ଜାତୀୟ

ନାଗାଲାଣ୍ଡରେ ସାଧାରଣ ଲୋକଙ୍କ ହତ୍ୟା, ୩୦ ଯବାନଙ୍କ ବିରୋଧରେ ଚାର୍ଜଶିଟ୍‌…

କୋହିମା, ୧୧।୬ : ନାଗାଲାଣ୍ଡର ମୋନ୍‌ ଜିଲାରେ ଉଗ୍ରବାଦ ବିରୋଧୀ ଅପରେଶନରେ ସାଧାରଣ ଲୋକଙ୍କ ହତ୍ୟା ଘଟଣା ସମ୍ପର୍କରେ ଡିଜିପି ଟିଜେ ଲଙ୍ଗକୁମରେ ସୂଚନା ଦେଇଛନ୍ତି। ୨୧ ଡିସେମ୍ବର ୨୦୨୧ ରେ ମୋନ୍‌ ଜିଲାର ଓଟିଙ୍ଗ-ତିରୁ ଅଞ୍ଚଳରେ ସେନା ଅପରେଶନ ସମୟରେ…

ପଡ଼ୋଶୀଙ୍କ ବିବାଦରେ ମହିଳାଙ୍କ ପ୍ରତି ଅସଦାଚରଣ ଚିନ୍ତା ଜନକ, କହିଲେ ହାଇକୋର୍ଟ…

ନୂଆଦିଲ୍ଲୀ, ୧୧।୬ : ପଡ଼ୋଶୀଙ୍କ ମଧ୍ୟରେ ବିବାଦ ସମୟରେ ମହିଳାଙ୍କୁ ଅସଦାଚରଣ କରିବା ଏବଂ ମହିଳାଙ୍କ ସମ୍ମାନ ଓ ସମ୍ମାନକୁ କ୍ଷତି ପହଞ୍ଚାଇବା ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଏହାକୁ ଗୁରୁତର ସହ ନେଇ ହାଇକୋର୍ଟ କହିଛନ୍ତି…

ସରପଞ୍ଚଙ୍କୁ ମୋଦିଙ୍କ ଚିଠି, ଗାଁରେ ସୃଷ୍ଟି ହେଉ ଯୋଗ ନେଇ ପ୍ରେରଣା…

ନୂଆଦିଲ୍ଲୀ, ୧୧।୬ : ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨ ପାଳନ କରିବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କୁ ଏକ ଚିଠି ଲେଖିଛନ୍ତି। ଯୋଗ କରିବାକୁ ଗ୍ରାମବାସୀଙ୍କୁ ପ୍ରେରଣା ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ବାନ ଦେଇଛନ୍ତି।…

ନୁପୁର ଶର୍ମାଙ୍କ ଉପରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହେଲେ କଶ୍ମୀରର ୟୁଟ୍ୟୁବର୍‌

ନୂଆଦିଲ୍ଲୀ,୧୧।୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ମୁଣ୍ଡ ବିରୋଧରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହୋଇଛନ୍ତି କଶ୍ମୀରର ୟୁ-ଟ୍ୟୁବର ଫୈଜଲ ୱାନି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି। ୟୁଟ୍ୟୁବ୍‌ରେ ଫୈଜଲଙ୍କର ‘ଡିପ୍‌ ପେନ୍‌ ଫିଟ୍‌ନେସ୍‌’ ନାମରେ ଏକ…

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଅବହେଳା, ୮ ପୋଲିସ ନିଲମ୍ବିତ…

ଲକ୍ଷ୍ନୌ, ୧୧।୬ : ଗୋରଖପୁରର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ ଅବହେଳା ସାମ୍ନାକୁ ଆସିଛି। ଶୁକ୍ରବାର ସକାଳେ ବିମାନବନ୍ଦରକୁ ଯିବାବେଳେ ବାହ୍ୟ ଯାନବାହାନ ତାଙ୍କ ସୁରକ୍ଷା ବଳୟରେ ପ୍ରବେଶ କରିଥିଲା। ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା। କର୍ତ୍ତୃପକ୍ଷ…

ରାଷ୍ଟ୍ରପତି ନିର୍ବାଚନ ରଣନୀତି, ୨୨ ନେତାଙ୍କୁ ଚିଠି ଲେଖିଲେ ମମତା…

କୋଲକାତା, ୧୧।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେ ଜୁନ ୧୫ ରେ ଦିଲ୍ଲୀର ସମ୍ବିଧାନ କ୍ଲବରେ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର…

ଦିଲ୍ଲୀକୁ ପଡ଼ୋଶୀ ରାଜ୍ୟରୁ ଆସୁଛି ୭୦ ପ୍ରତିଶତ ପ୍ରଦୂଷଣ…

ନୂଆଦିଲ୍ଲୀ, ୧୧।୬ : ରାଜଧାନୀରେ ପ୍ରଦୂଷଣର ପଡୋଶୀ ରାଜ୍ୟ ହେଉଛି ମୁଖ୍ୟ କାରଣ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ୩୦ ପ୍ରତିଶତ ଦିଲ୍ଲୀରେ ଘଟିଥାଏ। ଦିଲ୍ଲୀର ପ୍ରଦୂଷଣର ୭୦…

ପୋକ୍ସୋ ଯୌନ ଶୋଷଣ ମାମଲା ରୁଜୁ କ୍ଷେତ୍ରରେ ଏସିପିଙ୍କ ମଞ୍ଜୁରୀ ଜରୁରୀ …

ମୁମ୍ବାଇ, ୧୧।୬ : ପୋକ୍ସୋ ଅଧିନିୟମ ଅନୁଯାୟୀ ଏକ ମାମଲା ପଞ୍ଜିକରଣ କରିବା ପୂର୍ବରୁ ମୁମ୍ବାଇ ପୋଲିସ ସଂପୃକ୍ତ ଅତିରିକ୍ତ କମିଶନର୍‌ (ଏସିପି)ଙ୍କ ଅନୁମୋଦନ ଜରୁରୀ ବୋଲି ଲୋଡି ଏକ ନିର୍ଦ୍ଦେଶ ଜାରି କରିଛି। ଏହା ଉପରେ ମହାରାଷ୍ଟ୍ର ଭାଜପା ନେତା…

ପାଠ ପଢ଼ିଥିବା ମହିଳାଙ୍କୁ ଚାକିରି ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୧।୬ : ଏକ ଛାଡପତ୍ର ମାମଲାରେ ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯଦି ଜଣେ ମହିଳା ପାଠପଢ଼ି ଶିକ୍ଷିତ ହୁଅନ୍ତି, ତେବେ ତାଙ୍କୁ ଚାକିରତ କରିବାକୁ ବାଧ୍ୟ କରାଯାଇ ପାରିବ…

୪୧ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ଝିଅର ବିବାହ ଠିକ୍‌ କରି ଫେରୁଥିବା ବେଳେ ଚାଲିଗଲା ୮ଜୀବନ

ପାଟନା,୧୧।୬: ବିହାରର ପୁର୍ନିଆ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି। ପୋଖରୀରେ ଏକ କାର ଖସିଯିବାରୁ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ୧୦ଜଣ ବ୍ୟକ୍ତି ଏକ ବୋଲେରୋରେ ପୁର୍ନିଆ ଜଲାର ତରବାଡିରୁ କିଷନଗଞ୍ଜକୁ ଯାଉଥିଲେ। କୁହାଯାଉଛି,…

ଏହି ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା

ବେଙ୍ଗାଲୁରୁ,୧୧।୬: ଦେଶରେ ଏବେ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ସଂକ୍ରମଣ ରୋକିବାକୁ କଟକଣା ଲାଗୁ କରାଯାଇଛି। ରାଜ୍ୟରେ ସରକାର ପୁଣିଥରେ ମାସ୍କ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନଗଡ଼ିକରେ ସାମାଜିକ ଦୂରତା ନିୟମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri