Posted inଜାତୀୟ

ଦୀର୍ଘ ୨୪ ବର୍ଷ ପରେ ମହାରାଷ୍ଟ୍ରରେ ଆସିଛି ମତଦାନ ମହାପର୍ବ, ୬ ଆସନରେ ଭାଜପା-ଶିବସେନା ମୁହାଁମୁହିଁ

ମୁମ୍ବାଇ,୪ ।୬: ମହାରାଷ୍ଟ୍ରରେ ରାଜ୍ୟ ସଭାର ୬ ଆସନ ପାଇଁ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ମୁକାବିଲା ସୁନିଶ୍ଚିତ ହୋଇଯାଇଛି । ନିର୍ବାଚନ ମଇଦାନରେ ଥିବା ୭ ଜଣ ପ୍ରାର୍ଥୀ କେହି ଶୁକ୍ରବାର ସେମାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଫଳରେ ୨ ଦଶକ ପରେ ରାଜ୍ୟ ସଭା ପାଇଁ ନିର୍ବାଚନ ହେଉଛି । ଏଥିରେ ୪ ପ୍ରାର୍ଥୀ ଶାସକ ମହା ବିକାଶ ଅଘାଡି(ଏମବିଏ) ଓ ୩ ପ୍ରାର୍ଥୀ ଭାଜପାର ରହିଛନ୍ତି ।
ମହାରାଷ୍ଟ୍ରରେ ଏହା ପୂର୍ବରୁ ୧୯୯୮ରେ ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା । ସେତେବେଳେ ଶାସକ କଂଗ୍ରେସର ପ୍ରାର୍ଥୀ ରାମ ପ୍ରଧାନ ନିର୍ବାଚନରେ ହାରି ଯାଇଥିଲେ । ଏଥର ଇମ୍ରାନ ପ୍ରତାପଗରୀ ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ, ଯାହାଙ୍କୁ ମହାରାଷ୍ଟ୍ର ଉପରେ ଲାଗୁ କରାଯାଇଥିବାରୁ ରାଜ୍ୟ କଂଗ୍ରେସର ନେତାମାନେ ଅତ୍ୟଧିକ ରାଗିଛନ୍ତି । ଏଭଳି ପରିସ୍ଥିତିରେ ୨୪ ବର୍ଷ ପୁରୁଣା ଇତିହାସ ପୁଣିଥରେ ମହାରାଷ୍ଟ୍ରରେ ପୁନରାବୃତ୍ତି ହେବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟ ବନ୍ଦ ଧମକ ଦେଲେ ବର୍ଷେ ହେଲା ଦରମା ପାଇ ନ ଥିବା ଶବଦାହ କର୍ମୀ

ବେଙ୍ଗାଲୁରୁ,୧୫।୪ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ବର୍ତ୍ତମାନ କରୋନା ବିସ୍ଫୋରଣ ଭଳି ସ୍ଥିତି। ସାଧାରଣ ଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଫଳରେ ଶବଦାହ...

ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ...

୬୯୭ ବୁଥରେ ସାନି ମତଦାନ,କେନ୍ଦ୍ରୀୟ ବାହିନୀ ମୁତୟନ…

କୋଲକାତା,୧୦।୭ : ସୋମବାର (ଜୁଲାଇ ୧୦) ପଶ୍ଚିମବଙ୍ଗର ୨୨ ଟି ଜିଲା ମଧ୍ୟରୁ ୧୯ ଟିର ମୋଟ ୬୯୭ ଟି ବୁଥରେ ପଞ୍ଚାୟତ ନିର୍ବାଚନ ପାଇଁ...

ଘାଟିରେ ଖସିପଡିଲା କାର୍‌ : ୫ ମୃତ,୭ ଗୁରୁତର

ଲକ୍ଷ୍ନୌ,୨୨।୧୧: ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଏକ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ ହରାଇ ଘାଟିରେ ଖସିପଡିଛି। ଫଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଟ୍ରମ୍ପଙ୍କୁ ୬ଶହ ଗ୍ରାମ ଓଜନର ଚାନ୍ଦିରେ ତିଆରି ଚାବି ଉପହାର ଦେବେ ଆଗ୍ରା ମେୟର

ମଥୁରା,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆଗ୍ରାର ମେୟର ନବୀନ ଜୈନ...

ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା

ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ...

‘୩୦ ଘଣ୍ଟା ହେଲା ମେଟ୍ରୋ ଷ୍ଟେଶନରେ ଲୁଚିଛୁ, ବାହାରେ ବୋମା ବର୍ଷୁଛି’

ନୂଆଦିଲ୍ଲୀ,୨୫।୨: ରୁଷିଆ ଆକ୍ରମଣ କରିବାରୁ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସାହାଯ୍ୟ ମାଗୁଛନ୍ତି। କିଛି ଛାତ୍ରୀଛାତ୍ର ସେମାନଙ୍କ ଆପାର୍ଟମେଣ୍ଟ ଛାଡ଼ି ନ...

ଠକାମିର ଶିକାର ହେଲେ ଲାଲୁଙ୍କ ପୁଅ

ପାଟନା,୧୫।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ତେଜ ପ୍ରତାପ ଯାଦବ ଠକାମିର ଶିକାର ହୋଇଛନ୍ତି। ଏହି ଠକେଇ ଅନ୍ୟ କେହି...

Advertisement
Archives

Model This Week