ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ
ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର ଜାମିନ ମିଳିଛି। ଥାନେର ଏକ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ହେଲେ ତାଙ୍କ ନାଁରେ…
ଇଡିକୁ ୩ ଦିନ ଛୁଟି ମାଗିଲେ ରାହୁଲ
ନୂଆଦିଲ୍ଲୀ,୧୬।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ତୃତୀୟ ଥର ଜେରା କରାଯାଇଛି। ଆଜି ମଧ୍ୟ ରାହୁଲଙ୍କୁ ଇଡି ପୁଣି ଜେରା କରିଥାଆନ୍ତା। ହେଲେ ମା’ ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଅଛନ୍ତି।…
ଶତକ ହାସଲ ପରେ ମନ୍ତ୍ରୀଙ୍କ ରୋମାଣ୍ଟିକ୍ ଚିଠି ଭାଇରାଲ୍
କୋଲକତା,୧୬।୬: ରଣଜୀ ଟ୍ରଫିରେ ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀ ମନୋଜ ତିୱାରୀ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଲୁର (କର୍ନାଟକ)ରେ ମଧ୍ୟପ୍ରଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମନୋଜ ତିୱାରୀ ୧୦୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏଥିରେ ୧୨ଟି ଚୌକା ସାମିଲ ଥିଲା।…
ମହିଳା ଏମ୍ପିଙ୍କ ଡ୍ରେସ୍ ଚିରିିଦେଲା ପୋଲିସ!
ନୂଆଦିଲ୍ଲୀ,୧୬।୬:ନ୍ୟାଶନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୪ ଦିନ ହେବ ପଚରାଉଚରା କରାଯାଉଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀ ଓ ନେତାମାନେ ସାରା ଦେଶରେ ପ୍ରଦର୍ଶନ କରିଛନ୍ତି। ଇଡି ଅନୁସନ୍ଧାନ ଏବଂ…
ପୋଲିସର କଲାର ଧରିନେଲେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ
ନୂଆଦିଲ୍ଲୀ,୧୬ ।୬: ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଜାରି କରାଯିବା ଓ ୪ ଦିନ ହେବ ତାଙ୍କୁ ପଚରା ଉଚରା କରାଯିବା ଘଟଣାରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରି ଆସୁଛି । ଗୁରୁବାର ତେଲେଙ୍ଗାନା, ତାମିଲନାଡୁ, କର୍ନାଟକ, ମହାରାଷ୍ଟ୍ର…
ଶରଦ ପାଓ୍ବାର ରାଷ୍ଟ୍ରପତି ହେଲେ ଦେଶରେ ବୃଦ୍ଧି ପାଇବ ଆତଙ୍କବାଦ: ଭାଜପା ଏମ୍ପି
ନୂଆଦିଲ୍ଲୀ,୧୬।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଦେଶର ରାଜନୀତି ସରଗରମ ରହିଛି। ଭାଜପା ପ୍ରାର୍ଥୀ ଦେବାକୁ ଏକ ପ୍ରକାର ପ୍ରସ୍ତୁତ ଥିବାବେଳେ ବିରୋଧୀ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ସଜବାଜ ହେଉଛନ୍ତି। ତେବେ ବିରୋଧୀଙ୍କ ପକ୍ଷରୁ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରାର୍ଥୀ…
ଭାଜପା ବିଧାୟକଙ୍କ ଗାଡି ଉପରକୁ ପଥର ମାଡ : ୫ ଆହତ
ପାଟନା,୧୬।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନାକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିହାରରେ ଏହି ବିରୋଧ ପ୍ରଦର୍ଶନ ଜୋରଦାର ହୋଇଛି। ବିକ୍ଷୋଭକାରୀମାନେ ଅନେକ…
ସଶକ୍ତ-ସମୃଦ୍ଧ-ଏକୀକୃତ ଆସିଆନ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ…
ନୂଆଦିଲ୍ଲୀ, ୧୬।୬ : ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ଏକୀକୃତ ଆସିଆନ (ଏଏସଇଏଏନ) ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଏନେଇ ଭାରତ ଏହାର ପୂର୍ଣ୍ଣ ସମର୍ଥନ ଲାଗି ପ୍ରତିଶ୍ରୁତି ଦେଇଛି । ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଆସିଆନର ୧୦…
ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ
ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । ଏହି କ୍ରମରେ ଗୁରୁବାର କଂଗ୍ରେସ ନେତାମାନେ ଲୋକ…
ସର୍ଭିକାଲ କ୍ୟାନସର ସ୍ବଦେଶୀ ଟିକାକୁ ଡିସିଜିଆଇ ମଞ୍ଜୁରୀ…
ନୂଆଦିଲ୍ଲୀ, ୧୬।୬ : ସେରମ ଇନଷ୍ଟିଚ୍ୟୁଟର କ୍ୱାଡି ଭେଲଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକାକୁ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହି ସ୍ବଦେଶୀ ଟିକା ୯ ରୁ ୨୬ ବର୍ଷ ବୟସ୍କଙ୍କଠାରେ ଦେଖାଦେଉଥିବା ଗର୍ଭାଶୟ କର୍କଟ (ସର୍ଭିକାଲ କ୍ୟାନସର) ସମସ୍ୟାର…
ଅଗ୍ନିପଥ ଯୋଜନାରେ ପ୍ରତିରକ୍ଷାମନ୍ତ୍ରୀ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ, କହିଲେ ବରୁଣ ଗାନ୍ଧୀ…
ନୂଆଦିଲ୍ଲୀ, ୧୬।୬ : ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନା ନେଇ ବିଭିନ୍ନ ବର୍ଗରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାଜପା ଏମ୍ପି ବରୁଣ ଗାନ୍ଧୀ ବହୁ ଟୁଇଟ କରିଛନ୍ତି।…
୨୦୩୨ ସୁଦ୍ଧା ଭାରତୀୟ ସେନାର ଅଧା ହେବ ଅଗ୍ନିବୀରଙ୍କ ସଂଖ୍ୟା, ପ୍ରତିବର୍ଷ ଦେଢ଼ ଲକ୍ଷ ନିଯୁକ୍ତି …
ନୂଆଦିଲ୍ଲୀ, ୧୬।୬ : ଭାରତୀୟ ସେନାରେ ସମ୍ପ୍ରତି ୧୨ ଲକ୍ଷ ଯବାନ ଅଛନ୍ତି। ଅଗ୍ନିପଥ ଯୋଜନା ଅନୁସାରେ ୨୦୩୨ ସୁଦ୍ଧା ଅଗ୍ନିବୀରଙ୍କ ସଂଖ୍ୟା ଏହାର ଅଧା ସହିତ ସମାନ ହେବ। ଅର୍ଥାତ ଆଗାମୀ ୧୦ ବର୍ଷ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ…
Archives


