କୋଭିସିଲ୍ଡକୁ କିଛି ସର୍ତ୍ତରେ ବଜାରରେ ବିକ୍ରି କରିବାକୁ ଅନୁମତି ପ୍ରଦାନ…

ଅନାଥଙ୍କ ଘରକୁ ଯାଇ କ୍ଷତିପୂରଣ ଦିଅ

ନୂଆଦିଲ୍ଲୀ,୨୦ା୧: କୋଭିଡ୍‌-୧୯ରେ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପାଖକୁ ଯାଇ କ୍ଷତିପୂରଣ ଦିଅ। ସେମାନେ କେବେ କ୍ଷତିପୂରଣ ଦାବିରେ ଆବେଦନ କରିବେ ତାକୁ ଅପେକ୍ଷା କରନାହିଁ ବୋଲି ବୁଧବାର ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ, ମହାମାରୀ…

ବିଷାକ୍ତ ଧୂଆଁ ନେଲା ୪ ଶିଶୁ, ମା’ଙ୍କ ଜୀବନ

ନୂଆଦିଲ୍ଲୀ, ୧୯ା୧: ବିଷାକ୍ତ ଧୂଆଁ କାରଣରୁ ଜଣେ ୩୦ ବର୍ଷୀୟା ମହିଳା ଓ ତାଙ୍କ ୪ ଛୁଆ ପ୍ରାଣ ହରାଇଛନ୍ତି। ଏହି ଘଟଣା ରାଜଧାନୀର ଓଲ୍ଡ ସୀମାପୁରୀ ଅଞ୍ଚଳରେ ବୁଧବାର ମଧ୍ୟାହ୍ନରେ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଶାସରୁଦ୍ଧ ହୋଇ ସେମାନେ ପ୍ରାଣ…

ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା ବିମାନ, ମଝି ଆକାଶରେ ହୋଇଥାନ୍ତା ମୁହାଁମୁହିଁ

ବେଙ୍ଗାଲୁରୁ/ଭୁବନେଶ୍ୱର,୧୯ା୧(ବ୍ୟୁରୋ): ମଝିଆକାଶରେ ମୁହାଁମୁହିଁ ହୋଇ ଚୁରମାର ହୋଇଯାଇଥାନ୍ତା ଦୁଇ ଯାତ୍ରୀବାହୀ ବିମାନ। ସବୁଠୁ ଆଶ୍ଚର୍ଯ୍ୟର କଥା ଦୁଇଟି ବିମାନ ମଧ୍ୟରୁ ଗୋଟିଏ ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିଲା। ଆଉ ଗୋଟିଏ ବେଙ୍ଗାଲୁରୁରୁ କୋଲକାତା ଯାଉଥିଲା। ୩ ହଜାର ଫୁଟରେ ଏହି ଦୁଇ ବିମାନ…

ଦଳ ଛାଡିଲେ ୟୁପି ଉପବାଚସ୍ପତି

ନୂଆଦିଲ୍ଲୀ,୧୯।୧: ଉତ୍ତରପ୍ରଦେଶର ଉପବାଚସ୍ପତି ତଥା ସମାଜବାଦୀ ପାର୍ଟିର ବିଧାୟକ ନୀତିନ ଅଗ୍ରୱାଲ ବୁଧବାର ସମାଜବାଦୀ ପାର୍ଟି ଛାଡିଛନ୍ତି। ନିକଟରେ ଉତ୍ତରପ୍ରଦେଶର ଏକ ଭାଜପା ରାଲିରେ ଅମିତ ଶାହାଙ୍କ ସହ ନୀତିନ ଅଗ୍ରୱାଲ ମଞ୍ଚ ବାଣ୍ଟିଥିଲେ। ନୀତିନ ଅଗ୍ରୱାଲ ଗଣମାଧ୍ୟମକୁ କହିଛନ୍ତି, “ମୋର…

ଯୁବତୀଙ୍କ ସହ କଥା ହେବାରୁ ଜୀବନ ଗଲା

ନୂଆଦିଲ୍ଲୀ,୧୯।୧: ୨୯ ବର୍ଷୀୟ ବିବାହିତ ବ୍ୟକ୍ତିଙ୍କୁ ଦିଲ୍ଲୀରେ ଛୁରି ଭୁଷି ୩ ଜଣ ଅଭିଯୁକ୍ତ ହତ୍ୟା କରିଛନ୍ତି। ତଦନ୍ତରୁ ଉକ୍ତ ବ୍ୟକ୍ତିଙ୍କୁ ଅନ୍ୟ ଯୁବତୀଙ୍କ ସହ ଦୂରେଇ ରଖିବା ପାଇଁ ହତ୍ୟା କରାଯାଇଛି। ଭଉଣୀ ଠାରୁ ଦୂରେଇ ରହିବା ପାଇଁ ବାରମ୍ବାର…

ଫିଲ୍ମ‘ପୁଷ୍ପା’ର ମିମ୍‌ସ ଶେୟାର କଲା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ଏହି ଫିଲ୍ମକୁ ସୋସିଆଲ ମିଡିଆରେ ଅନେକ ମିମ୍‌ସ ଭାଇରାଲ ହେଉଛି। ବୁଧବାର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସତର୍କ କରେଇବା…

ଜନ୍ମନେଲା ୪ ହାତ, ୪ ପାଦ ଥିବା ଶିଶୁ, ଲୋକେ କହୁଛନ୍ତି…

ପାଟଣା,୧୯ା୧: ବିହାରର କଟିହାରରେ ୪ ହାତ, ୪ ପାଦ ଥିବା ଏକ ଶିଶୁ ଜନ୍ମ ନେଇଛି। ଏହି ଖବର ଆଖପାଖ ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକେ ହସ୍ପିଟାଲରେ ଭିଡ଼ ଜମାଇଥିଲେ। ସୋସିଆଲ ମିଡିଆରେ ଶିଶୁଟିର ଫଟୋ ଏବେ ଭାଇରାଲ ହେବାରେ…

ଫେବୃଆରୀ ୨୮ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୧୯।୧: ଦେଶରେ କରୋନାର ‘ ଓମିକ୍ରନ୍‌’ ଭାରିଆଣ୍ଟ ଚିନ୍ତା ବଢାଉଛି। ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ କୋଭିଡ୍‌ର ମୁକାବିଲା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଅନ୍ତର୍ଜାତୀୟ ବିମାନ ଚଳାଚଳରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଥିଲା।…

ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗ ଦେବେନି ବିଦେଶୀ ଅତିଥି…

ନୂଆଦିଲ୍ଲୀ, ୧୯।୧ : ଚଳିତ ବର୍ଷ ଜାନୁୟାରୀ ୨୬ରେ ଦିଲ୍ଲୀର ରାଜପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ଅତିଥି ଯୋଗ ଦେବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କୌଣସି ବିଦେଶୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri