ଜାତୀୟ

ହନୁମାନ ଚାଳିସା-ଆଜାନ ବିବାଦ ମଧ୍ୟରେ ପ୍ରସ୍ତାବ ଦେଲେ ବିଲିୟନେୟାର ଭାଜପା ନେତା

ମୁମ୍ବାଇ,୫।୪: ମସ୍‌ଜିଦରେ ବାଜୁଥିବା ଆଜାନ ଏବଂ ହନୁମାନ ଚାଳିସା ବିବାଦ ଧିରେ ଧିରେ ବୃଦ୍ଧି ପାଉଛି। ଜନସାଧାରଣ ଅଞ୍ଚଳରେ ହନୁମାନ ଚାଳିସା ଲଗାଇବା ପାଇଁ ଲାଉଡ୍‌ ସ୍ପିକର ଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି ମହାରାଷ୍ଟ୍ରର ଜଣେ ଭାଜପା ନେତା। “ଯାହାକୁ ବି…

ଭାଜପା ଏମ୍‌ପିମାନଙ୍କୁ ଦିଆଗଲା କାର୍ଯ୍ୟ ତାଲିକା: ୧୫ ଦିନରେ ଶେଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପିମାନଙ୍କୁ କିଛି କାର୍ଯ୍ୟ ଦେଇଛନ୍ତି। ଏହାକୁ ୧୫ ଦିନରେ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୬ ଅର୍ଥାତ୍‌ ଗତକାଲି ଭାଜପାର ସ୍ଥାପନା ଦିବସ। ଏହି ଦିନଠାରୁ…

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ

କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ହୁତୁ ହୁତୁ ନିଆଁ ମଧ୍ୟରେ ଜଣେ କନଷ୍ଟେବଳଙ୍କ କାନ୍ଧରେ କୁନି ଝିଅ…

ଉପହାରରେ ଦେଇଥିବା ଫୋନ ନ ଫେରାଇବାରୁ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା

ପାକୁର,୫।୪: ଉପହାରରେ ଦେଇଥିବା ସ୍ମାର୍ଟ ଫୋନ ଫେରାଇବାକୁ ମନା କରି ଦେବାରୁ ଜଣେ ନାବାଳିକାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ। ଏଭଳି ଘଟଣା ଝାଡ଼ଖଣ୍ଡର ପାକୁର ଜିଲାରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମହେଶପୁର ଥାନା ଅଞ୍ଚଳର ବାସିନ୍ଦା ନାବାଳିକା…

ହଜାରେ ତଳକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ,୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…

ରାହୁଲଙ୍କୁ ସମ୍ପତ୍ତି ଦାନ କଲେ ବୃଦ୍ଧା

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡ ଡେରାଡୁନ୍‌ର ଜଣେ ବୃଦ୍ଧା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କୁ ନିଜର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି। ପୂର୍ବରୁ ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ପୁଷ୍ପା ମୁଞ୍ଜିଆଲ(୭୮) ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି। ସୋମବାର ସେ…

ନବରାତ୍ରୀ ପାଇଁ ଦକ୍ଷିଣ ଦିଲ୍ଲୀରେ ମାଂସ ଦୋକାନ ବନ୍ଦ

ନୂଆଦିଲ୍ଲୀ,୫ ।୪: ଦେଶରେ ଧୁମଧାନରେ ପାଳନ କରାଯାଉଛି ନବରାତ୍ରୀ । ରାଜଧାନୀ ଦିଲ୍ଲୀରେ ନବରାତ୍ରୀକୁ ନେଇ ରାଜନୈତିକ ଟଣାଭିଡା ଆରମ୍ଭ ହୋଇଗଲାଣି । ସାଉଥ୍ ଦିଲ୍ଲୀର ମେୟର ମୁକେଶ ସୁର୍ଯ୍ୟାନ ନବରାତ୍ରୀ ଅବସରରେ ମନ୍ଦିର ନିକଟରେ ଖୋଲାରେ ବିକ୍ରି ହେଉଥିବା ମାଂସ…

ପୁଣି ମହଙ୍ଗା ପେଟ୍ରୋଲ-ଡିଜେଲ୍‌: ୧୫ ଦିନରେ ୧୩ ଥର ବଢିଲା ଦର

ନୂଆଦିଲ୍ଲୀ,୫।୪: ପୁଣି ବଢିଲା ପେଟ୍ରୋଲ ଏବଂ ଡିଜେଲ୍‌ର ଦାମ୍‌। ମଙ୍ଗଳବାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯଥାକ୍ରମେ ୮୦-୮୦ ପଇସା ମହଙ୍ଗା ହୋଇଛି। ଏହାସହ ୧୫ ଦିନ ମଧ୍ୟରେ ୧୩ ଥର ପେଟ୍ରୋଲ ଏବଂ ଡିଜେଲ୍‌ ଦର ବଢିଛି। ଦର…

ଭାଜପା ପକ୍ଷରୁ ୧୧ ଦିନରେ ୧୩ ଥର ତୈଳଦର ବୃଦ୍ଧି ୟୁପି ନିର୍ବାଚନର ରିଟର୍ନ ଗିଫ୍ଟ: ମମତା

କୋଲକାତା,୫ ।୪: ଦେଶରେ ମହଙ୍ଗା ମାଡରେ ବେହାଲ ହେଲେଣି ସାଧାରଣ ଜନତା । ପେଟ୍ରୋଲ – ଡିଜେଲର ଦାମ ଲଗାତାର ବଢି ଚାଲିଛି । ଗତମାସରେ ୧୧ ଦିନରେ ୧୩ଥର ବଢିଲାଣି ତୈଳ ଦର । ମହଙ୍ଗା ମାଡ ଓ ତୈଳଦର…

ସାଙ୍ଗ ସହ ପ୍ରତିଶୋଧ ନେବା ପାଇଁ ଅପହରଣ ପରେ ହତ୍ୟା

ନୂଆଦିଲ୍ଲୀ,୫।୪: ଏକ ଝଗଡ଼ା ଯୋଗୁ ଜଣେ ୮ ବର୍ଷୀୟ ନାବାଳକଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ତାଙ୍କର ୧୩ ବର୍ଷୀୟ ସାଙ୍ଗ। ଏଭଳି ଘଟଣା ଦିଲ୍ଲୀର ରୋହିନି ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ଉଭୟ ଅଭିଯୁକ୍ତ ଓ…

ଲୋକ ସଭାରେ ଏମିତି କହିଲେ ଶାହା, ସମସ୍ତେ ହସିଲେ

ନୂଆଦିଲ୍ଲୀ,୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଏକ ମଜାଳିଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଲୋକ ସଭାରେ ତୃଣମୂଳ କଂଗ୍ରେସ ଏମ୍‌ପି ସୁଦୀପ ବନ୍ଦୋପାଧ୍ୟାୟ ଦେଇଥିବା ଏକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶାହା କହିଛନ୍ତି,…

ଆତଙ୍କବାଦୀଙ୍କ ଗୁଳିରେ ଯବାନ ଶହୀଦ

ଶ୍ରୀନଗର,୫।୪: ଆତଙ୍କବାଦୀଙ୍କ ଆକ୍ରମଣରେ ସୋମବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଅନ୍ୟଜଣେ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଘଟଣା ସ୍ଥଳରୁ ଫେରାର୍‌ ହୋଇଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଓ ସେନା ମିଳିତ ଭାବେ ସର୍ଚ୍ଚ ଅପରେଶନ୍‌ ଜାରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri