ପୁଣି ଆତଙ୍କ, ଦେଶରେ ୭୩ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତ…
ନୂଆଦିଲ୍ଲୀ,୧୬।୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ଏବଂ କେରଳରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ଦେଶରେ ଓମିକ୍ରନଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି।...
ଡେଲ୍ଟାକୁ ଟପିବ ଓମିକ୍ରନ୍ ସଂକ୍ରମଣ
ନୂଆଦିଲ୍ଲୀ, ୧୬।୧୨: ଆସନ୍ତାବର୍ଷ ଜାନୁୟାରୀ-ଫେବୃୟାରୀ ବେଳକୁ କୋଭିଡ୍-୧୯ର ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣ ଭାରତରେ ଶୀର୍ଷ ଛୁଇଁପାରେ। ସେତେବେଳକୁ ଏହା ଡେଲ୍ଟା ଭାରିଆଣ୍ଟର ସଂକ୍ରମଣକୁ ଟପିଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଡେଲ୍ଟା ଭାରିଆଣ୍ଟ ଯୋଗୁ ଚଳିତ ବର୍ଷ କୋଭିଡ୍ର...
ଆସିବ କରୋନାର ତୃତୀୟ ଲହର!
ନୂଆଦିଲ୍ଲୀ,୧୬ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ସଂକ୍ରମଣର ବୃଦ୍ଧିକୁ ଦେଖି ଦେଶର ଜଣେ ନାମୀ ସ୍ୱାସ୍ଥ୍ୟ ବିଶେଷଜ୍ଞ ସରକାରଙ୍କୁ କୋଭିଡ-୧୯ ସଂକ୍ରମଣର ତୃତୀୟ ଲହରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ବୁଷ୍ଟର ଡୋଜ ଉପରେ...
ହରନାଜଙ୍କୁ ଗ୍ରାଣ୍ଡ ୱେଲକମ୍
ମୁମ୍ବାଇ,୧୬ ।୧୨: ଚଳିତ ବର୍ଷର ମିସ୍ ୟୁନିଭର୍ସ ମୁକୁଟ ବିଜୟିନୀ ହରନାଜ ସାନ୍ଧୁ ବୁଧବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରିଛନ୍ତି । ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯାଇଛି । ଏହି ସମୟରେ...
ଜମ୍ମୁ-କଶ୍ମୀର ଏନକାଉଣ୍ଟର: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୧୬ ।୧୨: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏକ ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୋଲିସ ଏହି ସୂଚନା ଦେଇଛି । ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ...
ଓମିକ୍ରନ୍ ଆତଙ୍କ: ମୁମ୍ବାଇରେ ୧୪୪ ଧାରା ଜାରି
ମୁମ୍ବାଇ,୧୬ ।୧୨: ଓମିକ୍ରନ୍ ବେଳକୁ ବେଳ ଦେଶରେ କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ କୌଣସି ନା କୌଣସି ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଲାଣି । ଓମିକୟନ୍...
ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ
ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ବିଲ୍ ଗୃହୀତ ହେଲେ ଭୋଟର ପରିଚୟପତ୍ରରେ ଆଧାର...
କୋଲକାତାର ଦୁର୍ଗାପୂଜାକୁ ୟୁନେସ୍କୋର ଐତିହ୍ୟ ଟ୍ୟାଗ୍
କୋଲକାତା,୧୫।୧୨: କୋଲକାତାର ଦୁର୍ଗାପୂଜା ଉତ୍ସବ ଦେଶକୁ ଗୌରଭ ଆଣି ଦେଇଛି। ଏହି ଉତ୍ସବକୁ ବୁଧବାର ଐତିହ୍ୟ ମାନ୍ୟତା ଦେଇଛି ୟୁନେସ୍କୋ (ମିଳିତ ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ)। ଏହା ଦେଶ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି...
ବିଶ୍ୱର ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ମୋଦି
ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ଶ୍ରେଷ୍ଠ ୨୦ ପ୍ରଶଂସନୀୟ ବ୍ୟକ୍ତିଙ୍କ ତାଲିକାରେ ୮ମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁଗଭ ନାମକ କମ୍ପାନୀ ପକ୍ଷରୁ ୩୮ ଦେଶର ୪୨ ହଜାର ଉତରଦାତାଙ୍କ ପତିକ୍ରିୟାକୁ ନେଇ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା କୁହାଯାଇଛି।...
ଆର୍ୟନଙ୍କ ଉପରୁ ହଟିଲା ସପ୍ତାହକୁ ଥରେ ହାଜିରା କଟକଣା
ମୁମ୍ବାଇ, ୧୫।୧୨: ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଜାମିନ ସର୍ତ୍ତ ଅନୁଯାୟୀ ଆଉ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଅଫିସରେ ପ୍ରତି ଶୁକ୍ରବାର ହାଜିରା ଦେବାକୁ ପଡ଼ିବ ନାହିଁ। ଏହି କଟକଣାରୁ ତାଙ୍କୁ ଆଶ୍ୱସ୍ତି...
ଜେଲରେ ଥିବା ପୁଅ କଥା ପଚାରିବାରୁ ଗାଳିଦେଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୫।୧୨: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା ଘଟଣାରେ ଜେଲରେ ଅଛନ୍ତି କେନ୍ଦ୍ରୀୟ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଜେଲରେ ଥିବା ପୁଅ ସମ୍ପର୍କରେ ପ୍ରଶ୍ନ...
କେନାଲକୁ ଖସିଲା ବସ୍: ଚାଲିଗଲା ୯ ଜୀବନ
ହାଇଦ୍ରାବାଦ୍,୧୫।୧୨: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ବୁଧବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ବସ୍ ବ୍ରିଜ୍ ଉପରୁ କେନାଲକୁ ଖସି ଯିବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୨ ଜଣ ଆହତ ହୋଇଥିବା କୁହାଯାଉଛି। ତେଲେଙ୍ଗାନାର...
Archives


