ଜାତୀୟ

‘ସୀତା ମାତାଙ୍କ ଚିର ହରଣ’: ସୁରଜେୱାଲାଙ୍କ ବିବାଦୀୟ ବୟାନକୁ ନେଇ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରଜେୱାଲାଙ୍କୁ ଟାର୍ଗେଟ କରିଛି । ଉଦୟପୁରରେ ସେ ଦେଇଥିବା ଏକ ଟିପ୍ପଣିକୁ ନେଇ ଭାଜପା କହିଛି ସୁରଜେୱାଲା ମାତା ସୀତାଙ୍କର ଅପମାନ କରିଛନ୍ତି । ଭାଜପାର ରାଷ୍ଟ୍ରିୟ…

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ନିର୍ବାଚନ ତଦାରଖ ପାଇଁ ୪ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା…

ରାଜ୍ୟ ସଭାର ୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୦ ।୬: କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ନିଜର…

ଡୋଭାଲଙ୍କ ବୈଠକ ଉପରେ ଇରାନ ଦେଇଥିବା ବିବୃତି ହଟାଇଲା

ନୂଆଦିଲ୍ଲୀ,୯।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଭାଜପା ସଦସ୍ୟଙ୍କ ବିବାଦୀୟ ବିବୃତିକୁ ନେଇ କୂଟନୈତିକ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଇରାନ ବହିର୍ବ୍ୟାପାର ମନ୍ତ୍ରୀଙ୍କ ବୈଠକକୁ ନେଇ ଉକ୍ତ ଦେଶ ପକ୍ଷରୁ…

ଛାତ୍ରୀଙ୍କୁ ହତ୍ୟା କଲେ ପୁରୁଷବନ୍ଧୁ

ଜୟପୁର,୯।୬: ରାଜସ୍ଥାନ କୋଟାରେ ଏନ୍‌ଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ଘର ଛତିଶଗଡ଼ ବିଲାସପୁର ଅଞ୍ଚଳରେ ବୋଲି ଜଣାପଡିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ…

ନଓ୍ବାବ, ଅନିଲଙ୍କୁ ଭୋଟ ଦେବାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୯।୬: ଜେଲରେ ଥିବା ମହାରାଷ୍ଟ୍ରର ଦୁଇ ବିଧାୟକ ତଥା ମନ୍ତ୍ରୀ ନୱାବ ମଲ୍ଲିକ ଏବଂ ଅନିଲ ଦେଶମୁଖଙ୍କୁ ଗୁରୁବାର ଏକ ବଡ଼ ଝଟକା ଲାଗିଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ…

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରିମାଣ୍ଡ ଅବଧି ବଢିଲା

ନୂଆଦିଲ୍ଲୀ,୯।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୧୩ ତାରିଖ ଯାଏ ବଢାଇ ଦିଆଯାଇଛି। ସତ୍ୟେନ୍ଦ୍ର ସୋମବାର ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଗୁରୁବାର ସତ୍ୟେନ୍ଦ୍ରଙ୍କୁ ଇଡି କୋର୍ଟରେ…

ପ୍ରଥମ ବିବାହବାର୍ଷିକୀ ପାଳନ ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା କରି ଗଙ୍ଗାରେ ଫିଙ୍ଗିଦେଲେ ସ୍ବାମୀ

ପାଟଣା,୯ା୬: ବିହାରର ବୈଶାଳୀ ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବିବାହର ୧ ବର୍ଷ ପୂରଣ ପୂର୍ବରୁ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଗଙ୍ଗାରେ ଫିଙ୍ଗି ଦେଇଛନ୍ତି ସ୍ବାମୀ। ଘଟଣାର ଦୁଇଦିନ ପରେ ପୋଲିସ ମହିଳାଙ୍କ…

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୯ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏ ନେଇ ଗୁରୁବାର ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ,…

ପବନରେ ବ୍ୟାପୁଛି ‘ମଙ୍କିପକ୍ସ’ ଭାଇରସ!

ନୂଆଦିଲ୍ଲୀ,୯।୬: ଦେଶରେ ଏବେ ଚିନ୍ତା ବଢାଉଛି ‘ମଙ୍କିପକ୍ସ’ ଭାଇରସ। ପ୍ରାୟ ୨୯ ଦେଶର ୧୦୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ସାରିଲେଣି। ଏ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏବେ ଏହି ଭାଇରସ ପବନରେ…

ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଓଓ୍ବାଇସି-ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ…

ନୂଆଦିଲ୍ଲୀ, ୯।୬ : ସୋସିଆଲ ମିଡ଼ିଆରେ ଘୃଣା ସୃଷ୍ଟି କରିବା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା ଅଭିଯୋଗରେ ଅସଦୁଦ୍ଦିନ ଓଓ୍ବାଇସି ଏବଂ ସ୍ବାମୀ ନରସିଂହାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ଆଇଏଫଏସଓ ୟୁନିଟ…

ଭାରତ ଭିଏତନାମକୁ ଦେଲା ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ୍‌…

ହନୋଇ/ନୂଆଦିଲ୍ଲୀ, ୯।୬ : ଭାରତ ଭିଏତନାମକୁ ୧୨ ହାଇସ୍ପିଡ୍‌ ଗାର୍ଡ ବୋଟ ପ୍ରଦାନ କରିଛି। ଭିଏତନାମ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଭିଏତନାମ ନୌସେନାକୁ ହସ୍ତାନ୍ତର କରିଛନ୍ତି। ସେଥିମଧ୍ୟରୁ ୫ଟି ବୋଟ୍‌ ଭାରତରେ ନିର୍ମାଣ ହୋଇଥିବାବେଳେ ୭ ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri