ନିର୍ବାଚନ ସମୟରେ କାହିଁକି ମନେ ପଡିଲେ ସନ୍ଥ ରବିଦାସ
ଚଣ୍ଡିଗଡ଼,୧୭ ।୨: ସନ୍ଥ ରବିବାସଙ୍କ ଜୟନ୍ତି ପ୍ରତିବର୍ଷ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କିନ୍ତୁ ଏହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ରବିଦାସଙ୍କ ଜୟନ୍ତି…
ଜଳ ଜୀବନ ମିଶନରେ ୩୭ ଲକ୍ଷ ପରିବାର ଉପକୃତ
ନୂଆଦିଲ୍ଲୀ, ୧୭।୨: ଦେଶର ୩୭ ଲକ୍ଷ ପରିବାର କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି। ବୁଧବାର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୯ରେ ଆରମ୍ଭ ହୋଇଥିବା ଜଳ ଜୀବନ ମିଶନ ଅଧୀନରେ ୩୪,୪୩୪୮୦ ଲକ୍ଷ…
ରାଣା କପୁରଙ୍କୁ ଜାମିନ
ମୁମ୍ବାଇ,୧୭ା୨: ଋଣ ହେରଫେର ମାମଲାରେ ଜେଲରେ ଥିବା ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଜାମିନ ପାଇଛନ୍ତି। ମୁମ୍ବାଇର ଏକ ପିଏମ୍ଏଲ୍ଏ କୋର୍ଟ ସ୍ବତନ୍ତ୍ର ବିଚାରପତି ଏମ୍.ଜି. ଦେଶପାଣ୍ଡେ ବୁଧବାର ରାଣା, ଅବନ୍ଥା ଗ୍ରୁପ୍ର ଗୌତମ ଥାପର ଓ ଅନ୍ୟ ୭…
ଜି. ଅଶୋକ କୁମାର ପ୍ରଥମ ଏନ୍ଏମ୍ଏସ୍ସି
ନୂଆଦିଲ୍ଳୀ, ୧୭।୨: ପୂର୍ବତନ ନୌସେନା ଉପମୁଖ୍ୟ ଜି. ଅଶୋକ କୁମାରଙ୍କୁ କେନ୍ଦ୍ର ସରକାର ଦେଶର ପ୍ରଥମ ଜାତୀୟ ସାମୁଦ୍ରିକ ନିରାପତ୍ତା ସଂଯୋଜକ (ଏନ୍ଏମ୍ଏସ୍ସି)ଭାବେ ନିଯୁକ୍ତି ଦେଇଛନ୍ତିି। ୧୯୮୨ରେ ସେ ନୌସେନାରେ ଯୋଗଦେଇଥିଲେ। ୩୯ ବର୍ଷ କାର୍ଯ୍ୟ କରିବା ପରେ ସେ ଗତବର୍ଷ…
ଓଆର୍ଓପି: କେନ୍ଦ୍ରର ଘୋଷଣା ବାସ୍ତବତାଠାରୁ ଭିନ୍ନ
ନୂଆଦିଲ୍ଲୀ, ୧୭ା୨: କେନ୍ଦ୍ରର ଓ୍ବାନ୍ ର଼୍ୟାଙ୍କ ଓ୍ବାନ୍ ପେନସନ୍ (ଓଆର୍ଓପି) ନୀତି ଅନୁସାରେ ପୂର୍ବତନ ସେନା କର୍ମଚାରୀଙ୍କୁ ଭତ୍ତା ମିଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ପ୍ରଶ୍ନ ଉଠାଇଛନ୍ତି। ପେନ୍ସନ୍ ସ୍ବତଃ ବୃଦ୍ଧି ନିଷ୍ପତ୍ତି କଥା କେନ୍ଦ୍ର ସରକାର ଭୁଲି ଯାଇଛନ୍ତି କି…
କୋଭିଡ୍ କଟକଣା କୋହଳ କର: କେନ୍ଦ୍ର
ନୂଆଦିଲ୍ଳୀ, ୧୭।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। କିଛି ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ଥିଲାବେଳେ କେତେକ ରାଜ୍ୟରେ ମାମଲାରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହେଉଛି। ତେବେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କରୋନା କଟକଣା କୋହଳ କରିବା ପାଇଁ ବୁଧବାର…
ହୁଓ୍ବେଇ ଉପରେ ଆଇଟି ଚଢ଼ାଉ
ନୂଆଦିଲ୍ଲୀ, ୧୭ା୨: ନିକଟରେ ୫୪ ଚାଇନା ଆପ୍କୁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ବୁଧବାର ଟିକସ ଚୋରି ଅଭିଯୋଗରେ ଚାଇନିଜ୍ ଟେଲିକମ୍ କମ୍ପାନୀ ହୁଓ୍ବେଇର ଭାରତରେ ଥିବା ବିଭିନ୍ନ ଶାଖା କାର୍ଯ୍ୟାଳୟରେ ଆୟକର (ଆଇଟି) ଚଢ଼ାଉ ହୋଇଛି। ଦିଲ୍ଳୀ, ହରିୟାଣାର…
ପୂର୍ବାଞ୍ଚଳର କିଛି ଆସନରେ ଅସନ୍ତୁଷ୍ଟ ବିଗାଡି ପାରନ୍ତି ସମୀକରଣ
ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଠାରେ ନିର୍ବାଚନ ଲଢୁଥିବା ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟିକୁ ଅସନ୍ତୁଷ୍ଟଙ୍କ ଭୟ ଘାରିଛି । ଉଭୟ ଦଳର କେତେଜଣ ନେତାଙ୍କୁ ଟିକେଟ…
ଥରିଲା ଜମ୍ମୁ-କଶ୍ମୀର
ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରେ ଗୁରୁବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ଏକ ଭୂକମ୍ପ ସକାଳ ୩.୨ରେ ପୂର୍ବ କଟ୍ରାରେ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ୩.୫ ଥିଲା। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ…
ବିବାହ ଖୁସିରେ ଖେଳିଗଲା ଶୋକର ଛାୟା: ଚାଲିଗଲା ୧୩ ଜୀବନ
ଲକ୍ଷ୍ନୌ,୧୭।୨: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କୁଶୀନଗର ବୁଧବାର ସାରେ କୂଅରେ ଗଳି ପଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଜିଲାର ନୌରାଙ୍ଗିଆ ଗ୍ରାମରେ ଏକ ବିବାହ ସମାରୋହରେ ହଳଦୀ ଉତ୍ସବ ପାଇଁ ବହୁ ସଂଖ୍ୟାରେ ମହିଳା…
ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ
ରାୟପୁର, ୧୭।୨:ମାଓବାଦୀଙ୍କ ଦ୍ୱାରା ଅପହୃତ ଇଞ୍ଜିନିୟର ସ୍ବାମୀଙ୍କୁ ଖୋଜିବାକୁ ଯାଇ ମହିଳା ନିଖୋଜ ହୋଇଯାଇଛନ୍ତି। ଛତିଶଗଡ଼ ରାଜଧାନୀ ରାୟପୁରରେ ଘଟିଛି ଏହି ଘଟଣା। ଗତ ୧୧ ତାରିଖରେ ମାଓବାଦୀମାନେ କାର୍ଯ୍ୟରତ ଇଞ୍ଜିନିୟର ଅଶୋକ ପାଓ୍ବାର ଏବଂ ସହକର୍ମୀ ଆନନ୍ଦ ଯାଦବଙ୍କୁ ଅପହରଣ…
ରେକର୍ଡ କଲା ଗୋଆ
ପାଣାଜୀ,୧୬।୨: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇଛି। ଟିକାକରଣ ଅଭିଯାନ ଯୋଗୁ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ଚାଲିଥିବା ଟିକାକରଣ ଅଭିଯାନ ବିଷୟରେ ଆଉ ଏକ ଖୁସି ଖବର ଆସିଛି। ୧୦୦ ପ୍ରତିଶତ ବୟସ୍କ ବ୍ୟକ୍ତି କରୋନାର ଡବଲ୍…
Archives


