ଜାତୀୟ

ମନ୍ତ୍ରୀଙ୍କ ଜିଲା ହସ୍ପିଟାଲ ଗସ୍ତ ସମୟରେ ମୃତ ମହିଳାଙ୍କ ଚିକିତ୍ସା କରୁଥିଲେ ଡାକ୍ତର…

ଚିତ୍ରକୂଟ, ୧।୫ : ଉତ୍ତରପ୍ରଦେଶରେ ଚିତ୍ରକୂଟ ମଣ୍ଡଳର ଦାୟିତ୍ୱରେ ଥିବା ମନ୍ତ୍ରୀ ଜୟବୀର ସିଂ ରବିବାର ସ୍ଥାନୀୟ ଜିଲା ହସ୍ପିଟାଲ ଅଚାନକ ଗସ୍ତ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜିଲା ହସ୍ପିଟାଲରେ ବହୁ ତ୍ରୁଟି ଦେଖିଥିଲେ। ମନ୍ତ୍ରୀ ଅଚାନକ ଏକ ୱାର୍ଡରେ…

ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ଗିରଫ, କୋର୍ଟରେ ହେବେ ହାଜର

ଚଣ୍ଡିଗଡ଼,୧ ।୫: ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ପରୱାନଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ପୋଲିସ ରବିବାର ତାଙ୍କୁ କୋର୍ଟରେ ହାଜର କରିବ । ପୋଲିସ ଶନିବାର ସୂଚନା ଦେଇଥିଲା କି ପଟିଆଲା ହିଂସାର ମାଷ୍ଟରମାଇଣ୍ଡ ହେଉଛନ୍ତି…

‘ସ୍ପୁଟନିକ-ଭି ’ନେଇଥିବା ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୧।୫: ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ଯେଉଁମାନେ ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ ନେଇପାରିବେ । ଏ ନେଇ ନ୍ୟାଶନାଲ ଟେକ୍ନିକାଲ ଆଡଭଇଜରୀ ଗ୍ରୁପ ସ୍ପୁଟନିକ ଟିକାକୁ ଅନୁମତି ଦେଇଛି। ସ୍ପୁଟନିକ-ଭି ଟିକା…

୬ ବର୍ଷର ରେକର୍ଡ ଭାଙ୍ଗିଲା ବିଦ୍ୟୁତ୍‌ ସଙ୍କଟ, ୬ ରାଜ୍ୟ ଅଧିକ ପ୍ରଭାବିତ…

ନୂଆଦିଲ୍ଲୀ, ୧।୫ : ଦେଶରେ ତାତି ବଢ଼ିବା ସହିତ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ପାୱାର ସିଷ୍ଟମ ଅପରେଶନ କର୍ପୋରେଶନର ରିପୋର୍ଟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଭଳି…

ପୁଣି ଘନେଇଲା ସଙ୍କଟ, ସକ୍ରିୟ ମାମଲା ଉପର ମୁହାଁ…

ନୂଆଦିଲ୍ଲୀ, ୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସି ଜଳିଗଲେ ୧୧ ଜଣ

ପୁଣେ,୧।୫: ଶବଦାହ ବେଳେ ଜଳିଗଲେ ୧୧ ଜଣ। ଏଭଳି ଏକ ଅଘଟଣ ଘଟିଛି ମହାରାଷ୍ଟ୍ର ପୁଣେର ତାଡିବାଲ ରୋଡ ସ୍ଥିତ ଶବଦାହ ଗୃହରେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…

ମାସ ଆରମ୍ଭରୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧।୫: ମାସ ଆରମ୍ଭରୁ ବଢିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଟଙ୍କା ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ଦାମ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ। ଏହି ଦର ଲାଗୁ ହେବା…

ଔରଙ୍ଗାବାଦରେ ଗର୍ଜିବେ ରାଜ ଠାକରେ, ୧୬ ସର୍ତ୍ତ ସହ ରାଜ୍ୟ ସରକାର ରାଲି ପାଇଁ ଦେଇଛନ୍ତି ଅନୁମତି

ମୁମ୍ବାଇ,୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ ଠାକରେ ପୁଣେରୁ ଏହି ସଭା ସମ୍ପର୍କରେ ଘୋଷଣା…

ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ

ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି ଟିକାକୁ…

ତୃତୀୟ ସାମ୍ମୁଖ୍ୟ: ସମୟ ଆସିଲେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୫: ଆଗାମୀ ଲୋକ ସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଯୋଜନା ସମ୍ପର୍କରେ ଦଳ ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାପିଚୁପି ମତ ରଖିଛନ୍ତି। ପ୍ରସ୍ତାବିତ ତୃତୀୟ ସାମ୍ମୁଖ୍ୟ ନେଇ ପ୍ରଶ୍ନ ହେବାରୁ ନିର୍ବାଚନ ବହୁତ ଡେରି…

ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା

ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ ଅବା ଲାଉଡସ୍ପିକର ବିବାଦ ପୁଣି ହନୁମାନ ଚାଳିଶାକୁ ନେଇ ବିବାଦ । ଏମିତି ସବୁ…

ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ…

ଶ୍ରୀନଗର, ୩୦।୪ : ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ। ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସିଆର୍‌ପିସି ଧାରା ୧୦୨ ଅନ୍ତର୍ଗତ ଏହା ହେବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri