ଜାତୀୟ

ଶୋଭାବର୍ଦ୍ଧକ ଅବା ରାଜନୈତିକ ନୁହେଁ ରାଜ୍ୟପାଳଙ୍କ ପଦବୀ, କହିଲେ ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୮।୭ : ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ପ୍ରାୟ ଏକ ମାସ ପୂର୍ବରୁ ରାଜ୍ୟପାଳମାନଙ୍କୁ ରାଜ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟପାଳଙ୍କ ପଦବୀ ଶୋଭାବର୍ଦ୍ଧକ ଅବା ରାଜନୈତିକ…

ସକ୍ରିୟ ମାମଲା ଲକ୍ଷେ ୪୪ ହଜାର ଟପିଲା …

ନୂଆଦିଲ୍ଲୀ, ୧୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଘରେ ବିସ୍ଫୋରକ ଗୋଦାମର ପର୍ଦ୍ଦାଫାଶ୍‌…

ଜୟପୁର,୧୮।୭ : ରାଜସ୍ଥାନ ଜୟପୁର ପୋଲିସ କମିଶନରଙ୍କ କ୍ରାଇମ ବ୍ରାଞ୍ଚ ଟିମ ବେଆଇନ ବିସ୍ଫୋରକ ସାମଗ୍ରୀର ଏକ ଗୋଦାମ ଠାବ କରିବାରେ ସଫଳ ହୋଇଛି। ଜୟପୁରର ପଶ୍ଚିମ ଜିଲାର ହରମାଡା ଅଞ୍ଚଳରେ ଥିବା ଏକ ଆବାସିକ ଘରେ ଚଢ଼ାଉ କରିବା ପରେ…

୧୯ ଜୁଲାଇରେ ୮୨ ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସ୍‌ ଶୁଭାରମ୍ଭ କରିବେ ସରକାର…

ବେଙ୍ଗାଲୁରୁ,୧୮।୭ : କର୍ନାଟକରେ ରାଜ୍ୟ ସରକାର ପ୍ରାଣୀ ସଞ୍ଜିବନୀ ଆମ୍ବୁଲାନ୍ସ୍‌ ଶୁଭାରମ୍ଭ କରିବେ । ଏନେଇ ରାଜ୍ୟ ପଶୁପାଳନ ମନ୍ତ୍ରୀ ପ୍ରଭୁ ଚୌହ୍ବାନ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗୋହତ୍ୟା ନିୟମ ନିଷେଧାଦେଶ ଲାଗୁ ହେବା ପରେ ଇତିମଧ୍ୟରେ ୨୦ ହଜାରରୁ…

ଶ୍ରୀଲଙ୍କା ସଙ୍କଟ: କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୮ା୭: ଶ୍ରୀଲଙ୍କାରେ ଉପୁଜିଥିବା ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ରବିବାର ସୂଚନା ଦେଇଛନ୍ତି। ଉକ୍ତ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା…

ରାଇସିନା ରେସ୍‌

ନୂଆଦିଲ୍ଲୀ, ୧୮।୭: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୫୫(୩) ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀର ଏକକ ହସ୍ତାନ୍ତରଯୋଗ୍ୟ ମତ ପଦ୍ଧତି ଜରିଆରେ କରାଯାଇଥାଏ। ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ୨୦୨୨ ଜୁଲାଇ ୧୮(ସୋମବାର)ରେ ଅନୁଷ୍ଠିତ ହେଉଛି। ପାର୍ଲାମେଣ୍ଟ ହାଉସ୍‌ରେ ଉଭୟ ଗୃହର…

ଆଜି ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୧୮ା୭: ଭାରତର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ସୋମବାର ଅନୁଷ୍ଠିତ ହେବ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ହେଉଥିବା ଏହି ବହୁପ୍ରତୀକ୍ଷିତ ନିର୍ବାଚନ ଲାଗି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର…

ଡ୍ୟାମ୍‌ରେ ବୁଡ଼ିଲା ବୋଟ୍‌: ଗୋଟିଏ ପରିବାରର ୮ ମୃତ

କୋଡରମା,୧୭।୭: ଝାଡ଼ଖଣ୍ଡର ଗିରିଡିହ ପଞ୍ଚିଖେରୋ ଡ୍ୟାମ୍‌ରେ ରବିବାର ଏକ ବୋଟ୍‌ ବୁଡ଼ି ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଗିରିଡିହ ଅଞ୍ଚଳର ଏକ ପରିବାର ବୁଲିବା ପାଇଁ ଆସିଥିଲେ। ହେଲେ ରବିବାର ମଧ୍ୟାହ୍ନରେ ପରିବାର ଲୋକେ ଏକ ବୋଟ୍‌ରେ…

ନିର୍ବାଚନ ହାରିବା ପରେ ହୃଦ୍‌ଘାତରେ କଂଗ୍ରେସ ନେତାଙ୍କ ପରଲୋକ

ଭୋପାଳ,୧୭।୭: ମଧ୍ୟପ୍ରଦେଶ ମ୍ୟୁନିସିପାଲିଟି ନିର୍ବାଚନରେ ହାରିବା ପରେ କଂଗ୍ରେସ ନେତା ହରିନାରାୟଣ ଗୁପ୍ତାଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ସେ ରେୱାର ୯ ନମ୍ବର ଓ୍ବାର୍ଡରୁ ପ୍ରତିଦ୍ୱନ୍ଦିତା କରୁଥିଲେ। ତାଙ୍କୁ ସ୍ବାଧୀନ ପ୍ରାର୍ଥୀ ଅଖିଳେଶ ଗୁପ୍ତା ମାତ୍ର ୧୪ ଖଣ୍ଡ ଭୋଟରେ ପରାସ୍ତ…

ଭାଜପାଠାରୁ ମେୟର ଆସନ ଛଡାଇ ଆଣିଲା ଏଏପି

ଭୋପାଳ,୧୭।୭: ମଧ୍ୟମପ୍ରଦେଶର ସିଙ୍ଗରୌଲି ନଗର ନିଗମ ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି(ଏଏପି) ଏକ ଅପ୍ରତ୍ୟାଶିତ ବିଜୟ ହାସଲ କରିଛି। ଏଠାରେ ଏଏପି ପ୍ରାର୍ଥୀ ରାଣୀ ଅଗ୍ରଓ୍ବାଲ ଭାଜପାର ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୯୩୫୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନ…

ଆଇସିଏସ୍‌ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୭।୭: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର ରହିଛି ୯୯.୯୭ ପ୍ରତିଶତ। ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅ ପାଇଛନ୍ତି ସଫଳତା। ଛାତ୍ରୀଙ୍କ…

ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୭।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ଭାବେ ପ୍ରାର୍ଥୀ କରାଯାଇଛି। ଏନେଇ ଏନ୍‌ସିପି ନେତା ଶରଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?