Posted inଜାତୀୟ

ତିସ୍ତାଙ୍କ ବିରୋଧରେ ଚାର୍ଜଶିଟ୍‌

ଅହମଦାବାଦ, ୨୨ା୯: ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ବୁଧବାର ଆକ୍ଟିଭିଷ୍ଟ ତିସ୍ତା ସିତଲଭାଡ୍‌ଙ୍କ ସମେତ ୩ ଅଭିଯୁକ୍ତଙ୍କ ବିରୋଧର ଚାର୍ଜଶିଟ୍‌ ଦାଖଲ କରିଛି। ଅନ୍ୟ ଦୁଇଜଣ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆର୍‌.ବି. ଶ୍ରୀକୁମାର ଓ ପୂର୍ବତନ ଆଇପିଏସ୍‌ ଅଫିସର ସଞ୍ଜୀବ ଭଟ୍ଟ। ଏହି ୩ ଜଣ ତତ୍କାଳୀନ ମୁଖ୍ୟମନ୍ତ୍ର ନରେନ୍ଦ୍ର ମୋଦିଙ୍କୁ ମାମଲାରେ ଫସାଇବା ପାଇଁ ଜାଲ୍‌ ତଥ୍ୟ ଯୋଗାଡ଼ କରିଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଏସ୍‌ଆଇଟି ଚାର୍ଜଶିଟ୍‌ ଅନୁଯାୟୀ, ୩ ଅଭିଯୁକ୍ତ ଗୁଜରାଟ ଦଙ୍ଗାବେଳେ ମୋଦିଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲେ। ଏପରିକି ମୋଦିଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଆବଶ୍ୟକ ଦସ୍ତାବିଜ୍‌ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଥିବା ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଉପରକୁ ଗ୍ରେନେଡ୍‌ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ଶହୀଦ, ୪ ଆହତ

ବାନ୍ଦିପୋରା,୧୧।୨: ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁକ୍ରବାର ଜଣେ ଏସ୍‌ପିଓର ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଯବାନ ଆହତ ହେବାର ଖବର...

ଜାତୀୟ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

ପାଲି,୫।୧: ରାଜସ୍ଥାନର ପାଲି ଜିଲା ଅନ୍ତର୍ଗତ ନିମ୍ବଲି ଗ୍ରାମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ୧୮ତମ ଜାତୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ଜାମ୍ବୋରିକୁ ଉଦ୍‌ଘାଟନ...

ବିହାରରେ ‘ମେଗା ଭ୍ୟାକ୍ସିନେଶନ ଡ୍ରାଇଭ’

ପାଟନା,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଶୁକ୍ରବାର ବିହାରର...

ଜମିରେ ପଶିବାରୁ ଓଟର ଦୁଇ ଗୋଡ଼ କାଟି ମାରିଦେଲେ

ଚୁରୁ, ୧୯।୭- ପଶୁଙ୍କ ପ୍ରତି ମଣିଷର କ୍ରୁରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି, ଯାହାକି ମାନବିକତାକୁ ଲଜ୍ଜିତ କରିଛି। ମରୁଭୂମିର ଜାହାଜ ଭାବେ...

ଚଳନ୍ତା କାର୍‌ ବନେଟ୍‌ରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କୁ ଟାଣିନେଲେ ୪୦୦ ମିଟର

ନୂଆଦିଲ୍ଲୀ, ୧୫।୧୦: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଚକିତ କଲା ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଡ୍ୟୁଟିରେ ଠିଆ ହୋଇଥିବା ଜଣେ ଟ୍ରାଫିକ ପୋଲିସ...

ମହାରାଷ୍ଟ୍ରରେ ହେବ ଭାଜପା ବିନାଶର ଆରମ୍ଭ: ସଞ୍ଜୟ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମହାଭାରତ ଏବେ କାଠଗଡାରେ। ଏତିକିବେଳେ ବହୁମତ ନେଇ ସରକାର ଗଠନ କରିବାକୁ ଠିଆ ହୋଇଥିବା ଶିବସେନାକୁ ଏକ ପ୍ରକାର ଶକ୍ତ ଧକ୍କା ଲାଗିଛି।...

ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ କମିଛି: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ କରୋନା ପିକ୍‌ ବିଷୟରେ କୌଣସି ସରକାରୀସ୍ତରରେ ନିଶ୍ଚିତକରଣ ହୋଇନାହିଁ। କିନ୍ତୁ...

Advertisement
Archives

Model This Week