ଜାତୀୟ

ରାଜ୍ୟ ସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ପାଇଁ ସମସ୍ୟା ହୋଇପାରନ୍ତି କୁଲଦୀପ

ନୂଆଦିଲ୍ଲୀ,୪ ।୬: ଆସନ୍ତା ୧୦ ତାରିଖରେ ହେବାକୁ ଯାଉଛି ରାଜ୍ୟ ସଭା ନିର୍ବାଚନ । ଏଥିପାଇଁ ଦୁଇଟି ବଡ ରାଜ୍ୟରେ ଟକ୍କର ଚାଲିଛି । ହେଲେ କେଉଁ ଆସନ କାହା ନିକଟକୁ ଯିବ ତାହା ଏବେବି ଅନୁମାନ କରିବା କଷ୍ଟକର ହୋଇ…

କାନପୁର ହିଂସା: ୩୬ ଜଣ ଚିହ୍ନଟ, ୩ ଏଫଆଇଆର

କାନପୁର,୪ ।୬: ଉତ୍ତର ପ୍ରଦେଶର କାନପୁରରେ ଶୁକ୍ରବାର ଜୁମେ ନମାଜ ପରେ କିଛି ଅଞ୍ଚଳରେ ହିଂସା ପରିସ୍ଥିିତି ସୃଷ୍ଟି ହୋଇଥିଲା । ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପଥର ଫିଙ୍ଗା ଆରମ୍ଭ ହୋଇ ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହିଂସାଗ୍ରସ୍ତ…

ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି ସରକାର: ରାକେଶ ଟିକାଏତ

ମିରଠ,୪ ।୬: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାଏତ ମିରଠର କଙ୍ଗରଖେଡାରେ କୃଷକ ପଞ୍ଚାୟତରେ କୃଷକ ଓ କର୍ମୀଙ୍କୁ ସମ୍ବୋଧନ ଦେବା ଅବସରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି କି ସରକାର ତାଙ୍କୁ ହତ୍ୟା…

ଗୁଜରାଟ ନିର୍ବାଚନରେ ସମସ୍ତ ଶକ୍ତି ଲଗାଇବ ଏଏପି: ସିସୋଡିଆ

ନୂଆଦିଲ୍ଲୀ,୪ ।୬: ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସମସ୍ତ ଶକ୍ତି ଲାଗଇବ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ମନିଷ ସିସୋଡିଆ ବଡୋଦରାରେ ଏହି କଥା କହିଛନ୍ତି । ସିସୋଡିଆ…

ଦୀର୍ଘ ୨୪ ବର୍ଷ ପରେ ମହାରାଷ୍ଟ୍ରରେ ଆସିଛି ମତଦାନ ମହାପର୍ବ, ୬ ଆସନରେ ଭାଜପା-ଶିବସେନା ମୁହାଁମୁହିଁ

ମୁମ୍ବାଇ,୪ ।୬: ମହାରାଷ୍ଟ୍ରରେ ରାଜ୍ୟ ସଭାର ୬ ଆସନ ପାଇଁ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମୁକାବିଲା ସୁନିଶ୍ଚିତ ହୋଇଯାଇଛି । ନିର୍ବାଚନ ମଇଦାନରେ ଥିବା ୭ ଜଣ ପ୍ରାର୍ଥୀ କେହି ଶୁକ୍ରବାର ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର…

ଲାବ୍‌ରୁ ଗ୍ୟାସ୍‌ ଲିକ୍‌: ୨୦୦ ମହିଳା ଅସୁସ୍ଥ

ବିଶାଖାପାଟଣା,୪।୬ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ରାସାୟନିକ ଲାବରେଟୋରିରୁ ଶୁକ୍ରବାର ଆମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ନିକଟସ୍ଥ ଏକ ପୋଷାକ କାରଖାନାରେ କାମ କରୁଥିବା ୨୦୦ରୁ ଊର୍ଦ୍ଧ୍ୱ ମହିଳା ଅସୁସ୍ଥ ହୋଇପଡ଼ିଛନ୍ତି। ଅଚ୍ୟୁତପୁରମ୍‌ରେ ଥିବା ପୋରସ୍‌ ଲାବରେଟୋରିରୁ ଗ୍ୟାସ୍‌ ଲିକ୍‌…

କାନପୁରରେ ହିଂସା: ୬ ଆହତ

କାନପୁର୍‌,୪।୬: ଭାଜପା ନେତା ନୁପୂର ଶର୍ମା ଏକ ଟେଲିଭିଜନ ବିତର୍କରେ ପ୍ରଫେଟ୍‌ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଏକ ମୁସଲମାନ ସଂଗଠନ ଉତ୍ତରପ୍ରଦେଶ କାନପୁରସ୍ଥିତ ପରେଡ୍‌ ମାର୍କେଟ ବନ୍ଦ ଡାକରା ଦେଇଥିଲା। ଏହାକୁ…

ପିମ୍ପୁଡ଼ି କାମୁଡ଼ାରେ ଶିଶୁ ମୃତ

ଲକ୍ଷ୍ନୌ, ୪।୬: ଉତ୍ତର ପ୍ରଦେଶର ମହୋବା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ପିମ୍ପୁଡ଼ି କାମୁଡ଼ିବାରୁ ଜଣେ ୩ ଦିନର ଶିଶୁଙ୍କ ପ୍ରାଣ ଚାଲିଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏପରି ହୋଇଥିବା ତାଙ୍କ ଘରଲେକ କହିଛନ୍ତି। ମାମଲା ଚପାଇଦେବା ପାଇଁ ଡାକ୍ତର ତାଙ୍କୁ ୬,୫୦୦…

ନାବାଳିକାଙ୍କୁ ମର୍ସିଡିଜ୍‌ରେ ଗଣବଳାତ୍କାର

ହାଇଦ୍ରାବାଦ,୪।୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର୍‌ ଭିତରେ ଗଣବଳାତ୍କାର କରାଯାଇଛି। ବଳାତ୍କାର କରିଥିବା ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପୁଅ ଥିବା ଅଭିଯୋଗ ହୋଇଛି। କହିବା ଅନୁସାରେ ୫ ଅଭିଯୁକ୍ତ ରାଜନୈତିକ…

ପିପିଇ ଦୁର୍ନୀତିରେ ବିଶ୍ୱଶର୍ମା ଦମ୍ପତି

ନୂଆଦିଲ୍ଲୀ/ଗୁଆହାଟୀ,୪।୬: ଆସାମ ସରକାରଙ୍କଠାରୁ ଆର୍‌ଟିଆଇ ଆଇନ ବଳରେ ମିଳିଥିବା ଉତ୍ତର ଅନୁସାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାସ୍ଥ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ସ୍ତ୍ରୀ ରିଙ୍କି ଭୂୟଁା ଶର୍ମାଙ୍କ ଜଣେ ପୂର୍ବତନ ବ୍ୟବସାୟିକ ସହଯୋଗୀ ମହାମାରୀ ମୁକାବିଲା ସମ୍ପର୍କିତ ସାମଗ୍ରୀର ସର୍ବାଧିକ ଲୋଭନୀୟ ଅର୍ଡର…

ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଯବାନଙ୍କ ଗାଡି ଉପରକୁ ଆକ୍ରମଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୪ ।୬: ଜମ୍ମୁ-କଶ୍ମୀରର ଶୋପିଆନ ଅଞ୍ଚଳରେ ସର୍ଚ୍ଚ ଅପରେଶନ ପାଇଁ ଯାଉଥିବା ଏକ ଗାଡିରେ ବିସ୍ଫୋରଣ ହେବା ଫଳରେ ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୨ ଗୁରୁତର ଆହତ ହୋଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟର ଶ୍ରୀନଗର ସ୍ଥିତ ପ୍ରବକ୍ତା…

ୟୁପିରୁ ୧୧, ଛତିଶଗଡ଼ରୁ ୨ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ

ଲକ୍ଷ୍ନୌ/ରାୟପୁର,୪।୬: ଉତ୍ତରପ୍ରଦେଶରୁ ରାଜ୍ୟ ସଭାକୁ ୧୧ ଜଣ ଏବଂ ଛତିଶଗଡ଼ରୁ ୨ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରୁ ନିର୍ବାଚିତ ହୋଇଥିବା ୮ ଭାଜପା ପ୍ରାର୍ଥୀ ହେଲେ ଲକ୍ଷ୍ମୀକାନ୍ତ ବାଜପେୟୀ, ଡ. ରାଧାମୋହନ ଦାସ ଅଗ୍ରଓ୍ବାଲ, ସୁରେନ୍ଦ୍ର ନାଗର, ଡ. କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?