Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତର ଦ୍ୱିତୀୟ ଦିନ, ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୩୦ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଶୁକ୍ରବାର ଏହାର ଦ୍ୱିତୀୟ ଦିନ । ଗୁରୁବାର ଖୁବ୍ ବ୍ୟସ୍ତ କାର୍ଯ୍ୟକ୍ରମ ସହ ଶେଷ ହୋଇଛି ତାଙ୍କ ପ୍ରଥମ ଦିନର ଗସ୍ତ । ଶୁକବ୍ରାର ବି ମୋଦିଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଅହମଦାବାଦ ମେଟ୍ରୋ ଷ୍ଟେଶନର ପ୍ରଥମ ଭାଗର ଶୁଭାରମ୍ଭ କରିବା ସହ ମେଟ୍ରୋରେ ଯାତ୍ରା ବି କରିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟପଟେ ବନ୍ଦେ ଭାରତ ଏକ୍ସପ୍ରେସରେ ମୋଦି ଗାନ୍ଧିନଗର ଷ୍ଟେଶନରୁ କାଲୁପୁର ଷ୍ଟେଶନ ପର୍ଯ୍ୟନ୍ତ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଆବାଜିରେ ୭୨ କୋଟିର ବିକାଶ ପରିଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ୪୫ ହଜାରରୁ ଅଧିକ ଘରର ଲୋକାର୍ପଣ ଓ ଶିଳାନ୍ୟାସ ସାମିଲ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୀତିଶଙ୍କୁ ଜେଲ୍‌ ପଠାଇଦେବାକୁ ଧମକ ଦେଲେ ଚିରାଗ

ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର...

ଶହୀଦ ବୀର ଯବାନଙ୍କୁ ଦେଶ କେବେ ଭୁଲିବନି: ମୋଦି

ନୂଆଦିଲ୍ଲୀ,୧୪।୨: ୨୦୧୯, ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଶୁକ୍ରବାର ଏହି ଆକ୍ରମଣକୁ ବର୍ଷେ ପୂରିଛି। ଏହି...

ଟିକିରି ସୀମାରେ ୨ କୃଷକ ମୃତ

ନୂଆଦିଲ୍ଲୀ,୭ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ତେବେ ରବିବାର ଆନ୍ଦୋଳନ...

ମିଡିଆକୁ ପ୍ରଥମ ପ୍ରତିକ୍ରିୟା: ଉତ୍ତରାଖଣ୍ଡର ପ୍ରଗତି ପାଇଁ ଆହୁରି ପରିଶ୍ରମ କରିବେ ଧାମି

ଡେରାଡୁନ,୩ ।୬: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ ବିଜୟ ହାସଲ କରିଛନ୍ତି...

ମହଙ୍ଗା ପଡ଼ିଲା ବିବାଦୀୟ ରାୟ: ସୁପାରିଶ ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩୦।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଦେଶରେ ଚର୍ଚ୍ଚା ପରେ ସୁପ୍ରିମ୍‌କୋର୍ଟ ମାମଲାରେ ସମ୍ପୃକ୍ତ ବିଚାରପତିଙ୍କ ସୁପାରିଶ ରୋକିଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ରେ...

ତିସ୍ତା ସିତଲଭାଡ୍‌ଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୩ା୯(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଗତ ଜୁନ୍‌ ୨୫ରେ ଗିରଫ ହୋଇଥିବା ସାମାଜିକ କର୍ମୀ ତିସ୍ତା ସିତଲଭାଡ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ...

ସିଟ୍‌ ବେଲ୍ଟ ବାନ୍ଧି ନ ଥିବାରୁ ପୋଲିସ କାଟିଲା ପୋଲିସର ଚାଲାଣ

ପାଟନା,୮।୧୧: ଭ୍ରଷ୍ଟାଚାରକୁ ଶେଷ କରିବା, ସଡ଼କ ସୁରକ୍ଷାରେ ଉନ୍ନତି ଆଣିବା ଓ ଯାତାୟାତକୁ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ...

ଫୋର୍ସ ଆଇଏକ୍ସର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୩୦।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ୯ ଏଏମ୍‌ ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ଅନ୍ୟତମ ଅଭିନବ ବ୍ରାଣ୍ଡ୍‌ ‘ଫୋର୍ସ ଆଇଏକ୍ସ’ର ପ୍ରଥମ ଫ୍ଲାଗ୍‌ଶିପ୍‌ ଷ୍ଟୋରର...

Advertisement
Archives

Model This Week