ମାସ ଆରମ୍ଭରୁ ମହଙ୍ଗା ମାଡ଼
ନୂଆଦିଲ୍ଲୀ,୧।୫: ମାସ ଆରମ୍ଭରୁ ବଢିଲା କମର୍ସିଆଲ ଏଲ୍ପିଜି ସିଲିଣ୍ଡର ଦର। ପ୍ରତି ସିଲିଣ୍ଡର ପିଛା ୧୦୪ ଟଙ୍କା ଟଙ୍କା ବୃଦ୍ଧି ପାଇଛି। ତେବେ ଘରୋଇ ସିଲିଣ୍ଡର ଦାମ ଉପରେ କୌଣସି ବର୍ଦ୍ଧିତ ଦର ଲାଗୁ ହୋଇନାହିଁ। ଏହି ଦର ଲାଗୁ ହେବା…
ଔରଙ୍ଗାବାଦରେ ଗର୍ଜିବେ ରାଜ ଠାକରେ, ୧୬ ସର୍ତ୍ତ ସହ ରାଜ୍ୟ ସରକାର ରାଲି ପାଇଁ ଦେଇଛନ୍ତି ଅନୁମତି
ମୁମ୍ବାଇ,୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନ୍ଏସ୍)ର ଅଧ୍ୟକ୍ଷ ରାଜ ଠାକରେ ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ ଠାକରେ ପୁଣେରୁ ଏହି ସଭା ସମ୍ପର୍କରେ ଘୋଷଣା…
ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ
ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି ଟିକାକୁ…
ତୃତୀୟ ସାମ୍ମୁଖ୍ୟ: ସମୟ ଆସିଲେ ନିଷ୍ପତ୍ତି
ନୂଆଦିଲ୍ଲୀ,୧।୫: ଆଗାମୀ ଲୋକ ସଭା ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡିର ଯୋଜନା ସମ୍ପର୍କରେ ଦଳ ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାପିଚୁପି ମତ ରଖିଛନ୍ତି। ପ୍ରସ୍ତାବିତ ତୃତୀୟ ସାମ୍ମୁଖ୍ୟ ନେଇ ପ୍ରଶ୍ନ ହେବାରୁ ନିର୍ବାଚନ ବହୁତ ଡେରି…
ଧର୍ମ ନାଁରେ ଚାଲିଛି ରାଜନୀତି, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ ହେଉନି କୌଣସି ଆଲୋଚନା
ମୁମ୍ବାଇ,୧ ।୫: କିଛିଦିନ ହେବ ସାରା ଦେଶରେ ସାଂପ୍ରଦାୟିକ ହିଂସା ଓ ଏହା ଉପରେ ଆଲୋଚନା ବଢିବାରେ ଲାଗିଛି । ଉତ୍ସବ ସମୟରେ ପଥରମାଡ ହେଉ ଅବା ଲାଉଡସ୍ପିକର ବିବାଦ ପୁଣି ହନୁମାନ ଚାଳିଶାକୁ ନେଇ ବିବାଦ । ଏମିତି ସବୁ…
ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ…
ଶ୍ରୀନଗର, ୩୦।୪ : ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କ ଯେ କୌଣସି ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ଜବତ କରାଯାଇ ପାରିବ। ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ସିଆର୍ପିସି ଧାରା ୧୦୨ ଅନ୍ତର୍ଗତ ଏହା ହେବ ବୋଲି…
ଧର୍ମାନୁଷ୍ଠାନରୁ ହଟିଲା ୪୬ ହଜାର ବେଆଇନ ଲାଉଡ୍ସ୍ପିକର
ଲକ୍ଷ୍ନୌ,୩୦ା୪: ଉତ୍ତରପ୍ରଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୬ ହଜାର ଲାଉଡ ସ୍ପିକରକୁ ଧାର୍ମିକ ସ୍ଥାନରେ ବିନା ଅନୁମତିରେ ହଟାଇ ଦିଆଯାଇଛି। ଆଇନ ଅନୁଯାୟୀ ଲଗାଯାଇଥିବା ପ୍ରାୟ ୫୯ ହଜାର ଲାଉଡ୍ ସ୍ପିକରର ଶବ୍ଦକୁ ମଧ୍ୟ ହ୍ରାସ କରାଯାଇଛି। ୟୁପି ଏଡିଜି ଆଇନ ଏବଂ…
ଅଭିଯୁକ୍ତଙ୍କ ସହିତ ପୀଡ଼ିତାଙ୍କ ପ୍ରତି ନ୍ୟାୟ କରାଯିବା ଜରୁରୀ ଦର୍ଶାଇ ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ କଲେ ହାଇକୋର୍ଟ…
ଆହ୍ଲାବାଦ, ୩୦।୪ : ନ୍ୟାୟ କେବଳ ଅଭିଯୁକ୍ତଙ୍କ ପାଇଁ ନୁହେଁ, ପୀଡ଼ିତାଙ୍କ ଲାଗି ମଧ୍ୟ ଏହା ଅପରିହାର୍ଯ୍ୟ। ଏକ ସାମୁହିକ ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏଭଳି କହିଛନ୍ତି। ଏହି ମାମଲାର ସ୍ଥାନାନ୍ତରଣ ଅନ୍ୟ କୋର୍ଟକୁ କରାଯିବା ଲାଗି ଅଭିଯୁକ୍ତମାନଙ୍କ ପକ୍ଷରୁ…
ମୋଦିଙ୍କୁ ଘେରିଲେ ରାହୁଲ, ନିଜ ବିଫଳତା ପାଇଁ କାହାକୁ ଦୋଷ ଦେବେ, ନେହେରୁ ନା ଜନତାଙ୍କୁ…
ନୂଆଦିଲ୍ଲୀ, ୩୦।୪ : ଦେଶରେ ବଢୂଥିବା ବିଦ୍ୟୁତ ସଙ୍କଟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେ ଶନିବାର ଟୁଇଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବେ ନିଜ ବିଫଳତା ପାଇଁ କାହାକୁ…
୧୨ରୁ ୧୪ ବର୍ଷ ବୟସ୍କ ୬୦ ପ୍ରତିଶତ ପିଲାଙ୍କୁ ଦିଆଯାଇଛି ଟିକା…
ନୂଆଦିଲ୍ଲୀ, ୩୦।୪ : ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନରେ ୧୨ରୁ ୧୪ ପିଲାଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କୁ ଡୋଜ୍ ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଶନିବାର ସୂଚନା ପ୍ରଦାନ କରିଛନ୍ତି। ଟିକାନେବା ଲାଗି ପିଲାଙ୍କ ମଧ୍ୟରେ…
ଝଡ଼ବର୍ଷାରେ ଭାଙ୍ଗିଲା ୧୭୧୦ କୋଟିର ନିର୍ମାଣଧୀନ ପୋଲ…
ଭାଗଲପୁର, ୩୦।୪ : ବିହାରର ଭାଗଲପୁରରେ ଖଗଡ଼ିଆଠାରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ୧୭୧୦.୭୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏକ ପୋଲ ଶୁକ୍ରବାର ବିଳମ୍ବିତ ରାତ୍ରରେ ହୋଇଥିବା ଝଡ଼ବର୍ଷାରେ ଭାଙ୍ଗି ଯାଇଛି। ଏନେଇ ନିର୍ମାଣ କମ୍ପାନୀ ଉପରେ…
ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଖର୍ଚ୍ଚ ହୋଇଛି ୯୦୦୦ କୋଟିରୁ ଅଧିକ…
ନୂଆଦିଲ୍ଲୀ, ୩୦।୪ : ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ କେନ୍ଦ୍ର ସରକାର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ପାଇଁ ୯,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ୫ ଅଗଷ୍ଟ ୨୦୧୯ରେ ଅନୁଚ୍ଛେଦ ୩୭୦ ହଟିବା ପରଠାରୁ ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ…
Archives


