Posted inଜାତୀୟ

‘ଜୀବନ ଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି’

କୋଲକାତା, ୮।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗ ବିଭାଜନ କରିବାକୁ ଦେବି ନାହିଁ। ତୁମେ ମୋତେ ଧମକ ଦେଇ ପାରିବ, ମୋ ଛାତିରେ ବନ୍ଧୁକ ଲଗାଇବ ତଥାପି ମୁଁ ଏକ ମିଳିତ ପଶ୍ଚିମବଙ୍ଗ ପାଇଁ ଯୁଦ୍ଧ ଜାରି ରଖିବି।
କିଛି ଲୋକ ମୋତେ ଧମକ ଦେଉଛନ୍ତି, ମୁଁ ସେମାନଙ୍କୁ ଭୟ କରୁ ନାହିଁ ବୋଲି ମମତା କହିଛନ୍ତି। ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏଭଳି ଜାଣିଶୁଣି କରୁଥିବା ସେ ଅଭିଯୋଗ କରିଛନ୍ତି। ଭାଜପା ଗୋର୍ଖାଲାଣ୍ଡ ଏବଂ ଉତ୍ତରବଙ୍ଗ ଗଠନ ନେଇ ଯୋଜନା ପ୍ରସ୍ତୁତ କରୁଛି। କିନ୍ତୁ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଅଲିପୁରଦ୍ୱାରରେ ମଙ୍ଗଳବାର ଏକ ଦଳୀୟ ବୈଠକରେ ମମତା ଏଭଳି କହିଛନ୍ତି। ରବିବାର କାମତାପୁର ଲିବରେଶନ ଅର୍ଗାନାଇଜେଶନର ମୁଖ୍ୟ ଜୀବନ ସିଂ କାମତାପୁରକୁ ଏକ ଅଲଗା ରାଜ୍ୟରେ ପରିଣତ କରିବା ନେଇ ମମତାଙ୍କ ପାଖକୁ ଏକ ଭିଡ଼ିଓ ମେସେଜ ପଠାଇବା ପରେ ଚେତାବନୀ ଦେଇ ମମତା ଏଭଳି ଉତ୍ତର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବୈଜ୍ଞାନିକ ଗବେଷଣା ନିର୍ଦ୍ଦେଶ ଅନୁସାରେ କରାଯିବା ଅନୁଚିତ’

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ...

ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ବିମାନ ଉଡ଼ାଣ ମନା

ନୂଆଦିଲ୍ଲୀ,୯।୩: କରୋନା ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ପାଇଲଟଙ୍କୁ ବିମାନ ଉଡ଼ାଣ ମନା କରାଯାଇଛି। ଏନେଇ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ...

ଗରିବଙ୍କୁ ମାଗଣା ଇଡ୍‌ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା

ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍‌ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।...

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି

ବିଏସ୍‌ଏଫ୍‌ ଅଫିସରଙ୍କ ପାଖରୁ ମିଳିଲା ୭ ଦାମୀ ଗାଡ଼ି, ୧୪ କୋଟି ଗୁରଗାଓଁ,୧୬।୧: ହରିୟାଣାର ଜଣେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଅଧିକାରୀଙ୍କଠାରୁ ୧୪ କୋଟି...

ଉଦ୍ଧବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ:୩ ଦଳରୁ ୨ ଜଣ ଲେଖାଏ ମନ୍ତ୍ରୀ

ମୁମ୍ବାଇ,୨୯-୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ଶିବସେନାରୁ ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ...

କେରଳ ଛୁଇଁଲା ମୌସୁମୀ

ଥିରୁଭାନନ୍ତପୁରମ୍‌,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...

ସଡ଼କରେ ଅନ୍ତିମ ସଂସ୍କାର…

ରାଞ୍ଚି,୧୨।୪: କରୋନା ସଂକ୍ରମଣ ଦେଶରେ ଲଗାତାର ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।...

‘ଅମ୍ଫନ’ ମୁକାବିଲା ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୧୮।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ଆଖାପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହାର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ...

Advertisement
Archives

Model This Week