ଜାତୀୟ

ଲଦାଖ ସୀମାରେ ଚାଇନାର ୨୫ ଫ୍ରଣ୍ଟଲାଇନ ଜେଟ୍‌

ନୂଆଦିଲ୍ଲୀ,୧୧।୬: ପୂର୍ବ ଲଦାଖ ସେକ୍ଟର ନିକଟ ହୋଟନ ଏୟାରବେସ୍‌ରେ ଚାଇନା ବାୟୁସେନା ୨୫ଟି ଫ୍ରଣ୍ଟଲାଇନ ଯୁଦ୍ଧବିମାନ ମୁତୟନ କରିଥିବା ଜଣାପଡ଼ିଛି। ସେଥିରେ ଜେ-୧୧ ଏବଂ ଜେ-୨୦ ଯୁଦ୍ଧବିମାନ ସାମିଲ ଅଛି। ପୂର୍ବରୁ ଉକ୍ତ ଏୟାରବେସ୍‌ରେ ଚାଇନା ମିଗ୍‌-୨୧ ଶ୍ରେଣୀର ଲଢ଼ୁଆ ବିମାନ…

ଦିନକରେ ୭,୫୮୪ କୋଭିଡ୍‌ ସଂକ୍ରମିତ

ନୂଆଦିଲ୍ଲୀ,୧୧।୬: କୋଭିଡ୍‌ ସଂକ୍ରମଣ ପୁଣି ବଢ଼ିବା ସହ ଆଉ ଏକ ଲହର ଆସିବା ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୫୮୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ରେ ପହଞ୍ଚିଛି।…

ହରିୟାଣାରେ ହାରିଗଲେ ଅଜୟ ମାକେନ

ଚଣ୍ଡିଗଡ଼,୧୧ ।୬: ଦେଶର ୪ ରାଜ୍ୟରେ ୧୬ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ଭୋଟ ଗ୍ରହଣର ଫଳାଫଳ ସାମ୍ନାକୁ ଆସିଛି । କର୍ନାଟକ ଓ ରାଜସ୍ଥାନ ପରେ ଏବେ ହରିୟାଣାର ଫଳାଫଳ ସାମ୍ନାକୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ…

ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୧୧।୬: କରୋନାରୁ ସୁସ୍ଥ ହେବା ପରେ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜୁନ ୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ଏହି ମାମଲାରେ ଶୁକ୍ରବାର ଇଡି ସୋନିଆଙ୍କୁ ସମନ ପଠାଇଛି।…

କନ୍‌ଷ୍ଟେବଳଙ୍କ ଗୁଳିରେ ୨ ମୃତ

କୋଲକାତା,୧୧।୬: କୋଲକାତାସ୍ଥିତ ବାଂଲାଦେଶ ଉପଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ନିକଟରେ ଜଣେ ପୋଲିସ କନ୍‌ଷ୍ଟେବଳ ଶୁକ୍ରବାର ନିଜ ସର୍ଭିସ ରାଇଫଲରୁ ଏକାଧିକ ରାଉଣ୍ଡ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ ଗୁଳିରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ…

ଏନ୍‌ଇଇଟି-ପିଜି: ପୁଣି କାଉନସେଲିଂ ଆବେଦନ ଖାରଜ

ନୂଆଦିଲ୍ଲୀ,୧୧।୬: ବିଭିନ୍ନ ମେଡିକାଲ କଲେଜରେ ଖାଲି ପଡ଼ିଥିବା ୧,୪୫୬ ସିଟ୍‌ ପୂରଣ ଲାଗି ଏନ୍‌ଇଇଟି-ପିଜି ୨୦୨୧ କାଉନସେଲିଂ ପୁଣି ଥରେ କରିବା ଲାଗି ଦାଏର ଏକାଧିକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏନ୍‌ଇଇଟି-ପିଜିରେ ସର୍ବଭାରତୀୟ କୋଟା ପୂରଣ ଲାଗି ସ୍ବତନ୍ତ୍ର…

କୁଲଗାମ ଏକାଉଣ୍ଟର: ହିଜବୁଲର ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୧ ।୬: ଜମ୍ମୁ-କଶ୍ମୀରର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏବେ ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ମୃତ ଆତଙ୍କବାଦୀ ଜଣଙ୍କ ହିଜବୁଲ ମୁଜାହିଦ୍ଦିନର ବୋଲି ଜଣାପଡିଛି ।…

ରାଜ୍ୟ ସଭା ନିର୍ବାଚନ ୨୦୨୨: ଭାଜପାକୁ ମହାରାଷ୍ଟ୍ରରେ ୩, ହରିୟାଣାରେ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୧୧ ।୬: ଶୁକ୍ରବାର ସକାଳେ ୪ ରାଜ୍ୟର ୧୬ ରାଜ୍ୟ ସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତିରେ ଭୋଟ ଗଣନା ହେବାରୁ ଶନିବାର ଭୋର ସମୟରେ କିଛି ଫଳାଫଳ ସାମ୍ନାକୁ ଆସିଛି । ମହାରାଷ୍ଟ୍ରର…

ନିଆଁ ଲଗାଇଲେ ନୂପୁର

ନୂଆଦିଲ୍ଲୀ/ମୁମ୍ବାଇ/ଶ୍ରୀନଗର, ୧୧।୬: ଭାଜପାର ୨ ନିଲମ୍ବିତ ମୁଖପାତ୍ର ନୂପୁର ଶର୍ମା ଓ ନବୀନ କୁମାର ଜିନ୍ଦଲଙ୍କୁ ଗିରଫ କରିବା ପାଇଁ ସାରା ଦେଶର ମୁସଲମାନମାନେ ଦାବି କରିଆସୁଥିବାବେଳେ ଦିଲ୍ଲୀ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ନାମକୁ ମାତ୍ର ମାମଲା ରୁଜୁ କରିବା…

ରାଜ୍ୟ ସଭା ଗଲେ ସୀତାରାମନ, ସୁର୍ଜଓ୍ବୋଲା, ଜୟରାମ

ନୂଆଦିଲ୍ଲୀ,୧୧।୬: ରାଜସ୍ଥାନରୁ ରାଜ୍ୟ ସଭାର ୪ ଆସନ ପାଇଁ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କ କ୍ରସ୍‌ ଭୋଟିଂ ଯୋଗୁ କଂଗ୍ରେସର ସମସ୍ତ ୩ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହିତ ଭାଜପାର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଭାଜପା ସମର୍ଥତ୍ତ…

ନୂପୁର, ନବୀନଙ୍କୁ ଜେଲ ପଠାଅ

ନୂଆଦିଲ୍ଲୀ,୧୧ା୬: ଭାଜପା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କୁ କେବଳ ମୁଖପାତ୍ର ପଦରୁ ହଟାଇ ଦଳରୁ ବାହାର କରିବା ପର୍ଯ୍ୟାପ୍ତ ନୁହେଁ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଏହି ଦୁଇଜଣଙ୍କୁ ତୁରନ୍ତ ଗିରଫ କରି ଜେଲ ପଠାଯାଉ। ଦେଶର…

ୟୁପିରେ ପ୍ରଦର୍ଶନକାରୀଙ୍କ ଉପରେ ଲାଗିବ ଗ୍ୟାଙ୍ଗଷ୍ଟର ଆକ୍ଟ. ଜବତ ହେବ ସମ୍ପତି

ଲକ୍ଷ୍ନୌ,୧୧ ।୬: ନୁପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ଉତ୍ତର ପ୍ରଦେଶରେ ନମାଜ ପରେ ପୁଣିଥରେ ହିଂସା ହୋଇଛି । ପ୍ରୟାଗରାଜ, ଶାହାରନପୁର, ମୁରାଦାବାଦ ଭଳି କିଛି ଅଞ୍ଚଳରେ ପ୍ରଦର୍ଶନକାରୀ ପଥର ଫିଙ୍ଗିବା ସହ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଦେଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri