ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…
ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧୀ ଦଳ ୨ ଜୁନ ୨୦୨୨ରେ ଆଫଗାନିସ୍ତାନ ଗସ୍ତ…
ମୋ ବିରୋଧରେ ବିଭିନ୍ନ ଅଭିଯୋଗ ନ ଆଣି ମତେ ବରଂ ମାରିଦିଅ, ଭାବପ୍ରବଣ ହୋଇ କହିଲେ ସ୍ବପ୍ନା…
ଥିରୁଭାନନ୍ତପୁରମ୍, ୧୨।୬ : କେରଳରେ ସୁନା ଚୋରା ଚାଲାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବପା୍ନ ସୁରେଶଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ପି ବିଜୟନଙ୍କ ବିରୋଧରେ ନଗଦ ଟଙ୍କା ଦେଣନେଣ ଅଭିଯୋଗ କରିବା ପରେ ସ୍ବପ୍ନା ଏବେ ପୁଣି ସଙ୍କଟରେ…
ସ୍ଥିତି ପୁଣି ଅଣାୟତ୍ତ ମୁହାଁ…
ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ପ୍ରୟାଗରାଜ ହିଂସା ମାମଲାରେ ଜେଲ ଗଲେ ୬୪ ଅଭିଯୁକ୍ତ, ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିପାରେ ବୁଲଡୋଜର
ନୂଆଦିଲ୍ଲୀ,୧୨ ।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣି ଦେବା ମାମଲାରେ ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ହିଂସା ବ୍ୟାପିଛି । ପ୍ରୟାଗରାଜ ସହର ଏଥିରୁ ବାଦ ଯାଇନାହିଁ । ତେବେ ପୋଲିସର ଆକ୍ସନ ପରେ ମାଷ୍ଟରମାଇଣ୍ଡ…
ବିଶ୍ୱ ବ୍ୟାପାର ସଙ୍ଗଠନ ସମ୍ମିଳନୀରେ କୃଷକ, ମତ୍ସଜୀବୀଙ୍କ ହିତ ଉପରେ ଗୁରୁତ୍ୱ ଦେବ ଭାରତ
ନୂଆଦିଲ୍ଲୀ,୧୨ ।୬: ରବିବାରଠାରୁ ଆରମ୍ଭ ହେଉଥିବା ବିଶ୍ୱ ବ୍ୟାପାର ସଙ୍ଗଠନ(ୱାର୍ଲଡ ଟ୍ରେଡ ଅର୍ଗାନାଇଜେଶନ)ର ଦ୍ୱାଦଶ ମନ୍ତ୍ରିସ୍ତରିୟ ସମ୍ମିଳନୀରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଶସ୍ୟର ସର୍ବସାଧାରଣ ସଂରକ୍ଷଣ ତଥା କୃଷକ ଓ ମତ୍ସଜୀବିଙ୍କ ସ୍ୱାର୍ଥକୁ ଦୃଢ ଭାବରେ ରକ୍ଷା କରିବା ପାଇଁ…
ସୋନିଆ-ରାହୁଲଙ୍କୁ ଇଡିର ନୋଟିସ ବିରୋଧରେ ସାରା ଦେଶରେ କଂଗ୍ରେସର ପ୍ରେସ କନଫରେନ୍ସ, ପ୍ରଦର୍ଶନ ପାଇଁ ବି ପ୍ରସ୍ତୁତି
ନୂଆଦିଲ୍ଲୀ,୧୨ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ବହୁବାର ନୋଟିସ ଦିଆଗଲାଣି । ଏବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ ପ୍ରେସ କନଫରେନ୍ସ କରିବାକୁ ଯାଉଛି । ଏଥିପାଇଁ କଂଗ୍ରେସ…
ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ
ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ନିହତ ଆତଙ୍କବାଦୀଙ୍କର ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ସହ ସମ୍ପର୍କ ରହିଥିବା କୁହାଯାଇଛି…
କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇଲା କଂଗ୍ରେସ
ଚଣ୍ଡିଗଡ଼,୧୨ ।୬: ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଶ୍ନୋଇଙ୍କୁ ସମସ୍ତ ପଦରୁ ହଟାଇ ଦେଇଛି । ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଦଳ ବିଧାୟକଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି । ଦଳ ପକ୍ଷରୁ ବିଶ୍ନୋଇଙ୍କୁ ପାର୍ଟିର ସମସ୍ତ…
ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ ଯୋଗୀ, ୟୁପିରେ ଏବେ ପର୍ଯ୍ୟନ୍ତ ୨୨୫ ଗିରଫ, ୯ ଜିଲାରେ ୧୩ ଏଫଆଇଆର
ଲକ୍ଷ୍ନୌ,୧୨ ।୬: ଶୁକ୍ରବାରର ନମାଜ ପରେ ଉତ୍ତର ପ୍ରଦେଶ ସମେତ ଦେଶର ୩ ରାଜ୍ୟରେ ହିଂସା ବ୍ୟାପିବାରେ ଲାଗିଛି । ଏହାକୁ ଦେଖି ସରକାର ଆଲର୍ଟ ହୋଇ ଯାଇଛନ୍ତି । ହିଂସାର ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ପୋଲିସ-ପ୍ରଶାସନ ମିଶି ଦୃଢ…
ପ୍ରଥମ ଇଲେକ୍ଟ୍ରିକ୍ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍…
ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍ ହାଇଓ୍ବେ(ବୈଦ୍ୟୁତିକ ରାଜପଥ )କୁ ମଞ୍ଜୁରୀ ମିଳିଛି। ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଦେଶର ପ୍ରଥମ ନିର୍ମାଣ ହେବାକୁ…
ହିଜାବ ପରେ ଏବେ ଟୋପି ବନାମ ଗୈରିକ ଶାଲ୍ ବିବାଦ…
ବେଙ୍ଗାଲୁରୁ, ୧୧।୬ : ବର୍ତ୍ତମାନ କର୍ନାଟକରେ ହିଜାବ ସଙ୍କଟ ଟିକେ ଶାନ୍ତ ହୋଇଯାଇଥିବାବେଳେ ଏବେ ଟୋପି ବନାମ ଗୈରିକ ଶାଲ୍ ବିବାଦ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରାୟତ୍ତ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମଟିସି) ର ହିନ୍ଦୁ କର୍ମଚାରୀଙ୍କ ଏକ…
ସମାଲୋଚନା ପରେ ମୁମ୍ବାଇ ପୋଲିସ ଆୟୁକ୍ତ ପଛକୁ ହଟିଲା, ପୁନର୍ବିଚାର ପାଇଁ ସବୁଜ ସଙ୍କେତ…
ନୂଆଦିଲ୍ଲୀ, ୧୧।୬ : ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଜୋନାଲ ଡିସିପିଙ୍କ ଅନୁମତି ବିନା ଅନୁମତିରେ ପୋକ୍ସୋ ଆକ୍ଟ ଅନ୍ତର୍ଗତ କୌଣସି ମାମଲା ରୁଜ ହେବନାହିଁ ପ୍ରସଙ୍ଗରେ ଶନିବାର କହିଛନ୍ତି ଯେ, ଏହାର ପୁନର୍ବିଚାର କରାଯାଇପାରେ। ଏହି ସର୍କୁଲାର ନେଇ…
Archives


