ଜାତୀୟ

ଭାଜପାକୁ ସମର୍ଥନ ଜଣାଇଲେ ୬ ଜେଡିୟୁ ବିଧାୟକ

ନୂଆଦିଲ୍ଲୀ,୧୨।୩: ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ୬ ବିଧାୟକ ଏହାକୁ ସମର୍ଥନ ଜଣାଇଛନ୍ତି। ମଣିପୁର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାଜପା ସରକାରକୁ…

ଇସ୍ତଫା ଦେବେନି ସୋନିଆ-ରାହୁଲ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏହି ଚିନ୍ତନ…

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ…

ଉପନିର୍ବାଚନ ତାରିଖ ଘୋଷଣା, ୪ ରାଜ୍ୟର ୪ ବିଧାନସଭା-୧ ଲୋକ ସଭା ପାଇଁ ମତଦାନ ଏପ୍ରିଲ୍‌ ୧୨ରେ…

ନୂଆଦିଲ୍ଲୀ, ୧୨।୩ : ନିର୍ବାଚନ କମିଶନଙ୍କ ପକ୍ଷରୁ ୪ ରାଜ୍ୟର ୪ ବିଧାନସଭା ଏବଂ ୧ ଲୋକ ସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଶନିବାର ଘୋଷଣା ହୋଇଛି। ଏନେଇ ମତଦାନ ଏପ୍ରିଲ୍‌ ୧୨ରେ ହେବ ବୋଲି ନିର୍ବାଚନ କମିଶନ ସୂଚନା…

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ରୋକିବା ଅସମ୍ଭବ। ଭାରତ ଏବେ ନ ଥକି ଆଗେଇ ଚାଲିବ।…

ସୀମାରେ ସୁରକ୍ଷା-ସ୍ଥିରତା ପାଇଁ ଭାରତ-ଚାଇନା ସହମତି…

ଲଦାଖ, ୧୨।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ମଧ୍ୟରେ ହୋଇଥିବା ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକରେ ସୀମାରେ ସୁରକ୍ଷା ଏବଂ ସ୍ଥିରତା ପାଇଁ…

କଂଗ୍ରେସର ପୁରୁଣା ପାଠର ଆଲୋଚନା, ରବିବାର ଓ୍ବାର୍କିଂ କମିଟି ବୈଠକ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ପୁରୁଣା ପାଠର ଆଲୋଚନା ଆରମ୍ଭ ହୋଇଛି। ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ…

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ ଚାଲି ଯାଇଥିଲା। ତେବେ ବିମାନର କୌଣସି କ୍ଷତି ହୋଇ ନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ…

କଂଗ୍ରେସର ୯୭ ପ୍ରତିଶତ-ବିଏସ୍‌ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…

ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ…

୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…

ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅଥନୈତିକ ବିଫଳତାକୁ ଘେରି ରହିଥିବା ଭାଜପାକୁ ସିଂହାସନକୁ ଫେରାଇ ଆଣିବା ପାଇଁ…

୬ କୋଟି କର୍ମଚାରୀଙ୍କୁ ବଡ଼ ଝଟ୍‌କା, ଇପିଏଫ୍‌ ସୁଧ ହାର କହିଲା…

ନୂଆଦିଲ୍ଲୀ, ୧୨।୩ : ଇପିଏଫ୍‌ ଆକାଉଣ୍ଟ ଧାରକମାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ଇପିଏଫ୍‌ ପାଇଁ ଜମା ହେଉଥିବା ଟଙ୍କା ଉପରେ ମିଳୁଥିବା ସୁଧ ହାର ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ, ଇପିଏଫ୍‌ଓରେ ଜମା ହୋଇଥିବା ପାଣ୍ଠି ଉପରେ…

ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…

ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ଶନିବାର ଗାନ୍ଧିନଗରରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri