ଆମେଠିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ
ଆମେଠି,୧୮।୧୨: ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାର ଅଢେଇ ବର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ନିଜ ନିର୍ବାଚନମଣ୍ଡଳୀ ଆମେଠୀକୁ ପ୍ରଥମଥର ପାଇଁ ଗସ୍ତ କରିଛନ୍ତି। ଏହି ଅବସରରେ ରାହୁଲ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...
ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କଲେ ମୋଦି: ଡବଲ ଇଞ୍ଜିନ ସରକାରଙ୍କର ବିକାଶ ଉପରେ ଧ୍ୟାନ
ଶାହାଜହନପୁର,୧୮ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶର ଶାହଜହାନପୁରରେ ଗଙ୍ଗା ଏକ୍ସପ୍ରେସ ୱେର ଶିଳାନ୍ୟାସ କରିଛନ୍ତି । ପାଖାପାଖି ୫୯୪ କିଲୋମିଟର ଲମ୍ବା ଏହା ୬ ଲେନ ବିଶିଷ୍ଟ ହେବ । ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେବା...
ମନ୍ଦିର ଶପିଂ କମ୍ପ୍ଲେକ୍ସ୍ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ କରାଯାଉ, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
କୁରନୁଲ୍, ୧୮।୧୨: ଆନ୍ଧ୍ରପ୍ରଦେଶର କୁରନୁଲ୍ରେ ଥିବା ଶ୍ରୀ ବ୍ରମରମମ୍ବା ମଲ୍ଲକାର୍ଜୁନ ସ୍ବାମୀ ମନ୍ଦିରର ଶପିଂ କମ୍ପ୍ଲେକ୍ସ୍ ଲିଜ୍ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ୍ କରିବାକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯେ, କେବଳ ଧର୍ମର...
ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍ଏସ୍ଙ୍କ ଫ୍ୟାମିଲି ଫଟୋ ଭାଇରାଲ…
ନୂଆଦିଲ୍ଲୀ, ୧୮।୧୨: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍ଏସ୍ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ ଏବେ ତାଙ୍କର ଫ୍ୟାମିଲି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ...
ନାବାଳିକା ବଳାତ୍କାରୀଙ୍କୁ ବାନ୍ଧିଲା ପୋଲିସ
ପଶ୍ଚିମବଙ୍ଗର,୧୮।୧୨: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଶନିବାର କହିଛି। ସେହି ଅଭିଯୁକ୍ତ ଜଣଙ୍କ ଏକ ରିକ୍ସା ଡ୍ରାଇଭର ବୋଲି...
ରାଜସ୍ଥାନରେ ତାପମାତ୍ରା ମାଇନସ୍ ୩.୩ ଡିଗ୍ରୀ, ୟେଲୋ ଓ୍ବାର୍ନିଂ ଜାରି
ଜୟପୁର,୧୮।୧୨: ଫତେହପୁର ଏବଂ ଚୁରୁର ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବାରୁ ଦେଶର ଉତ୍ତର ଭାଗରୁ ଶୀତଳ ପବନ ରାଜସ୍ଥାନରେ ପ୍ରବାହିତ ହୋଇଛି ବୋଲି ପାଣିପାଗ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି। ରାଜସ୍ଥାନରେ ଶୁକ୍ରବାର ରାତିରେ ତାପମାତ୍ରା ଏକ ଡିଗ୍ରୀ...
ଉତ୍ତର ପ୍ରଦେଶ ନିର୍ବାଚନ: ମୋଦିଙ୍କ ରାଲିରେ ୧୦ଲକ୍ଷ ଲୋକଙ୍କୁ ଏକଜୁଟ କରିବା ଯୋଜନାରେ ଭାଜପା
ନୂଆଦିଲ୍ଲୀ,୧୮ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏଥିରେ ବିଜୟ ହାସଲ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ବଳ ଲଗାଇ ଦେଇଛି । ସେଥିପାଇଁ ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ସ୍କୁଲରେ କରୋନା ବିସ୍ଫୋରଣ, ୧୬ ଛାତ୍ର ଆକ୍ରାନ୍ତ…
ମୁମ୍ବାଇ, ୧୮।୧୨: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ସ୍କୁଲରେ କରୋନା ବିସ୍ଫୋରଣ ହୋଇଛି। ସ୍କୁଲର ୧୬ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଭି ମୁମ୍ବାଇ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଆକ୍ରାନ୍ତ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ଅଷ୍ଟମରୁ...
ପଞ୍ଜାବ ସୀମାରେ ପାକିସ୍ତାନର ‘ମେଡ୍ ଇନ୍ ଚାଇନା’ ଡ୍ରୋନ୍…
ଚଣ୍ଡିଗଡ଼, ୧୮।୧୨: ପଞ୍ଜାବର ଫେରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଡ୍ରୋନକୁ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି। ବିଏସଏଫ ଅନୁଯାୟୀ, ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବାବେଳେ ଏହା ଉପରେ...
ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…
ନୂଆଦିଲ୍ଲୀ, ୧୮।୧୨: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଅବ୍ଦୁଲ୍ କାଲାମ ଦ୍ୱୀପରୁ ପୂର୍ବାହ୍ନ ୧୧ଟା ୬ରେ ଉତ୍କ୍ଷେପଣ କରାଯାଇଛି। ଅଗ୍ନି ପ୍ରାଇମ୍ ମିଜାଇଲ୍ ହେଉଛି...
ମୁଁ ନୁହେଁ ଦାନର ବସ୍ତୁ, ପିତାଙ୍କୁ କନ୍ୟାଦାନ କରିବାକୁ ମନା କଲେ ଆଇଏଏସ୍ ଅଫିସର…
ନୂଆଦିଲ୍ଲୀ, ୧୮।୧୨: ବିବାହରେ କନ୍ୟା ପିତା କନ୍ୟାଦାନ କରିବାର ପରମ୍ପରା ରହିଛି। ମାତ୍ର ଜଣେ ଆଇଏଏସ୍ ଆଧିକାରୀ ନେ ଦାନର ବସ୍ତୁ ନୁହନ୍ତି। ତେଣୁ ପିତାଙ୍କୁ କନ୍ୟାଦାନ କରିବାକୁ ମନା କରିଛନ୍ତି। ସମ୍ପୃକ୍ତ ମହିଳା ଆଇଏଏସ ଅଧିକାରୀ ଏବଂ ଆଇଏଫଏସ...
୪ ବର୍ଷରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା-୩୧ ଜଣଙ୍କ ମୃତ୍ୟୁ…
ନୂଆଦିଲ୍ଲୀ, ୧୮।୧୨: ଦେଶରେ ଗତ ୪ ବର୍ଷ ମଧ୍ୟରେ ମାର୍ଚ୍ଚ ୨୦୧୭ଠାରୁ ଇତିମଧ୍ୟରେ ୧୫ ମିଲିଟାରୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏସବୁ ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ...
Archives


