୩୭ ବିଧାୟକଙ୍କ ସମର୍ଥନ ସହ ଉପବାଚସ୍ପତିଙ୍କୁ ଚିଠି ଲେଖିଲେ ସିନ୍ଦେ
ମୁମ୍ବାଇ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଯୋଗୁ ମହା ବିକାଶ ଅଘାଡ଼ି ସରକାର ଉପରେ ସଙ୍କଟ ଦେଖାଦେଇଛି। ୩୭ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ଭାବରେ ଗ୍ରହଣ କରିଛନ୍ତି। ନିଜକୁ ବିଧାନସଭା ଦଳର…
ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା: ୭ ଦିନ ପାଇଁ ୭୦ ହୋଟେଲ୍ ରୁମ୍ ବୁକ୍, ଖର୍ଚ୍ଚ ୫୬ ଲକ୍ଷ ଟଙ୍କା
ଗୁଆହାଟୀ,୨୪।୬: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଉପରେ ସଙ୍କଟର କଳା ବାଦଲ ଛାଇ ଯାଇଛି। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଏକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ପାଖରେ ୪୦ରୁ ଅଧିକ…
ୱାଇଏସଆର କଂଗ୍ରେସ ଦେଲା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ
ଅମରାବତି,୨୪ ।୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥି ଘୋଷଣା କରିଛି । ଓଡ଼ିଶାର ଶାସକ ବିଜୁ ଜନତା ଦଳ(ବିଜେଡି) ଦ୍ରୌପଦୀଙ୍କୁ ସମର୍ଥନ କରିଥିବା…
ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସମର୍ଥକ ହେଲେ ଶିବରାଜ, ଆଦିବାସୀ ପୋଷାକ ପିନ୍ଧି କଲେ ଡ୍ୟାନ୍ସ
ନୂଆଦିଲ୍ଲୀ,୨୪ ।୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଏନଡିଏର ପ୍ରାର୍ଥି ଘୋଷଣା କରିଛି । ଦ୍ରୌପଦୀ ମୁର୍ମୁୁ ୧୮ ଜୁଲାଇରେ ହୋବକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧି…
ଆଦିବାସୀଙ୍କ ପାଇଁ ଦ୍ରୌପଦୀ କ’ଣ କରିଛନ୍ତି
ନୂଆଦିଲ୍ଲୀ,୨୪ା୬:ଆଦିବାସୀଙ୍କ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ। କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୁଁ ଆଦିବାସୀଙ୍କ ମଙ୍ଗଳ ପାଇଁ ଅନେକ କାର୍ଯ୍ୟ କରିଛି ବୋଲି ଗୁରୁବାର ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ…
ଆସାମରେ ଜଳ ପ୍ରଳୟ
ଗୁଆହାଟୀ, ୨୪।୬:ମେ’ ମାସରୁ ଆସାମରେ ଜାରି ରହିଥିବା ଜଳପ୍ରଳୟ ଗୁରୁବାର ଆହୁରି ଭୟଙ୍କର ହୋଇଛି। ବୁଧବାର ଆଉ ୧୨ ମୃତ୍ୟୁକୁ ମିଶାଇ ଏ ପର୍ଯ୍ୟନ୍ତ ବନ୍ୟା ଓ ଏଥିଜନିତ ଭୂସ୍ଖଳନ ଯୋଗୁ ଆସାମର ୧୦୮ ଜଣଙ୍କ ଜୀବନ ଗଲାଣି। ୩୨ ଜିଲା…
ଆସାମ ବନ୍ୟା: ରୋଗିଙ୍କୁ ହସ୍ପିଟାଲ ପହଞ୍ଚାଇବାକୁ ମନ୍ତ୍ରୀ ଚଲାଇଲେ ଡଙ୍ଗା
ଗୁଆହାଟି,୨୪ ।୬: ଦେଶର ପୁର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ସ୍ଥିତି ବିଗିଡିବାରେ ଲାଗିଛି । ଆସାମ, ସିକ୍କିମ ସମେତ କିଛି ରାଜ୍ୟରେ ଗୋଟିଏ ପଟେ ଭୂସ୍ଖଳନ ତ ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ଆସାମରେ…
ଫ୍ଲୋର ଟେଷ୍ଟରେ ଜଣାପଡ଼ିବ ବହୁମତ କାହା ପାଖରେ: ପାଓ୍ବାର
ମୁମ୍ବାଇ,୨୩।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାର ମହାବିକାଶ ଅଘାଢ଼ି(ଏମ୍ଭିଏ) ସରକାରଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ସେ କହିଛନ୍ତି, ବିଧାନସଭାରେ ଆସ୍ଥା ଭୋଟ (ଫ୍ଲୋର ଟେଷ୍ଟ) ହେଲେ ଜଣାପଡ଼ିବ ସଂଖ୍ୟାଗରିଷ୍ଠତା କାହା ପାଖରେ ରହିଛି।…
ଏନ୍ଆଇଏ ମୁଖ୍ୟ ହେଲେ ଦିନକର ଗୁପ୍ତା
ନୂଆଦିଲ୍ଲୀ,୨୩।୬: ବରିଷ୍ଠ ଆଇପିଏସ୍ ଅଫିସର ଦିନକର ଗୁପ୍ତାଙ୍କୁ ଗୁରୁବାର ଜାତୀୟ ତଦନ୍ତ ସଂସ୍ଥା (ଏନ୍ଆଇଏ)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। କାର୍ମିକ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ଏହି ସୂଚନା ଦିଆଯାଇଛି। ୧୯୮୭ ବ୍ୟାଚ୍ ପଞ୍ଜାବ କ୍ୟାଡର ଆଇପିଏସ୍ ଗୁପ୍ତା ଏନ୍ଆଇଏ ମୁଖ୍ୟ…
ବୈଠକରେ ପନିରସେଲଭାମ୍ଙ୍କୁ ବୋତଲମାଡ଼
ଚେନ୍ନାଇ,୨୩।୬: ଚେନ୍ନାଇ ଉପକଣ୍ଠ ବନଗରାମଠାରେ ଗୁରୁବାର ଏଆଇଏଡିଏମ୍କେ ସାଧାରଣ ପରିଷଦ ବୈଠକରେ ଉତ୍ତେଜନା ଦେଖାଦେଇଛି। ଦଳର କୋର୍ଡିନେଟର ଓ. ପନିରସେଲଭାମ୍(ଓପିଏସ୍) ଏବଂ ତାଙ୍କର କେତେଜଣ ସମର୍ଥକ ବୈଠକ ଅଧାରୁ ପଳାଇଯାଇଛନ୍ତି। କକ୍ଷତ୍ୟାଗ ବେଳେ ସେମାନଙ୍କ ଉପରକୁ ପାଣି ବୋତଲ ଫିଙ୍ଗାଯିବା ସହ…
ଜୁଲାଇ ଦ୍ୱିତୀୟ ସପ୍ତାହରେ ଇଡିରେ ହାଜର ହେବେ ସୋନିଆ
ନୂଆଦିଲ୍ଲୀ,୨୩।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାନି ସମନ ଜାରି କରିଛି। ତାଙ୍କୁ ଜୁଲାଇ ଦ୍ୱିତୀୟ ସପ୍ତାହରେ ତଦନ୍ତରେ ସାମିଲ ହେବାକୁ କୁହାଯାଇଛି। ବୁଧବାର…
‘ବିଦ୍ରୋହୀ ବିଧାୟକ ପଶ୍ଚିମବଙ୍ଗ ଆସନ୍ତୁ, ଭଲ ଅତିଥି ସତ୍କାର କରିବୁ’
କୋଲକାତା,୨୩।୬: ବିରୋଧୀଙ୍କୁ ସବୁବେଳେ ସମାଲୋଚନା କରି ଚର୍ଚ୍ଚାରେ ରହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟକୁ ନେଇ ମମତା ବାନାର୍ଜୀ ଭାଜପା ଉପରେ ବର୍ଷି କଟାକ୍ଷ କରିଛନ୍ତି। ଗୁରୁବାର ମମତା ଟୁଇଟ…
Archives


