ଆଣ୍ଟି-ଶିପ୍ ମିଜାଇଲର ସଫଳ ପରୀକ୍ଷଣ କଲା ନୌସେନା…
ନୂଆଦିଲ୍ଲୀ, ୧୮।୫ : ଭାରତୀୟ ନୌସେନା ପକ୍ଷରୁ ଏକ ଆଣ୍ଟି-ଶିପ୍ ମିଜାଇଲର ସଫଳ ପରୀକ୍ଷଣ କରାଯାଇଛି। ବୁଧବାର ନୌସେନା ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ନୌସେନା ଏକ ସେକିଂ ହେଲିକପ୍ଟରରୁ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ପ୍ରଥମ ଆଣ୍ଟି-ଶିପ୍ ମିଜାଇଲର ସଫଳ…
ତେଜ ପ୍ରତାପ ଖୋଲିବେ ‘ଲାଲୁ ପାଠଶାଳା’
ପାଟନା,୧୮ ।୫: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବ ‘ଲାଲୁ ପାଠଶାଳା’ ଖୋଲିବାକୁ ଯାଉଛନ୍ତି । ନାଳନ୍ଦାର ସୋନୁଙ୍କ ସହ ମଙ୍ଗଳବାର କଥା ହେବା ପରେ ବୁଧବାର ସେ ଟୁଇଟ କରି…
ମେ’୨୦-୨୧ରେ ପଞ୍ଚତାରକା ହୋଟେଲରେ ଭାଜପାର ବୈଠକ…
ଜୟପୁର, ୧୮।୫ : ଚଳିତ ୨୦୨୨ ତଥା ଆସନ୍ତା ୨୦୨୩ ବର୍ଷରେ ଦେଶର ୧୧ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିିରେ ରଖି କଂଗ୍ରେସ ପକ୍ଷରୁ ରାଜସ୍ଥାନର ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର…
ଲୁଣ କାରଖାନାର କାନ୍ଥ ଧସିଲା, ୧୨ ଶ୍ରମିକ ମୃତ, ମୃତକ ପରିବାରଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ…
ଅହମଦାବାଦ, ୧୮।୫ : ଗୁଜରାଟର ମୋରବିର ହାଲଓ୍ବଦ ଅଞ୍ଚଳରେ ବୁଧବାର ଏକ ଲୁଣ କାରଖାନାର କାନ୍ଥ ଧସି ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣରୁ ଅଧିକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। କୁହାଯାଉଛି ଯେ…
ସ୍ବପ୍ନ ଦେଖି କୋଟିଏ ମୂଲ୍ୟର ମୂର୍ତ୍ତି ଫେରାଇଦେଲେ ଚୋର
ଲକ୍ଷ୍ନୌ,୧୮।୫: ଚୋର ଲୁଟ୍ କରିଥିବା ଜିନିଷ ଫେରାଇବା କଥା ବିରଳ। ତା’ ପୁଣି ଚୋର ଯଦି ସ୍ବପ୍ନ ଦେଖି ଏପରି କରିଛି ତେବେ ଏହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ। ଖବରଟି ପଢ଼ିଲା ବେଳେକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏଭଳି…
ଆରଏସ୍ଏସ୍ କାର୍ଯ୍ୟାଳୟ ବାହାରେ ରେକି କରୁଥିବା ଆତଙ୍କବାଦୀ ଗିରଫ
ନାଗପୁର,୧୮।୫: ନାଗପୁରର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆରଏସ୍ଏସ୍) କାର୍ଯ୍ୟାଳୟରେ ରେକି କରିଥିବା ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ବାଡ(ଏଟିଏସ୍) ଜଣେ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀର ଅଓ୍ବନ୍ତିପୋରାରୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ସଂଗଠନର ରଇସ ଅହମଦ ଅସଦୁଲ୍ଲାହ ଶେଖ୍ ବୋଲି…
୧ ବର୍ଷରେ ଦେଶରେ ୭ ହଜାର ୧୪୦ ଦୁର୍ନୀତି, କେନ୍ଦ୍ର ସରକାରଙ୍କ ବିରୋଧରେ ଶିବସେନାର ଅଭିଯୋଗ…
ମୁମ୍ବାଇ, ୧୮।୫ : ଶିବସେନା ମୁଖପତ୍ର ସାମନାରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ଦେଶରେ ଗତ ୧ ବର୍ଷ ମଧ୍ୟରେ ୭ ହଜାର ୧୪୦ ଦୁର୍ନୀତି ଘଟିଥିବା ସାମନାର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ସୂଚନା ଅଧିକାର ଅନ୍ତର୍ଗତ…
ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ…
ନୂଆଦିଲ୍ଲୀ, ୧୮।୫ : ସୁପ୍ରିମକୋର୍ଟ ବୁଧବାର ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ମୁମ୍ବାଇ ଜେଲରେ ୭ ବର୍ଷ ଧରି ରହିଛନ୍ତି। ୧୯ ବର୍ଷ ପୂର୍ବେ ୨୯୧୨ରେ ତାଙ୍କ ଝିଅ ଶିନା ବୋରାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସମଗ୍ର…
ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ଦୋଷୀ ପେରାରିଭାଲାନଙ୍କୁ ମୁକ୍ତି ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ୧୮।୫ : ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀମାନଙ୍କ ମଧ୍ୟରୁ ଏଜି ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ…
ବଳଦ ଗାଡ଼ିରେ ବରଯାତ୍ରୀ ଗଲେ ଯୁବକ
ଜାଲୋର,୧୮।୫: ଆଜିକାଲି ଯୁବକ ଯୁବତୀମାନେ ନିଜ ବିବାହକୁ ମୁହୂର୍ତ୍ତକୁ ଭିନ୍ନ ଓ ସ୍ବତନ୍ତ୍ର କରିବା ପାଇଁ ନିଆରା ଢ଼ଙ୍ଗ ଆପଣାଉଛନ୍ତି। ବିବାହ ପାଇଁ କିଏ ହେଲିକପ୍ଟରରେ ତ ଆଉ କିଏ ବିଳାସପୂର୍ଣ୍ଣ ଗାଡ଼ିରେ ଆଉ କିଏ ଓଟରେ ବରଯାତ୍ରୀ ଯାଉଥିବା ଦେଖିବାକୁ…
ମିଶନ-୨୦୨୪, ଲୋକ ସଭା-ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥାୟୀ ନେତା ନିଯୁକ୍ତ କରିବ କଂଗ୍ରେସ…
ନୂଆଦିଲ୍ଲୀ, ୧୮।୫ : ଦେଶର ପ୍ରତ୍ୟେକ ଲୋକ ସଭା ତଥା ବିଧାନସଭା ନିର୍ବାଚନମଣ୍ଡଳୀରେ ସ୍ଥିତି ଉପରେ ନଜର ରଖିବା ପାଇଁ କଂଗ୍ରେସ ପୂର୍ଣ୍ଣକାଳୀନ ନେତାଙ୍କ ସ୍ଥାୟୀ ନିଯୁକ୍ତି କରିବ। ମିଶନ-୨୦୨୪ ଅନ୍ତର୍ଗତ ଏଭଳି ରଣନୀତି କଂଗ୍ରେସ ପକ୍ଷରୁ ଗ୍ରହଣ କରାଯାଇଛି। ନେତା…
ନେପାଳର ନୂଆ ରାଷ୍ଟ୍ରଦୂତ ହେଲେ ନବୀନ ଶ୍ରୀବାସ୍ତବ
ନୂଆଦିଲ୍ଲୀ,୧୮।୫: ନବୀନ ଶ୍ରୀବାସ୍ତବଙ୍କୁ ଭାରତ ପକ୍ଷରୁ ନେପାଳର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ନବୀନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀବାସ୍ତବ ଏସିଆ ଡିଭିଜନ୍ର ମୁଖ୍ୟ ଥିଲେ। ଚାଇନା ସହିତ ଦ୍ୱିପାକ୍ଷିକ ସମ୍ପର୍କ…
Archives


