ଜାତୀୟ

ଆନ୍ଧ୍ର ଆବେଦନକାରୀଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ, ୨୨।୩:କୋରାପୁଟ ଜିଲାର ବିବାଦୀୟ କୋଟିଆର ୨୧ଟି ଗ୍ରାମକୁ ଆନ୍ଧ୍ରପ୍ରଦେଶର ବୋଲି ଘୋଷଣା କରିବା ସହ ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ପଞ୍ଚାୟତ ନିର୍ବାଚନକୁ ଅସିଦ୍ଧ ଘୋଷଣା ସକାଶେ ଆନ୍ଧ୍ର ସମର୍ଥିତ ୫ ସରପଞ୍ଚ ଦାୟର କରିଥିବା ଆବେଦନକୁ ସୁପ୍ରିମକୋର୍ଟ…

କୃଷ୍ଣସାର ମୃଗ ଶିକାର ମାମଲା: ସଲ୍‌ମାନଙ୍କୁ ଆଶ୍ୱସ୍ତି

ଯୋଧପୁର,୨୧।୩: ବଲିଉଡ୍‌ ଅଭିନେତା ସଲ୍‌ମାନ ଖାନ୍‌ଙ୍କ କୃଷ୍ଣସାର ମୃଗ ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ହାଇକୋର୍ଟର ଯୋଧପୁର ବେଞ୍ଚ ସଲ୍‌ମାନଙ୍କ ମାମଲା ସ୍ଥାନାନ୍ତର ଆବେଦନର ଶୁଣାଣି କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ସହ ଜଡ଼ିତ ସମସ୍ତ…

ମୁଖ୍ୟମନ୍ତ୍ରୀ ନର୍ବାଚିତ ହେବା ପରେ ଧାମିଙ୍କ ପ୍ରଥମ ପ୍ରତିକ୍ରିୟା

ଡେରାଡୁନ,୨୧।୩: ଉତ୍ତରାଖଣ୍ଡରେ ଭାଜପା ପୁଣି ଥରେ ସରକାର ଗଠନ କରିଛି। ପୁଷ୍କର ସିଂହ ଧାମି ପୁଣି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭା ଦଳର ନେତା ଭାବେ ନିର୍ବାଚିତ ହେବା ପରେ ଧାମିଙ୍କୁ ଶୁଭେଚ୍ଛାର ସୁଅ…

୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୧।୩ :ପଞ୍ଜାବର ନବଗଠିତ କ୍ୟାବିନେଟର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ସଙ୍ଗିନ ଅପରାଧ ମାମଲା ରହିଥିବା ସେମାନେ…

ବିଭାଗ ବଣ୍ଟନ କଲେ ମାନ: ଜାଣନ୍ତୁ କାହା ପାଖରେ କ’ଣ

ଚଣ୍ଡିଗଡ଼,୨୧।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପଦଭାର ଗ୍ରହଣ କରିବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। କ୍ୟାବିନେଟ ଗଠନ ହେବାର କିଛି ସମୟ ପରେ ହିଁ ମୁଖ୍ୟମନ୍ତ୍ରୀ ମାନ କ୍ୟାବିନେଟ ବୈଠକ କରି ସରକାରୀ ବିଭାଗରେ ୨୫ହଜାର ଖାଲି ପଦବୀ ନିଯୁକ୍ତି…

ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାଁରେ ଲାଗିଲା ମୋହର

ପଣଜି,୨୧।୩: ଦେଶର ୫ଟି ବିଧାନସଭା ନିର୍ବାଚନ ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଗୋଆ ଓ ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ସୋମବାର ଏସବୁର ଅନ୍ତ ଘଟିଛି। ପ୍ରମୋଦ ସାଓ୍ବନ୍ତ ପୁଣି…

ସିଡିଏସ୍‌ ବିପିନ ରାଓ୍ବତଙ୍କୁ ମରଣୋତ୍ତର ସମ୍ମାନ

ନୂଆଦିଲ୍ଲୀ,୨୧।୩: ଦେଶର ପ୍ରଥମ ସିଡିଏସ୍‌ ସ୍ବର୍ଗତ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଛି। ସୋମବାର ରାଷ୍ଟ୍ରପତି ଭବନରେ ଚଳିତ ବର୍ଷର ପଦ୍ମ ପୁରସ୍କାର ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସ୍ବର୍ଗତ ବିପିନ…

ବୁଲ୍‌ଡୋଜରରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀ

ଅଗ୍ରୋ,୨୧।୩: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ବହୁମତରେ ବିଜୟ ହେବା ପରେ ଭାଜପା ପୁଣି ଥରେ କ୍ଷମତାକୁ ଫେରିଛି। ଇତିମଧ୍ୟରେ ଭାଜପାରେ ବର୍ତ୍ତମାନ ବୁଲ୍‌ଡୋଜର ଚର୍ଚ୍ଚାରେ ରହିଛି। କାରଣ ଉତ୍ତରପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାହୁବଳୀଙ୍କ…

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ ସଙ୍କଟ ସୃଷ୍ଟି କରିଛି। ଇତିମଧ୍ୟରେ କଂଗ୍ରେସରେ ବିରୋଧୀ ପଦବୀ ସଙ୍କଟ ଦେଖାଦେଇଛି। ବିରୋଧୀ ପଦବୀ…

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମି

ଡେରାଡୁନ,୨୧।୩: ବିଧାନସଭା ନିର୍ବାଚନର ଫଳାଫଳ ପରେ ଉତ୍ତରାଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଲାଗିରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁଷ୍କର ସିଂହ ଧାମି ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭାଜପା…

ଖେଳ ପଡିଆରୁ ରାଜନୀତି ମଇଦାନ

ଇମ୍ଫାଲ,୨୧ ।୩: ଚଳିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭଜପା)କୁ ନିର୍ବାଚନରେ ବିଜୟୀ କରିବାରେ ଏନ୍ ବିରେନ ସିଂଙ୍କର ଖୁବ୍ ଅବଦାନ ରହିଛି । ପ୍ରଥମେ ଫୁଟବଲ ଖେଳାଳି ହେବାକୁ ଚାହୁଁଥିବା ବିରେନ୍ ସିଂ ଏହାପରେ ସୀମା ସୁରକ୍ଷା ବଳରେ ଯୋଗ…

ହିଜାବ ଆନ୍ଦୋଳନକାରୀଙ୍କ ପାଇଁ ପୁଣି ଥରେ ପରୀକ୍ଷା କରାଯିବ ନାହିଁ

ବେଙ୍ଗାଲୁରୁ,୨୧।୩: ହିଜାବ ଆନ୍ଦୋଳନ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ଦେଇ ପାରି ନ ଥିବା ଛାତ୍ରୀଙ୍କ ପାଇଁ ସୋମବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି ପ୍ରାଥମିକ ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗ (ପିୟୁଇ)। ପିୟୁସି ୨ ପ୍ରାକ୍ଟିକାଲ ପରୀକ୍ଷାକୁ ବହିଷ୍କାର କରିଥିବା ଛାତ୍ରୀଙ୍କ ପାଇଁ ପୁଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri