ଜମ୍ମୁ-କଶ୍ମୀର ପରସିମନ ନେଇ ପାକିସ୍ତାନର ପ୍ରସ୍ତାବକୁ ହାସ୍ୟାସ୍ପଦ କହିଲା ଭାରତ…
ନୂଆଦିଲ୍ଲୀ, ୧୭।୫ : ଜମ୍ମୁ-କଶ୍ମୀରରେ ପରସିମନ କମିଶନ ଅନ୍ତର୍ଗତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ପାକିସ୍ତାନର ନ୍ୟାଶନାଲ ଆସେମ୍ବ୍ଲିରେ ନିଆଯାଇଥିବା ପ୍ରସ୍ତାବ ଉପରେ ଭାରତ କଡ଼ା ଜବାବ ଦେଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏ ସମ୍ପର୍କରେ ସୂଚନା…
ଅଯୋଧ୍ୟା ଯାତ୍ରା ନେଇ ରାଜ୍ ଠାକ୍ରେ-ଅଠାଓ୍ବଲେ ମୁହାଁମୁହିଁ…
ଠାଣେ, ୧୭।୫ : କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ-ଏ) ମୁଖ୍ୟ ରାମଦାସ ଅଠାୱାଲେ କହିଛନ୍ତି ଯେ ଆସନ୍ତା ମାସରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ ପୂର୍ବରୁ ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକ୍ରେ ଉତ୍ତର ଭାରତୀୟଙ୍କ…
ୱାସିମ ରିଜଭିଙ୍କୁ ତିନି ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭ ।୫: ସୁପିମ କୋର୍ଟ ଜିତେନ୍ଦ୍ର ନାରାୟଣ ସିଂ ଓରଫ ୱାସିମ ରିଜଭିଙ୍କୁ ୩ ମାସ ପାଇଁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ତ୍ୟାଗୀଙ୍କ ଉପରେ ଅଭିଯୋଗ ହେଉଛି କି ସେ ଗତବର୍ଷ ସେପ୍ଟେମ୍ବରରେ ଆୟୋଜିତ ହରିଦ୍ୱାର ଧର୍ମ ସଂସଦରେ…
ସୁପରଟେକ୍ ଟାଓ୍ବାର ଭଙ୍ଗା ତାରିଖ ଅଗଷ୍ଟକୁ ଘୁଞ୍ଚିଲା, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ, ୧୭।୫ : ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଏମେରାଲ୍ଡ କୋର୍ଟର ୪୦ ମହଲା ଟାୱାର ଭାଙ୍ଗିବା ନେଇ ସୁପ୍ରିମକୋର୍ଟ ତାରିଖ ବୃଦ୍ଧି କରିଛନ୍ତି। ପୂର୍ବରୁ ମେ ୨୨ ସୁଦ୍ଧା ଉଭୟ ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୁପ୍ରିମକୋର୍ଟ…
ଜ୍ଞାନବ୍ୟାପି ପରେ ଏବେ ମଥୁରା ଇଦ୍ଗାହା ମସଜିଦ୍ ସିଲ୍ କରିବାକୁ ଦାବି…
ନୂଆଦିଲ୍ଲୀ, ୧୭।୫ : କାଶୀର ଜ୍ଞାନବ୍ୟାପି ମସଜିଦ ପରେ ବର୍ତ୍ତମାନ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ବିବାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ନିକଟରେ ଥିବା ଶାହି ଇଦ୍ଗାହା ମସଜିଦର ସୁରକ୍ଷା ବୃଦ୍ଧି କରିବା ସହିତ ଆବେଦନକାରୀ…
ଯାତ୍ରୀଙ୍କ ମଧ୍ୟରୁ କୋଭିଡ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବ ସ୍ନିଫର ଡଗ୍
ନୂଆଦିଲ୍ଲୀ,୧୭।୫: ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଏଣିକି କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିପାରିବ ତାଲିମପ୍ରାପ୍ତ ସ୍ନିଫର ଡଗ୍। ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ଅନୁସନ୍ଧାନ ରିପୋର୍ଟ ବିଏମ୍ଜେ ଗ୍ଲୋବାଲ ହେଲଥ୍ ଜର୍ନାଲରେ ପ୍ରକାଶ ପାଇଛି। ସୂଚନା…
ସର୍ଜରୀ ବେଳେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ
ବେଙ୍ଗାଲୁରୁ,୧୭।୫: ୨୧ ବର୍ଷିୟା କନ୍ନଡ ଅଭିନେତ୍ରୀ ଚେତନା ରାଜ ପା୍ଲଷ୍ଟିକ୍ ସର୍ଜରୀ କରିବା ସମୟରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁରେ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଏଥିପାଇଁ ତାଙ୍କ ପରିବାର ଲୋକ ମେଡିକାଲ କର୍ତ୍ତୃପକ୍ଷଙ୍କୁ…
ସକ୍ରିୟ ମାମଲା ୧୭ ହଜାର ତଳେ, ଦିଲ୍ଲୀରେ କମିଲା ସଂକ୍ରମଣ…
ନୂଆଦିଲ୍ଲୀ, ୧୭।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମିବାରେ ଲାଗିଛି।…
କୋଇଲା ଚୋରି ମାମଲା: ମମତାଙ୍କ ପୁତୁରାଙ୍କୁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
କୋଲକାତା,୧୭।୫: ପଶ୍ଚିମବଙ୍ଗ କୋଇଲା ଚୋରି ମାମଲାରେ ଫଶିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂ। ଖୁବଶୀଘ୍ର ଉଭୟଙ୍କୁ ୨୪ ଘଣ୍ଟାର ନୋଟିସ ଦେଇ ଜେରା କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ୟୁ ୟୁ…
କରୋନା ବେଳେ ଗଙ୍ଗାରେ କେତେ ମୃତଦେହ ଭାସିଛି ରିପୋର୍ଟ ଦିଅ
ନୂଆଦିଲ୍ଲୀ, ୧୭ା୫: କରୋନା ମହାମାରୀରେ ଗଙ୍ଗା ନଦୀରେ ମୃତଦେହ ଭାସିବା ଘଟଣାରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଉତ୍ତରପ୍ରଦେଶ ଏବଂ ବିହାର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ନଦୀରେ କେତେ ମୃତଦେହ ଭାସିଛି ଏବଂ କେତେ ନଦୀପଠାରେ ପୋତାଯାଇଛି ଏହାର ତଥ୍ୟ ଦେବାକୁ ଜଷ୍ଟିସ୍…
ଆସାମରେ ବନ୍ୟା ବିତ୍ପାତ: ଟ୍ରାକ୍ରେ ଓଲଟିପଡ଼ିଲା ଟ୍ରେନ୍
ଗୁଆହାଟି,୧୭।୫: ଆସାମରେ ଲଗାତର ଭାବେ ବର୍ଷା ଲାଗିରହିଛି। ଫଳରେ ସହରର ଅନେକ ସ୍ଥାନରେ ଜଳାର୍ଣ୍ଣବ ହୋଇଯାଇଛି। ସେହିପରି ବର୍ଷା ଯୋଗୁ ଅନେକ ଅଞ୍ଚଳ ବନ୍ୟା ଓ ଭୂସ୍ଖଳନ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟର ପ୍ରାୟ ୨୦ଟି ଜିଲା ପ୍ରଭାବିତ ହୋଇଥିବା…
ଉଚ୍ଛେଦକୁ ବିରୋଧ କରି ଜେଲ୍ ଯିବାକୁ ପ୍ରସ୍ତୁତ ରୁହ
ନୂଆଦିଲ୍ଲୀ,୧୭।୫: ଦିଲ୍ଲୀରେ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ଅଭିଯାନକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମାଲୋଚନା କରିଛନ୍ତି। ଏହା ସ୍ବାଧୀନ ଭାରତରେ ଭାଜପାର ଏକ ବଡ଼ ତାଣ୍ଡବ ବୋଲି ସେ କହିଛନ୍ତି। ଭାଜପାର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଜେଲ୍ ଯିବାକୁ…
Archives


