ଜାତୀୟ

ସକାଳୁ ସକାଳୁ ଥରିଲା ମେଘାଳୟ…

ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନ…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ କଂଗ୍ରେସ ନେତାଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୩ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବାର ଅଛି । ସେ ସକାଳ ସାଢେ ୧୦ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିବେ । ତେବେ ଏହା ପୂର୍ବରୁ…

ଆଇନଗତ ଦ୍ୱନ୍ଦ୍ୱ, ମହିଳା ପୁରୁଷଙ୍କୁ କରିପାରିବେ କି ବଳାତ୍କାର, ହାଇକୋର୍ଟଙ୍କ ମୌଖିକ ଟିପ୍ପଣୀ…

ଥିରୁଭାନନ୍ତପୁରମ୍‌, ୧୩।୬ : ଜଣେ ମହିଳା ପୁରୁଷକୁ ବଳାତ୍କାର କରିପାରିବ କି? ବଳାତ୍କାର ବିରୋଧରେ ଆଇନ ତାଙ୍କୁ ଦଣ୍ଡ ଦେବା ପାଇଁ ଲିଙ୍ଗ ନିରପେକ୍ଷ ହୋଇପାରେ କି? କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା ପାଇଁ ମୌଖିକ ଟିପ୍ପଣୀ…

ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ

ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା ଶିଳ୍ପ ଉପର ପଡିଥିବା ଦେଖାଯାଇଛି । ବିଶେଷ କରି ସ୍ୱରାଷ୍ଟ୍ରର ଗ୍ରାମାଞ୍ଚଳରେ କାମ କରୁଥିବା…

ହିଂସାକାରୀଙ୍କଠାରୁ ଆଦାୟ ହେବ ନଷ୍ଟ ସମ୍ପତ୍ତିର ମୂଲ୍ୟ

ଲକ୍ଷ୍ନୌ୍‌, ୧୩ା୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ହିଂସା ଘଟାଇଥିବା ବ୍ୟକ୍ତିମାନେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ ବାବଦ ଦେୟ ଭରିବେ ବୋଲି ଉତ୍ତରପ୍ରଦେଶ ପୋଲିସ କହିଛି।…

ଇଡି ସମନ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୧୩ା୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୨୩ ଓ ତାଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ୧୩ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ସୋନିଆ କୋଭିଡ୍‌ ସଂକ୍ରମିତ…

ବୁଲଡୋଜର ରାଜନୀତି, ଯୋଗୀଙ୍କୁ ଟାର୍ଗେଟ କଲେ ଓୱାଇସି

ଲକ୍ଷ୍ନୌ,୧୩ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ନିଲମ୍ବିତ ହୋଇଥିବା ରାଷ୍ଟ୍ରୀୟ ପ୍ରବକ୍ତା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ହିଂସା ପରିସ୍ଥିତି ଉପୁଜିଛି । ଶୁକ୍ରବାରର ନମାଜ ପରେ ଉତ୍ତର…

ଏଥର ଅନ୍ତର୍ଜାତୀୟ ଯୋଗ ଦିବସ ହେବ ଭିନ୍ନ, ମୋଦିଙ୍କ ୭୫ ମନ୍ତ୍ରୀ ୭୫ ଐତିହାସିକ ସ୍ଥାନରେ କରିବେ ଯୋଗ

ନୂଆଦିଲ୍ଲୀ,୧୩ ।୬: ଚଳିତ ବର୍ଷ ହେବାକୁ ଯାଉଥିବା ଅନ୍ତର୍ଜାତୀୟ ଯୋଗ ଦିବସ ଟିକେ ଭିନ୍ନ ଧରଣର ହେବ ବୋଲି ଜଣାପଡିଛି । ଚଳିତ ବର୍ଷ ମୋଦି ସରକାରଙ୍କ ୭୫ ଜଣ ମନ୍ତ୍ରୀ ଦେଶର ଭିନ୍ନ ଭିନ୍ନ ୭୫ଟି ଐତିହାସିକ ସ୍ଥାନରେ ଯୋଗ…

ପବ୍‌ଜି ଖେଳରୁ ଜୀବନ ହାରିଲେ କଂଗ୍ରେସ ନେତାଙ୍କ ପୁଅ

ହାଇଦ୍ରାବାଦ, ୧୨ା୬: ଆନ୍ଧ୍ରପଦେଶର କ୍ରିଷ୍ଣା ଜିଲାରେ ରବିବାର ଏକ ଦୁଖଃଦ ଘଟଣା ଘଟିଛି। ଅନ୍‌ଲାଇନ୍‌ ପବ୍‌ଜି ଗେମ୍‌ରେ ହାରିବା ପରେ ସାଙ୍ଗମାନଙ୍କ ଥଟ୍ଟା ସହି ନ ପାରି ଜଣେ ୧୬ ବର୍ଷୀୟ ନାବାଳକ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ମଛଲିପଟ୍‌ନମ୍‌ର କଂଗ୍ରେସ…

ଅଂଶୁଘାତରେ ଗଲା ୫ ଭକ୍ତଙ୍କ ଜୀବନ, ସମବେଦନା ଜଣାଇଲେ ମମତା

କୋଲକାତା,୧୨ା୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ପାଣିହାଟିଠାରେ ଦଣ୍ଡ ମହୋତ୍ସବ ଚାଲିଥିବା ବେଳେ ରବିବାର ଅଂଶୁଘାତରେ ୫ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। କିଛି ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି। ପାଣିହାଟିର ଇସ୍କନ ମନ୍ଦିରରେ ପ୍ରାୟ ୫ଶହ ବର୍ଷ ପୁରୁଣା…

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ସହ ଆଲୋଚନ କରିବ ଭାଜପା

ନୂଆଦିଲ୍ଲୀ,୧୨।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ଭାଜପା ଏନଡିଏ ସହଯୋଗୀମାନଙ୍କ ସହ କଥା ହେବ। ଏହା ବ୍ୟତୀତ ଭାଜପା ୟୁପିଏ ସମର୍ଥିତ ଦଳ ତଥା ସ୍ବାଧୀନ ନେତାଙ୍କ…

ଜିଲାପାଳଙ୍କ ଗାଈ ଅସୁସ୍ଥ: ଚିକିତ୍ସା ପାଇଁ ୭ ଡାକ୍ତରଙ୍କୁ ନିର୍ଦ୍ଦେଶ

ଫତେହପୁର,୧୨।୬: ଉତ୍ତରପ୍ରେଦଶ ଫତେହପୁର ଜିଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି। ଅସୁସ୍ଥ ଗାଈର ଯତ୍ନ ନେବା ପାଇଁ ଜିଲ୍ଲାପାଳ ୭ ଜଣ ସରକାରୀ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ରବିବାର ଦିନ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri