ଆସନ୍ତା ମାସ ସୁଦ୍ଧା ଭାରତ ମୁତୟନ କରିବ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ପେଣ୍ଟାଗନର ସୂଚନା…
ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୮।୫ : ଆମେରିକୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ପେଣ୍ଟାଗନ) ଭାରତ ବିଷୟରେ ଏକ ବଡ଼ ଦାବି କରିଛି। ପେଣ୍ଟାଗର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ କହିଛନ୍ତି ଯେ ଭାରତ ୨୦୨୨ ଜୁନ ସୁଦ୍ଧା ରୁଷିଆରୁ କିଣାଯାଇଥିବା ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା…
ପ୍ରୟାଗରାଜରେ କରୋନା ଭଳି ସ୍ଥିତି
ପ୍ରୟାଗରାଜ,୧୮।୫: ଉତ୍ତରପ୍ରଦେଶର ପ୍ରୟାଗରାଜର ଗଙ୍ଗା ନଦୀ କୂଳର ବାଲିରେ ପୁଣି ଥରେ ବହୁ ସଂଖ୍ୟାରେ ମୃତଦେହ ପୋତି ଦିଆଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଫାଫାମଉ ଘାଟର ସଦ୍ୟ ଚିତ୍ର ପୁଣି ଥରେ କରୋନା କାଳ ସମୟର ଦୃଶ୍ୟକୁ ମନେ ପକାଇଦେଇଛି। ଯଦିଓ…
କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ ପଟେଲ
ଗାନ୍ଧିନଗର,୧୮।୫: ଗୁଜୁରାଟ ନିର୍ବାଚନର କିଛି ମାସ ପୂର୍ବରୁ କଂଗେସକୁ ବଡ଼ ଝଟକା। କଂଗ୍ରେସ ଛାଡିଲେ ଗୁଜୁରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ବୁଧବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜେ ତାଙ୍କ ଟୁଇଟର ମାଧ୍ୟମରେ…
କେଇ ଘଣ୍ଟା ବର୍ଷାରେ ମେଟ୍ରୋ ଅବସ୍ଥା ବେହାଲ…
ବେଙ୍ଗାଲୁରୁ, ୧୮।୫ : ଉତ୍ତର ଭାରତରେ, ପ୍ରବଳ ତାତି ଯୋଗୁ ଅବସ୍ଥା ଖରାପ ହୋଇଥିବାବେଳେ ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥଳେ କର୍ନାଟକର ବେଙ୍ଗାଲୁରୁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କିଛି ଘଣ୍ଟା ବର୍ଷା…
କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁ ଗିରଫ
ନୂଆଦିଲ୍ଲୀ,୧୮।୫: କଂଗ୍ରେସ ଏମ୍ପି କାର୍ତ୍ତି ଚିଦାମ୍ବରମଙ୍କ ନିକଟତମ ବନ୍ଧୁଙ୍କୁ ସିବିଆଇ ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ହୋଇଥିବା ଚଢ଼ାଉ ପରେ ନିଆଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, କାର୍ତ୍ତିଙ୍କ ନିକଟତମ ବନ୍ଧୁ ଭାସ୍କର ରମଣଙ୍କୁ ବୁଧବାର ସିବିଆଇ ଗିରଫ କରିଛି। ତାଙ୍କ ବିରୋଧରେ…
ଦୈନିକ ମୃତ୍ୟୁ ସଂଖ୍ୟା ୩୩…
ନୂଆଦିଲ୍ଲୀ, ୧୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ…
ପାକିସ୍ତାନ ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କ ପରଲୋକ, ବର୍ଡର ଫିଲ୍ମରେ ଅକ୍ଷୟ ଖାନ୍ନା ଆସିଥିଲେ ତାଙ୍କ ଚରିତ୍ରରେ
ନୂଆଦିଲ୍ଲୀ,୧୮ ।୫: ପାକିସ୍ତାନର ସହ ୧୯୭୧ରେ ହୋଇଥିବା ଲୋଙ୍ଗେୱାଲା ଯୁଦ୍ଧର ହିରୋ କର୍ନଲ ଧର୍ମବୀରଙ୍କର ସୋମବାର ଗୁରୁଗ୍ରାମରେ ପରାଲୋକ ହୋଇଛି । ୧୯୯୨-୧୯୯୪ ପର୍ଯ୍ୟନ୍ତ ପଞ୍ଜାବରେ ସେ କମାଣ୍ଡାଣ୍ଟ ଥିଲେ । କେବଳ ସେତିକି ନୁହେଁ ୧୯୯୭ରେ ଆସିଥିବା ବଲିଉଡ ଫିଲ୍ମ…
ରାଜସ୍ଥାନ ହସ୍ପିଟାଲରେ ମୂଷା ଖାଇଗଲା ମହିଳାଙ୍କ ଆଖି
କୋଟା,୧୮ ।୫: ରାଜସ୍ଥାନ କୋଟାରୁ ଏମିତି ଏକ ଖବର ସାମ୍ନକୁ ଆସିଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏହାସହ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଟାର ଏମବିଏସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ…
ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା
ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି କଂଗ୍ରେସ ସାରା ଦେଶରେ ‘ଭାରତ ଯୋଡ଼’ ଯାତ୍ରା…
ମୁମ୍ବାଇ ବିସ୍ଫୋରଣ: ୪ ଆତଙ୍କବାଦୀ ଗିରଫ
ଗାନ୍ଧୀନଗର,୧୮ା୫: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ୧୯୯୩ ମୁମ୍ବାଇ ସିରିଜ୍ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଅବୁ ବକର, ସୟଦ୍ କୁରେଶି, ମହମ୍ମଦ ଶୋଏବ କୁରେଶି ଏବଂ ମହମ୍ମଦ ୟୁସୁଫ…
୨ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ,୧୮।୫: ଟ୍ରାଫିକ୍ ଭିଡ଼, ବାୟୁ ପ୍ରଦୂଷଣ ଓ ନିର୍ଗମନ ନିୟମ ପ୍ରସଙ୍ଗରେ ଆବେଦନ କରିଥିବା ୨ ଆଇନଜୀବୀଙ୍କ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦୃଷ୍ଟାନ୍ତମୂଳକ ଭାବେ ୮ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜଷ୍ଟିସ ଏଲ୍. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…
ଚଣ୍ଡିଗଡ଼-ମୋହାଲି ସୀମାରେ ଚାଷୀଙ୍କ ଧାରଣା
ଚଣ୍ଡିଗଡ଼,୧୮।୫ (ପି.ଟି.): ଗହମ ଉପରେ ବୋନସ ସମେତ ବିଭିନ୍ନ ଦାବି ନେଇ ପଞ୍ଜାବର ଆମ୍ ଆଦ୍ମୀ ପାର୍ଟି ସରକାର ଉପରେ ଚାପ ପକାଇବାକୁ ରାଜଧାନୀ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଚାଷୀଙ୍କୁ ଅନୁମତି ନ ମିଳିବାରୁ ମଙ୍ଗଳବାର ସେମାନେ ଚଣ୍ଡିଗଡ଼-ମୋହାଲି ସୀମାରେ ଧାରଣାରେ…
Archives


