ଜାତୀୟ

ଦେଶଦ୍ରୋହ ଆଇନ, କେନ୍ଦ୍ର ସରକାରଙ୍କୁ ଜବାବ ଲାଗି ୨୪ ଘଣ୍ଟା ଦେଲେ ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୦।୫ : ଦେଶଦ୍ରୋହ ଆଇନର ଆଇନଗତ ବୈଧତା ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ସରକାରଙ୍କ ତରଫରୁ ସୋଲିସିଟର ଜେନେରାଲ କହିଛନ୍ତି ଯେ ସରକାର ସର୍ବୋଚ୍ଚ ସ୍ତରରେ ବିଚାର କରୁଛନ୍ତି। ଆଇନର ବୈଧତା ନେଇ ବର୍ତ୍ତମାନ ଶୁଣାଣି…

ନବନୀତ ରାଣାଙ୍କ ଏମ୍‌ଆର୍‌ଆଇ ଫଟୋ ଭାଇରାଲ ହେବା ପରେ ଲୀଳାବତୀ ହସ୍ପିଟାଲକୁ ବିଏମ୍‌ସିର ନୋଟିସ୍‌

ମୁମ୍ବାଇ,୧୦।୫: ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଏମ୍‌ଆରଆଇ ପ୍ରକ୍ରିୟା ସମୟରେ ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ବିଏମ୍‌ସିର ଏଚ୍‌ ଓ୍ବେଷ୍ଟ ଓ୍ବାର୍ଡ ଲୀଲାବତୀ…

ମୋଦିଙ୍କ ନେପାଳ ଗସ୍ତ, ଚାଇନା ଦ୍ୱାରା ନିର୍ମିତ ବିମାନ ବନ୍ଦରରେ ଅବତରଣ କରିବେନି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ମେ, ରେ ନେପାଳର ଲୁମ୍ବିନି ଗସ୍ତ କରିବାକୁ ଯାଉଛନ୍ତି। ନେପାଳର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦିନ ନେପାଳର ପ୍ରଧାନମନ୍ତ୍ରୀ ଶେର୍‌ ବାହାଦୂର ଦେଓବା ଲୁମ୍ବିନିରେ ଚାଇନା ଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ…

ଭାଜପାକୁ ଘେରିଲେ ରାହୁଲ, ମନରେଗା ନ ଥିଲେ କରୋନା ସଙ୍କଟରେ ସ୍ଥିତି ଗୁରୁତର ହୋଇଥାନ୍ତା…

ଅହମଦାବାଦ, ୧୦।୫ : ବର୍ଷ ଶେଷରେ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଗୁଜୁରାଟର ଦାହୋଡରେ ପହଞ୍ଚିଛନ୍ତି।…

ମୃତ୍ୟୁ ସଂଖ୍ୟା ୧୦, ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ…

ନୂଆଦିଲ୍ଲୀ, ୧୦।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ନାଗପୁର ସିରିଜ୍‌ ବ୍ଲାଷ୍ଟ: ଏବେ ବି ନାବାଳିକା ନିଖୋଜ

ମୁମ୍ବାଇ,୧୦।୫: ନାଗପୁର ମହାକାଳୀ ନଗର ବସ୍ତୀ ଅଞ୍ଚଳରେ ସିରିଜ୍‌ ସିଲିଣ୍ଡର ବ୍ଲାଷ୍ଟ ହେବା ଫଳରେ ଶତାଧିକ କୁଡ଼ିଆ ଜଳିଯାଇଛି। ପାଖାପାଖି ୧୫ଟି ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ଫାଟିବା ଫଳରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣାର ସୂଚନା ପାଇଁ ପୋଲିସ ଓ…

ଏଏପି ବିଧାୟକଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୧୦।୫: ସାହିନବାଗର ବେଆଇନ ନିର୍ମାଣ ଉଚ୍ଛେଦ ଅଭିଯାନର ଦିନକ ପରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ଫ୍ରେଣ୍ଡ୍ସ କଲୋନି ଏବଂ ମଙ୍ଗୋଲପୁରିରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଏହି ଉଚ୍ଛେଦ ଅଭିଯାନ । ଅନ୍ୟପକ୍ଷେ…

ଶାହିନବାଗ ପରେ ଆଉ ୨ ସ୍ଥାନରେ ଚାଲିଲା ବୁଲଡୋଜର

ନୂଆଦିଲ୍ଲୀ,୧୦ ।୫: ଏମସିଡିର ବୁଲଡୋଜର ସୋମବାର ଦକ୍ଷିଣ ଦିଲ୍ଲୀର ଶାହିନବାଗ ପହଞ୍ଚିଥିଲା । ହେଲେ ସ୍ଥାନୀୟ ଲୋକ ଓ ବିଧାୟକଙ୍କ କାର୍ଯ୍ୟର ବିରୋଧ କରିବାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା । ହେଲେ ଦିଲ୍ଲୀରେ ଅବୈଧ ନିର୍ମାଣକୁ ଭାଙ୍ଗିବା କାମ ୧୩…

ଉଦ୍‌ଘାଟନର ୩ ଦିନ ପରେ ଧୋଇଗଲା ଫ୍ଲୋଟିଂ ବ୍ରିଜ୍‌

ଉଡୁପି,୧୦ ।୫: କର୍ନାଟକର ଉଡୁପିରେ ମାଲପେ ବିଚରେ ହୋଇଥିବା ରାଜ୍ୟର ପ୍ରଥମ ଭାସମାନ ପୋଲ ସମୁଦ୍ରରେ ଧୋଇ ଯାଇଛି । ୩ ଦିନ ପୂର୍ବରୁ ଅର୍ଥାତ୍ ୬ ମେ’କୁ ଏହି ପୋଲର ଉଦଘାଟନ ହୋଇଥିଲା । ଏହି ପୋଲ ୧୦୦ ମିଟର…

ପରଲୋକରେ ପ୍ରସିଦ୍ଧ ସନ୍ତୁର ବାଦକ

ନୂଆଦିଲ୍ଲୀ,୧୦।୫: ଲୋକପ୍ରିୟ ଭାରତୀୟ ସଙ୍ଗୀତଜ୍ଞ ତଥା ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିବା ବେଳେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୬ମାସରୁ ସେ କିଡନୀ ରୋଗରେ ଆକ୍ରାନ୍ତ…

ବଗ୍‌ଗାଙ୍କୁ ମିଳିଲା ଆଶ୍ୱସ୍ତି

ଚଣ୍ଡିଗଡ,୧୦।୫: ଭାଜପା ଯୁବ ନେତା ତେଜିନ୍ଦର ପାଲ୍‌ ସିଂ ବଗ୍‌ଗାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ୱାରେଣ୍ଟ ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ତାଙ୍କ ଗିରଫଦାରୀକୁ ଜୁଲାଇ ୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଦିଲ୍ଲୀର ଭାଜପା ନେତା…

ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଖଲିସ୍ତାନ ଆତଙ୍କବାଦୀଙ୍କ ଧମକ

ଶିମଲା,୧୦ ।୫: ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ ହେଡକ୍ୱାଟରରେ ହୋଇଥିବା ଆକ୍ରମଣ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ସିଖ ଫର ଜଷ୍ଟିଶ ପକ୍ଷରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଧମକ ଦିଆଯାଇଛି । ଏଥିରେ କୁହାଯାଇଛି, ପଞ୍ଜାବ ମୋହାଲିର ଇଣ୍ଟଲିଜେନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri