ଜାତୀୟ

୫-ଜି ସ୍ପେକ୍ଟ୍ରମ ନିଲାମୀକୁ ମଞ୍ଜୁରୀ, ଦୀପାବଳି ସୁଦ୍ଧା ସେବା ମିଳିବା ସମ୍ଭାବନା…

ନୂଆଦିଲ୍ଲୀ, ୧୫।୬ : ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କ୍ୟାବିନେଟର ମଞ୍ଜୁରୀ ବିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି…

ମମତାଙ୍କ ବୈଠକକୁ ଯିବେନି କେସିଆର

ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରି ଆଜି ଦିଲ୍ଲୀରେ ମମତା ବାନାର୍ଜୀ ବୁଧବାର ଏକ ବୈଠକ ଡାକିଛନ୍ତି। ହେଲେ ସେହି ବୈଠକରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ଆଜି ବୈଠକରେ ସାମିଲ…

ମମତାଙ୍କ ବିରୋଧୀ ଏକତାକୁ ଝଟ୍‌କା, ଏପିପି-ଟିଆର୍‌ଏସ୍‌ ବୈଠକରୁ ଦୂରେଇବା ଆଶଙ୍କା …

ନୂଆଦିଲ୍ଲୀ, ୧୫।୬ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧୀ ଏକତାକୁ ଏକ ଝଟ୍‌କା ଲାଗିଛି। ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ବୁଧବାର ଦିଲ୍ଲୀରେ ବିରୋଧୀ…

ଯୋଗୀଙ୍କ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସିଜେଆଇଙ୍କୁ ପୂର୍ବତନ ବିଚାରପତିଙ୍କ ଚିଠି…

ନୂଆଦିଲ୍ଲୀ, ୧୫।୬ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବିରୋଧରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ…

ଅଗ୍ନିବୀରଙ୍କୁ ସିଏପିଏଫ୍‌-ଆସାମ ରାଇଫଲ୍ସ ନିଯୁକ୍ତିରେ ଅଗ୍ରାଧିକାର…

ନୂଆଦିଲ୍ଲୀ, ୧୫।୬ : ଅଗ୍ନିପଥ ଯୋଜନା ଅନ୍ତର୍ଗତ ଚାରି ବର୍ଷ ଚାକିରି ପୂରଣ କରିଥିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଖୁସି ଖବର ଆଣିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସିଏପିଏଫ ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତିରେ ୪ ବର୍ଷ…

ସକ୍ରିୟ ମାମଲା ୬୦ ହଜାର ମୁହାଁ …

ନୂଆଦିଲ୍ଲୀ, ୧୫।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର ୯ ଘଣ୍ଟାର ପଚରାଉଚରା ପରେ ପୁଣି ଥରେ ବୁଧବାର ପଚରାଉଚରା କରାଯିବ। ସେହିପରି ସୋମବାର…

୧୩ଦିନରେ ପ୍ରତିଶୋଧ ନେଲେ ସୁରକ୍ଷାକର୍ମୀ: ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟାକାରୀଙ୍କ ସମେତ ୨ଆତଙ୍କବାଦୀ ନିପାତ

ଶ୍ରୀନଗର,୧୫।୬: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିପଡ଼ିଲେ କଶ୍ମୀରରେ ଟାର୍ଗେଟ କିଲିଂ ସମୟରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କଶ୍ମୀର ଶୋପିଆନ ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟାକାରୀ ଆତଙ୍କବାଦୀଙ୍କ ସମେତ ୨ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରିଛନ୍ତି। ଏହି…

ବୁଲ୍‌ଡୋଜର ଆକ୍ସନ ଆଇନର ପରିହାସ

ନୂଆଦିଲ୍ଲୀ, ୧୫ା୬: ପ୍ରଫେଟ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିବାକୁ ନେଇ କେତେଜଣ ପୂର୍ବତନ ବିଚାରପତି ଏବଂ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଏପରି…

ପାସ୍‌ପୋର୍ଟ ଫେରିପାଇଲେ ଲାଲୁ

ପାଟନା,୧୫ା୬: ପାଟନାର ସିବିଆଇ କୋର୍ଟ ମଙ୍ଗଳବାର ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାସ୍‌ପୋର୍ଟ ଫେରାଇ ଦେଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ପାସ୍‌ପୋର୍ଟ ଜବତ କରିଥିଲା। ପାସ୍‌ପୋର୍ଟ ଅବଧି ଶେଷ ହୋଇଥିବାରୁ ତାଙ୍କୁ ନବୀକରଣ କରିବାକୁ ହେବ। କିଡ୍‌ନୀ…

ତାମିଲନାଡ଼ୁ ସ୍କୁଲରେ ମୋବାଇଲ ବ୍ୟାନ୍‌

ଚେନ୍ନାଇ, ୧୫ା୬: ତାମିଲନାଡ଼ୁ ସ୍କୁଲରେ ଛାତ୍ରୀଛାତ୍ର ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଯାଇଛି। ସ୍କୁଲକୁ ମୋବାଇଲ ଆଣିଲେ ଏହାକୁ ଜବତ କରାଯିବ ଏବଂ ଆଉ ଫେରସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସ୍କୁଲ ଶିକ୍ଷାମନ୍ତ୍ରୀ ଅନ୍‌ବିଲ୍‌ ମହେଶ ପୋୟାମୋଝି କହିଛନ୍ତି। ପ୍ରଥମରୁ…

ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ ଅନୁମତି

ନୂଆଦିଲ୍ଲୀ,୧୫ା୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ କୋର୍ଟ ଅନୁମତି ଦେଇଛନ୍ତି। ଦିଲ୍ଲୀର ତିହାର ଜେଲରେ ଥିବା ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବା ପାଇଁ ୨ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri