ରୁଷିଆକୁ ଶସ୍ତାରେ ତୈଳ ଦେବାକୁ ଦାବି କଲା ଭାରତ
ନୂଆଦିଲ୍ଲୀ/ମସ୍କୋ,୫।୫: ଗତ ୨ମାସ ହେଲାଣି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣ ଯୋଗୁ ସମସ୍ତ ପଶ୍ଚିମ ଦେଶ ରୁଷିଆକୁ ବିରୋଧ କରିବା ସହ ଅନେକ ଆର୍ଥିକ ଓ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଛନ୍ତି। ଏହାର ପ୍ରତିଜବାବରେ ରୁଷିଆ ମଧ୍ୟ…
ସମ୍ଭାବ୍ୟ ବାତ୍ୟା: ଅଧିକାରୀଙ୍କ ସହ ଆଲୋଚନା କରିବେ ମୋଦି
ନୂଆଦିଲ୍ଲୀ,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନର ୟୁରୋପ ଗସ୍ତ ଶେଷ କରି ଗୁରୁବାର ନୂଆଦିଲ୍ଲୀ ଫେରିଛନ୍ତିି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ନିଜ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି । ମୋଦି ନିଜ ବାସଭବନରେ କିଛି…
ଜମ୍ମୁ-କଶ୍ମୀରରେ ବାଜିପାରେ ନିର୍ବାଚନୀ ବିଗୁଲ୍
ଶ୍ରୀନଗର,୫।୫: ଜମ୍ମୁ-କଶ୍ମୀର ପରିସୀମା ନିର୍ଦ୍ଧାରଣ ଆୟୋଗ ( Delimitation Commission) କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ବିଧାନସଭା ଆସନଗୁଡ଼ିକର ପୁନଃନିର୍ଦ୍ଧାରଣ ଉପରେ ଚୂଡ଼ାନ୍ତ ରିପୋର୍ଟ ଗୁରୁବାର ପ୍ରକାଶ କରିଛନ୍ତି। ଫଳରେ ଖୁବ ଶୀଘ୍ର ଜମ୍ମୁ-କଶ୍ମୀରରେ ନିର୍ବାଚନ ବିଗୁଲ ମଧ୍ୟ…
ଅମିତ ଶାହାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ଯୋଧପୁର,୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ହୋଇଥିବା ଦଙ୍ଗାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ୍ କରିଛନ୍ତି। ଟୁଇଟ୍ କରି ଗେହଲୋଟ କହିଛନ୍ତି, ଯଦି ଅମିତ ଶାହାଙ୍କର ଦମ୍ ଅଛି, ଗୃହ ମନ୍ତ୍ରଣାଳୟର ଏକ କମିଟି ଗଠନ…
ଜିଗ୍ନେଶଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ୩ ମାସ ଜେଲ
ଅହମଦାବାଦ,୫ ।୫: ବିଧାୟକ ଜିଗ୍ନେଶ ମେୱାନି ଓ ଏନ୍ସିପି ନେତା ରେଶମା ପଟେଲଙ୍କୁ ମେହଶାଣାର ଏକ କୋର୍ଟ ୩ ମାସର ଦଣ୍ଡ ବିଧାନ କରିଛନ୍ତି । କୋର୍ଟ ଦୋଷୀଙ୍କ ଉପରେ ୧ ହଜାର ଟଙ୍କା ଜରିମାନା ବି ଲଗାଇଛନ୍ତି । କୋର୍ଟ…
‘ରାହୁଲ ଗାନ୍ଧୀ ଜଣେ ବିନମ୍ର, ସରଳ ବ୍ୟକ୍ତି’
ନୂଆଦିଲ୍ଲୀ,୫।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ରାହୁଲ ନେପାଳ ଯାଇଥିବାବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ସେ…
ଜେଲ୍ରୁ ମୁକୁଳିବା ପରେ ହସ୍ପିଟାଲ ଗଲେ ନବନୀତ
ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍ପି ନବନୀତ ରାଣା ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ସେ ଜେଲ୍ରୁ ମୁକୁଳିଥିବା ଜଣାପଡ଼ିଛି। ତେବେ ଗୁରୁବାର ସନ୍ଧ୍ୟାରେ…
କର୍ନାଲରୁ ୪ ଆତଙ୍କବାଦୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ…
କର୍ନାଲ, ୫।୫ : ହରିୟାଣାର କର୍ନାଲ୍ରୁ ୪ ଆତାଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ହରିୟାଣା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ଆତଙ୍କବାଦୀଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ…
ହଠାତ୍ ଫାଟିଲା ଜେସିବି ଟାୟାର, ଚାଲିଗଲା ୨ ଜୀବନ
ରାୟପୁର,୫।୫: ଛତିଶଗଡର ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜେସିବି ଟାୟାର୍ରେ ପମ୍ପ ଦିଆଯାଉଥିବାବେଳେ ତାହା ହଠାତ୍ ଫାଟିବାରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ନାମ ରାଜପାଲ ଏବଂ ପ୍ରାଞ୍ଜନ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ…
ଦେଶଦ୍ରୋହ ମାମଲାରେ ଉତ୍ତର ପାଇଁ ସମୟ ଲୋଡିଲେ କେନ୍ଦ୍ର ସରକାର..
ନୂଆଦିଲ୍ଲୀ, ୫।୫ : ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଗୁରୁବାର କରାଯାଇଛି। ଶୁଣାଣି କରାଯାଇଥିଲା। ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ରହି ମହାରାଷ୍ଟ୍ରରେ ହନୁମାନ ଚଲିସା ପାଠ କରିବା ଅଭିଯୋଗ…
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୫:ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ନିଜର ଏକ ରାଜନୈତିକ ଦଳ ଗଢିବା ନେଇ ଚର୍ଚ୍ଚା ଜୋର ଧରିଛି। ରାଜନୀତିରେ ପ୍ରବେଶ କରିବେ କି ନାହିଁ ସେନେଇ ଗୁରୁବାର ପ୍ରଶାନ୍ତ କିଶୋର ଏକ ଖବରଦାତା ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,…
ଏସ୍ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପୌରପରିଷଦ ନିର୍ବାଚନରେ ୩ ମାସ ହେବ ବିଳମ୍ବ…
ମୁମ୍ବାଇ, ୫।୫ : ସୁପ୍ରିମ୍କୋର୍ଟ (ଏସ୍ସି)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହାରାଷ୍ଟ୍ରରେ ପୌରପାଳିକା ନିର୍ବାଚନରେ ବିଳମ୍ବ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବରରେ ମ୍ୟୁନିସିପାଲିଟି କର୍ପୋରେଶନର ନିର୍ବାଚନ ହେବାର ସମ୍ଭାବନା ରହିଛି। ଖବରରୁ ଜଣାଯାଇଛି ଯେ ଡିଭିଜନ ଗଠନ ସହିତ ଅନ୍ୟ ସମସ୍ତ ପ୍ରସ୍ତୁତି…
Archives


