ଜାତୀୟ

ଆରମ୍ଭ ହେଲା ଚାରିଧାମ ଯାତ୍ରା, କେଦାରନାଥରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମେତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ

ଡେରାଡୁନ,୬ ।୫: ବମ ଭୋଲେ ଗୁଞ୍ଜରଣ ସହ ପୁଣିଥରେ କରୋନା ମହାମାରୀ ପରେ ଖୋଲିଛି କେଦାରନାଥର ଦ୍ୱାର । ବାବା କେଦାରନାଥଙ୍କ ପଞ୍ଚମୁଖି ଉତ୍ସବ ଡୋଲି ଗ୍ରୀଷ୍ମକାଳୀନ ପ୍ରବାସ ପାଇଁ କେଦାରନାଥ ପହଞ୍ଚିସାରିଛି । ମନ୍ଦିରର ରାଉଳ ବାବାଙ୍କର ଡୋଲି ନେଇ…

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ନୋମିନେଶନ

ନୂଆଦିଲ୍ଲୀ, ୬ା୫: ପଦ୍ମ ପୁରସ୍କାର ୨୦୨୩ ନିମନ୍ତେ ଆସନ୍ତା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅନ୍‌ଲାଇନରେ ନୋମିନେଶନ ବା ନାଁ ସୁପାରିସ୍‌ କରାଯାଇପାରିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାକୁ ଥିବା ପଦ୍ମ…

ହିନ୍ଦୁ ଯୁବକଙ୍କୁ ହତ୍ୟାକଲେ ମୁସଲମାନ ସ୍ତ୍ରୀଙ୍କ ଭାଇ

ହାଇଦ୍ରାବାଦ, ୬ା୫:ଜଣେ ମୁସଲମାନ ଯୁବତୀଙ୍କୁ ବିବାହ କରିଥିବା ହାଇଦ୍ରାବାଦର ହିନ୍ଦୁ ଯୁବକଙ୍କୁ ବୁଧବାର ରାତିରେ ସର୍ବସାଧାରଣରେ ପିଟି ହତ୍ୟା କରାଯାଇଛି। ଯୁବତୀଙ୍କ ଦୁଇ ସମ୍ପର୍କୀୟ ଭାଇ ଲୁହାରଡ୍‌ରେ ସମ୍ପୃକ୍ତ ଯୁବକଙ୍କୁ ପିଟୁଥିବାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ବହୁସଂଖ୍ୟାରେ ଲୋକ…

ଭାବୀସ୍ବାମୀଙ୍କୁ ଗିରଫ କଲେ ମହିଳା ପୋଲିସ

ଗୁଆହାଟୀ, ୬ା୫: ଠକେଇ ଅଭିଯୋଗରେ ଆସାମର ଜଣେ ମହିଳା ପୋଲିସ ଅଧିକାରୀ ନିଜ ଭାବୀସ୍ବାମୀଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ନଅଗାଁ ଥାନାରେ ଜୁନମୋନି ରାଭା ସବ୍‌ଇନ୍ସପେକ୍ଟର ଅଛନ୍ତି। ରାନା ପୋଗାଗ୍‌ଙ୍କ ସହ ଗତ ଅକ୍ଟୋବରରେ…

‘ନିଆଁ ସହ ଖେଳ ନାହିଁ’: ଶାହଙ୍କୁ ମମତାଙ୍କ ଜବାବ

କୋଲକାତା,୬ ।୫: ପଶ୍ଚିମବଙ୍ଗରେ ଶାସକ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଥା କଟାକଟି ଲାଗି ରହିଛି । ଗୁରୁବାର ସ୍ୱରଷ୍ଟ୍ରମନ୍ତ୍ରୀ ଅମିତ ଶାହ ସିଏଏ ଓ ରାଜ୍ୟର ଆଇନ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ସୀମାରୁ ମିଳିଲାଣି ୧୧ ସୁଡ଼ଙ୍ଗ

ଜମ୍ମୁ,୫ା୫(ଆଇଏଏନ୍‌ଏସ୍‌): ଜମ୍ମୁର ସାମ୍ବା ସେକ୍ଟରରେ ପାକିସ୍ତାନ ସଂଲଗ୍ନ ଅନ୍ତର୍ଜାତୀୟ ବର୍ଡରରୁ ଏକ ସୁଡ଼ଙ୍ଗ ଠାବ ହେବା ପରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପାକିସ୍ତାନ ଆଗରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିଛି। ଖବରଦାତା ସମ୍ମିଳନୀରେ ଜମ୍ମୁ ବିଏସ୍‌ଏଫ୍‌ର ଇନ୍ସପେକ୍ଟର ଜେନେରାଲ…

ଇଚ୍ଛୁକଙ୍କୁ ମିଳିବ ବିଦ୍ୟୁତ୍‌ରେ ସବ୍‌ସିଡି

ନୂଆଦିଲ୍ଲୀ, ୫ା୫: ଦିଲ୍ଲୀ ସରକାର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ନିମନ୍ତେ ସବ୍‌ସିଡି ପ୍ରଦାନ ନିମନ୍ତେ ଏକ ଯୋଜନା ଆଣିଛନ୍ତି। ଏହି ସ୍କିମ୍‌ରେ ଅନ୍ତର୍ଭୂକ୍ତ ହେବାକୁ ଚାହୁଁଥିବା ଲୋକଙ୍କୁ ଆସନ୍ତା ଅକ୍ଟୋବର ୧ରୁ ବିଦ୍ୟୁତ୍‌ ସବ୍‌ସିଡି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଗୁରୁବାର…

ଅଟୋରେ ବୁଲାଇ ନେବାକୁ କହି ସ୍ତ୍ରୀ, ଝିଅଙ୍କୁ ଜାଳି ଦେଲେ

ଥିରୁଭାନନ୍ତପୁରମ,୫।୫: କେରଳ ମାଲାପ୍ପୁରମର କୋଣ୍ଡିପାରାମ୍ବା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ମହମ୍ମଦ ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ଓ ଦୁଇ ଝିଅଙ୍କୁ ହତ୍ୟା ଯୋଜନା କରିଥିବା ବେଳେ ନିଜେ ମଧ୍ୟ ଜଳି ପ୍ରାଣ ହରାଇଛନ୍ତି। ସୂଚନା ଯୋଗ୍ୟ, ଏକ…

ମମତାଙ୍କ ଉପରେ ବର୍ଷିଲେ ଶାହ, କରୋନା ପରେ ଲାଗୁ ହେବ ସିଏଏ

କୋଲକାତା,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅମିତ ଶାହ ପଶ୍ଚିମ ବଙ୍ଗ ଗସ୍ତରେ ଅଛନ୍ତି । ଗୁରୁବାର ସେ ସିଲିଗୁଡିର ରେଲୱେ ସ୍ପୋର୍ଟସ ପଡିଆରେ ଏକ ଜନସଭାକୁ ସମ୍ବାଧିତ କରିଛନ୍ତି । ଏହି ସମୟରେ…

ନିଜ ଦୋକାନରୁ ବହି-ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେନି ଘରୋଇ ସ୍କୁଲ

ନୂଆଦିଲ୍ଲୀ,୫।୫: ଦିଲ୍ଲୀ ସରକାର ଘରୋଇ ସ୍କୁଲକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଦିଲ୍ଲୀର ଘରୋଇ ବିଦ୍ୟାଳୟଗୁଡ଼ିକ ସେମାନଙ୍କ ଦୋକାନରୁ ବହି କିମ୍ବା ୟୁନିଫର୍ମ କିଣିବାକୁ ବାଧ୍ୟ କରିପାରିବେ ନାହିଁ। ଏହାକୁ ନେଇ ଗୁରୁବାର ଏକ ସରକାରୀ ଆଦେଶ ଜାରି…

ହସ୍ପିଟାଲରେ ସ୍ବାମୀଙ୍କୁ ଦେଖି ଭାବୁକ ହେଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଓ ବିଧାୟକ ସ୍ବାମୀ ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ବାଏକୋଲା ମହିଳା ଜେଲ୍‌ରୁ ନବନୀତ…

୩ହଜାର କି.ମି. ପଦଯାତ୍ରା କରିବେ ପିକେ

ପାଟନା,୫।୫: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଗୁରୁବାର ବିହାର ରାଜଧାନୀ ପାଟନାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ପୂର୍ବରୁ ପ୍ରଶାନ୍ତ କିଶୋର ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଗୁରୁବାର କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri