ନଦୀକୁ ଖସିଲା ଯାତ୍ରୀବାହୀ ବସ୍,୧୩ ମୃତ
ଭୋପାଲ,୧୮।୭: ମଧ୍ୟପ୍ରଦେଶର ଧାର ଜିଲାରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ସୋମବାର ନର୍ମଦା ନଦୀକୁ ଖସି ପଡ଼ିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣଙ୍କୁ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଏବଂ ଅଗ୍ନିଶମବାହିନୀ…
ନାମାଙ୍କନପତ୍ର ଦାଖଲ କଲେ ଜଗଦୀପ ଧନକର
ନୂଆଦିଲ୍ଲୀ,୧୮।୭: ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନକର ସୋମବାର ସଂସଦ ଭବନରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ। ନାମାଙ୍କନ…
ରାଷ୍ଟ୍ରପତି ନିର୍ବାଚନ: ଭୋଟ୍ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତି ପାଇଁ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇଛି ମତଦାନ। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ଏମ୍ପିମାନେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସଂସଦ ଭବନକୁ…
ଅଳିଆ ଗାଡିରୁ ମିଳିଲା ମୋଦି-ଯୋଗୀଙ୍କ ଫଟୋ: ସଫେଇ କର୍ମଚାରୀ ବହିଷ୍କୃତ
ମଥୁରା,୧୮।୭: ଉତ୍ତରପ୍ରଦେଶ ମଥୁରାର ଜଣେ ସଫେଇ କର୍ମଚାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଅଳିଆ ଗାଡିରେ ନେବା ମହଙ୍ଗା ପଡିଛି। ଶେଷରେ ତାଙ୍କ ଚାକିରି ଯାଇଛି। ମଥୁରା ମ୍ୟୁନିସିପାଲିଟି କର୍ପୋରେଶନର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ଠେଲା…
ଜୁବେରଙ୍କ ମାମଲାର ଶୀଘ୍ର ଶୁଣାଣି ନେଇ ସିଜେଆଇ କହିଲେ ବିଚାରପତି ଚନ୍ଦ୍ରଚୂଡ଼ଙ୍କ ବେଞ୍ଚକୁ ଯାଅ…
ନୂଆଦିଲ୍ଲୀ,୧୮।୭ : ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ ଚେକର୍ ମହମ୍ମଦ ଜୁବେରଙ୍କ ଏଫଆଇଆର୍ ରଦ୍ଦ କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଦାବି ହୋଇଛି। ଏହା ଉପରେ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି ରମନା ଜୁବେରଙ୍କ ଆଇନଜୀବୀଙ୍କୁ…
୫ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ…
ରାୟପୁର,୧୮।୭ : ଛତିଶଗଡର ଦନ୍ତେ ୱାଡା ଜିଲାରେ ବୁର୍କାପାଲ ମାଓବାଦୀ ଆକ୍ରମଣ ମାମଲାରେ ଏନଆଇଏ କୋର୍ଟ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ପାଞ୍ଚ ବର୍ଷ ଧରି ସମସ୍ତ ଆଦିବାସୀ ଜେଲରେ ଥିଲେ। ୨୪ ଏପ୍ରିଲ ୨୦୦୭ରେ…
ଏଲ୍ଓସି ନିକଟରେ ଗ୍ରେନେଡ୍ ବିସ୍ଫୋରଣ, ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ୍…
ଶ୍ରୀନଗର,୧୮।୭ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଯବାନମାନେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ଏକ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ କେତେକ ଯବାନ…
ନର୍ମଦା ନଦୀକୁ ଖସିଲା ବସ୍: ଅନେକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ଭୋପାଳ,୧୮।୭:ମଧ୍ୟପ୍ରଦେଶର ଧର ଜିଲାର ଖାଲଘାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ ନର୍ମଦା ନଦୀରେ ଖସି ପଡିଛି। ବର୍ତ୍ତମାନ ସୁଦ୍ଧା ୫ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ଆହତମାନଙ୍କୁ…
ଏଲ୍ଓସିରେ ଗ୍ରେନେଡ ବିସ୍ଫୋରଣ: ଆର୍ମି କ୍ୟାପ୍ଟେନଙ୍କ ସମେତ ୨ ଶହୀଦ
ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର କଣ୍ଟ୍ରୋଲ ଲାଇନ ନିକଟରେ ହଠାତ୍ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନା କ୍ୟାପ୍ଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ଶହୀଦ ହୋଇଛନ୍ତି। ଏହାସହ ସ୍ଥଳ ସେନାର ଆଉ ୪ ଜଣ ଯବାନ…
ସୋମବାରୀ ପୂଜା ସମୟରେ ଦଳାଚକଟା, ୨ ମହିଳାଙ୍କ ମୃତ୍ୟୁ…
ସିଓ୍ବାନ,୧୮।୭ : ଶ୍ରାବଣ ମାସର ପ୍ରଥମ ସୋମବାରରେ ବିହାରରେ ଏକ ବଡ ଦୁର୍ଘଟଣା ଘଟିଛି । ଏହି ଘଟଣା ସିୱାନରେ ଏକ ମନ୍ଦିରରେ ଘଟିଥିବାବେଳେ ଏଥିରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି। ଐତିହାସିକ ମହେନ୍ଦ୍ରନାଥ ମନ୍ଦିରରେ ସୋମବାରୀ ପୂଜା ପାଇଁ ପ୍ରବେଶ…
ରାଷ୍ଟ୍ରପତି ନିର୍ବାଚନ, ମତଦାନ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୮।୭ : ଦେଶର ୧୫ ତମ ରାଷ୍ଟ୍ରପତି ଚୟନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଛନ୍ତି। ଏହି ଭୋଟିଂ ପ୍ରକ୍ରିୟାରେ ମୋଟ ୪୮୦୦ ନିର୍ବାଚିତ ଏମ୍ପି ଏବଂ ବିଧାୟକ ଅଂଶଗ୍ରହଣ କରୁଛନ୍ତି। ନିର୍ବାଚନରେ ଏନଡିଏ…
ସଂସଦ ଏକ ତୀର୍ଥକ୍ଷେତ୍ର, କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୮।୭ : ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପିମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାହାରେ ଗରମ କମୁଛି। ତେବେ ଜଣାନାହିଁ ଅଧିବେଶନରେ କ’ଣ ହେବ। ପ୍ରଧାନମନ୍ତ୍ରୀ…

