ସଫଳ ହେଲା ‘ଅପରେଶନ ରାହୁଲ’
ରାୟପୁର,୧୪।୬: ଦୀର୍ଘ ୫ ଦିନ ଧରି ବୋରଓ୍ବେଲ୍ ଭିତରେ ଫସି ରହିଥିବା ୧୧ ବର୍ଷର ବାଳକ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ଲାଗି ଘଟଣା ସ୍ଥଳରେ ଡାକ୍ତର ଟିମ୍ ଉପସ୍ଥିତ ଥିଲେ। ତେବେ…
ଗୋଟିଏ ମଞ୍ଚରେ ମୋଦି, ଉଦ୍ଧବ
ମୁମ୍ବାଇ,୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ମଧ୍ୟରେ ଗତ କିଛି ମାସର ତିକ୍ତ ସମାଲୋଚନା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ଦୁଇଟି କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିଲେ। ଉଦ୍ଧବ ପ୍ରଧାନମନ୍ତ୍ରୀଙ୍କୁ କୋଲାବାସ୍ଥିତ ନୌସେନା ହେଲିପୋର୍ଟ…
ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ଆରମ୍ଭର ଚୂଡ଼ାନ୍ତ ତାରିଖ ସ୍ଥିର ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ…
ପୁଣି ବୁଧବାର ଇଡିରେ ହାଜର ହେବାକୁ ରାହୁଲଙ୍କୁ ସମନ
ନୂଆଦିଲ୍ଲୀ,୧୪।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଏଥିଲାଗି ସୋମବାର ରାହୁଲଙ୍କୁ ଇଡି ସମନ କରିଛି। ସୋମବାର ୧୦ ଘଣ୍ଟା, ମଙ୍ଗଳବାର ୯ ଘଣ୍ଟାର…
ଶରଦ ପାୱାରଙ୍କୁ ଭେଟିଲେ ମମତା, ରାଷ୍ଟ୍ରପତି ନିର୍ବାଚନକୁ ନେଇ ହେଲା ଆଲୋଚନା
ନୂଆଦିଲ୍ଲୀ,୧୪ ।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ନେତା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆଲୋଚନା କରିଛନ୍ତି । ଏହି ବୈଠକ ପାଖାପାଖି ୨୦…
ତୁକାରାମ ମହାରାଜ ମନ୍ଦିରର ଉଦ୍ଘାଟନ କଲେ ମୋଦି
ପୁଣେ,୧୪ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେରେ ଜଗଦଗୁରୁ ଶ୍ରୀସନ୍ଥ ତୁକାରାମ ମହାରାଜଙ୍କ ମନ୍ଦିରର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଦେହୁର ଶିଳା ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ…
ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା
ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର…
ଛାତିରେ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ
ଲକ୍ଷ୍ନୌ,୧୪।୬: ଦେଶରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଥିବା ବେଳେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୩ ବର୍ଷୀୟ ମୁସଲମାନ ଯୁବକ ୟାମିନ ସିଦ୍ଦିକି ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ…
ଖୁବଶୀଘ୍ର ହେବ ସିଡିଏସ ନିଯୁକ୍ତି: ରାଜନାଥ
ନୂଆଦିଲ୍ଲୀ,୧୪ ।୬: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତଙ୍କ ପରଲୋକ ପରେ ଏବେ ଏହି ପଦବି ଖାଲି ପଡିଛି । ତେବେ ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ଭୋ’ ଭୋ’ ହୋଇ କାନ୍ଦିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୧୪।୬: କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏକ ଫିଲ୍ମ ଦେଖି ଭାବପ୍ରବଣ ହୋଇପଡିଛନ୍ତି। ସେ ଏତେ ଭାବପ୍ରବଣ ହୋଇପଡିଛନ୍ତି ଯେ, ତାଙ୍କ ଆଖିରୁ ଲୁହ ଧାର ଧାର ବୋହିପଡୁଛି। ସେ ନିଜ ହାତରେ ଲୁହ ପୋଛି ଦେଉଛନ୍ତି। ଏହାର ଏକ ଫଟୋ…
ଅଭିଷେକଙ୍କ ଘରେ ପହଞ୍ଚିଲା ସିବିଆଇ
କୋଲକାତା,୧୪।୬: କୋଇଲା ଦୁର୍ନୀତି ମାମଲାରେ ମଙ୍ଗଳବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଟିମ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି। ଏହି ଦୁର୍ନୀତି ସମ୍ପର୍କରେ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ବିବୃତି…
‘ଅଗ୍ନିପଥ’ ସ୍କିମ୍ର ଶୁଭାରମ୍ଭ କଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୧୪।୬: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଭାରତୀୟ ସେନାର ଅଗ୍ନିପଥ ସ୍କିମ୍ର ଶୁଭାରମ୍ଭ କରିଛନ୍ତି । ୩ ସେନାମୁଖ୍ୟଙ୍କ ଉପସ୍ଥିତିରେ ମନ୍ତ୍ରୀ ରାଜନାଥ ଏହି ସ୍କିମ୍କୁ ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି…
Archives


