ଜାତୀୟ

ପଙ୍ଗୋଙ୍ଗ ହ୍ରଦରେ ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୨୧।୫ : ପୂର୍ବ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ସୋ’ରେ ଚାଇନା ଦ୍ୱିତୀୟ ବ୍ରିଜ୍‌ ନିର୍ମାଣ କରୁଛି। ଚଳିତ ବର୍ଷ ଆରମ୍ଭରେ ସେଠାରୁ କିଛି ଦୂରରେ ବେଜିଂ ପ୍ରଥମ ବ୍ରିଜ୍‌ ନିର୍ମାଣ କରିଥିଲା। ନିର୍ମାଣ ହେଉଥିବା ଅଞ୍ଚଳକୁ ଚାଇନା ବେଆଇନ ଭାବେ ଦଖଲ…

ଚିନ୍ତା ବଢ଼ାଉଛି ମଙ୍କିପକ୍ସ

ନୂଆଦିଲ୍ଲୀ/ ଲଣ୍ଡନ,୨୧।୫: ବିଦେଶରେ ମଙ୍କିପକ୍ସ ସଂକ୍ରମଣ ବଢ଼ିଚାଲିଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ବିମାନବନ୍ଦର, ବନ୍ଦର ସମେତ ସମସ୍ତ ଅନ୍ତର୍ଜାତୀୟ ପ୍ରବେଶ ପଥରେ ସର୍ଭିଲାନ୍ସ ବଢ଼ାଇବା ଲାଗି ଶୁକ୍ରବାର କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକାରୁ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଦେଖାଦେଲେ…

ମିଛ ଏନ୍‌କାଉଣ୍ଟର ଧରାପଡ଼ିଲା

ନୂଆଦିଲ୍ଲୀ/ହାଇଦ୍ରାବାଦ,୨୧ା୫: ୨୦୧୯ ଡିସେମ୍ବର ୬ ସକାଳେ ଲୋକଙ୍କ ନିଦ ଭାଙ୍ଗି ନ ଥିବାବେଳେ ହାଇଦ୍ରାବାଦ ପୋଲିସ ଗୁଳିରେ ମରିସାରିଥିଲେ ୪ ଅଭିଯୁକ୍ତ। ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ କିପରି ଅପହରଣ, ଗଣବଳାତ୍କାର ପରେ ହତ୍ୟା କରି ଜାଳି ଦେଇଥିଲେ ତାହାର ରହର୍ସାଲ…

୧୪ଘଣ୍ଟା ଧରି ଚାଲିଲା ଲାଲୁଙ୍କ ଘରେ ଚଢ଼ାଉ

ନୂଆଦିଲ୍ଲୀ,୨୦।୫: ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ ମିସା ଭାରତୀଙ୍କର ୧୭ଟି ସ୍ଥାନରେ ଥିବା ଘର ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)…

ପ୍ରଥମ ଥର ଯୋଗୀଙ୍କୁ ପ୍ରଶଂସା କଲେ ଅଖିଳେଶ

ଲକ୍ଷ୍ନୌ,୨୦।୫: ସମାଜବାଦିି ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ କମ୍ପ୍ୟୁଟର ଜ୍ଞାନକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଶୁକ୍ରବାର ଅଖିଳେଶ ବିଧାନସଭାରେ ଆଶ୍ଚର୍ଯ୍ୟ ହୋଇ ଯୋଗୀଙ୍କୁ ପ୍ରଶଂସା କରିପକାଇଥିଲେ। କାରଣ ବିଧାନସଭାରେ ବର୍ତ୍ତମାନ ଇ-ବିଧାନର ବ୍ୟବସ୍ଥା କରାଯାଇଛି। ଯାହାକୁ ଦେଖି…

ଅନୁପ୍ରବେଶ ବେଳେ କୁପଓ୍ବାଡାରେ ଜଣେ ଆତଙ୍କବାଦୀ ନିହତ

କୁପଓ୍ବାଡା,୨୦।୫: ଉତ୍ତର କଶ୍ମୀରର କୁପୱାଡା ଜିଲାର ତଙ୍ଗଧାର ସେକ୍ଟରରେ ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଛନ୍ତି। ଶୁକ୍ରବାର ସକାଳେ କୁପୱାଡାରେ ବର୍ଷା ହେଉଥିବା ସମୟରେ ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୀମାରେ ସତର୍କତାର ସହ…

ଜେଲ୍‌ରୁ ମୁକୁଳିଲେ ଇନ୍ଦ୍ରାଣୀ

ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର ଇନ୍ଦ୍ରାଣୀ ମୁମ୍ବାଇର ବାଏକୁଲା ଜେଲ୍‌ରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ନିଜ ଝିଅ ଶିନା ବୋରାଙ୍କ…

ବାରାଣସୀ କୋର୍ଟକୁ ଗଲା ଜ୍ଞାନବ୍ୟାପୀ ମସଜିଦ୍‌ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁକ୍ରବାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ଦେଶବାସୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର କୋର୍ଟଙ୍କ ଉପରେ ରହିଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାକୁ ବାରାଣସୀର ଜିଲା କୋର୍ଟକୁ…

କୋର୍ଟରେ ଆତ୍ମସମର୍ପଣ କଲେ ସିଦ୍ଧୁ

ଚଣ୍ଡିଗଡ଼,୨୦।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ନବଜୋତ ସିଂହ ସିଦ୍ଧୁ ପଟିଆଲା ସେଶନ କୋର୍ଟରେ ଶୁକ୍ରବାର ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏକ ବର୍ଷ ଯାଏଁ ଜେଲ୍‌ରେ ବିତାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ୩୪ବର୍ଷ ପୁରୁଣା ରୋଡ ରେଜ୍‌…

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପୋଲିସର ଏନ୍‌କାଉଣ୍ଟର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ…

ହାଇଦ୍ରାବାଦରେ ମିଳିଲା ଦେଶର ପ୍ରଥମ ଓମିକ୍ରନ୍ ସବ ଭାରିଏଣ୍ଟ ବିଏ.୪ ସଂକ୍ରମିତ

ହାଇଦ୍ରାବାଦ,୨୦ ।୫: ଭାରତରେ କରୋନାର ନୂଆ ଭାରିଏଣ୍ଟ ମିଳିଛି । ଏହା ଓମିକ୍ରନ୍‌ର ସବ୍ ଭାରିଏଣ୍ଟ ବିଏ.୪ ର ପ୍ରଥମ ସଂକ୍ରମଣ ବୋଲି କୁହାଯାଉଛି । ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନିକଟରେ ଏହି ଭାରିଏଣ୍ଟ ଦେଖାଦେଇଛି । କୋଭିଡ-୧୯ ଜିନୋମିକ…

ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ

ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି। ଗୁରୁବାର ସକାଳେ ୯ଟା ୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁର ପାଇଁ ଏୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri