Posted inଜାତୀୟ

ନିର୍ବାଚନ ଚିହ୍ନକୁ ନେଇ ପକ୍ଷପାତିତା ଅଭିଯୋଗ ଆଣିଲେ ଉଦ୍ଧବ ଠାକରେ, ନିର୍ବାଚନ କମିଶନଙ୍କୁ ଲେଖିଲେ ପତ୍ର

ମୁମ୍ବାଇ,୧୩ ।୧୦: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ବାଚନ କମିଶନଙ୍କୁ ଏକ ପତ୍ର ଲେଖି ଅଭିଯୋଗ କରିଛନ୍ତି, କି ତାଙ୍କୁ ମିଳିଥିବା ନିର୍ବାଚନ ଚିହ୍ନକୁ ନେଇ ତାଙ୍କ ସହ ପକ୍ଷପାତିତା କରାଯାଇଛି । ରିପୋର୍ଟ ଅନୁଯାୟୀ, ଉଦ୍ଧବ ୧୨ଟି ପଏଣ୍ଟରେ ନିଜୟ ଅଭିଯୋଗ ରଖିଛନ୍ତି । କୁହାଯାଉଛି କି ଏହି ୧୨ ଟି ପଏଣ୍ଟ ମାଧ୍ୟମରେ ସେ ନିର୍ବାଚନ କମିଶନଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ କମିଶନ ଅନ୍ଧେରି ଇଷ୍ଟର ଉପ ନିର୍ବାଚନ ଲଢିପା ପାଇଁ ଉଦ୍ଧବ ଠାକରେ ପକ୍ଷଙ୍କୁ ‘ଜଳୁଥିବା ମଶାଲ’ ଦେଇଥିଲେ । ଏହା ବ୍ୟତୀତ ଦଳ ପକ୍ଷରୁ ‘ଶିବସେନା-ଉଦ୍ଧବ ବାଲାସାହେବ ଠାକରେ’ ନାମ ବଣ୍ଟାଯାଇଥିଲା । ଏପଟେ ଏକନାଥ ସିନ୍ଦେଙ୍କ ରାଜନୈତିକ ଦଳକୁ ଶିବସେନା-ଉଦ୍ଧବ-ବାଲାସାହେବ ଠାକରେଙ୍କ ନାମ ଦିଆଯାଇଥିଲା । ଏପଟେ ଏକନାଥ ସିନ୍ଦେଙ୍କ ରାଜନୈତିକ ଦଳକୁ ନିର୍ବାଚନ ଚିହ୍ନ ’ଖଣ୍ଡା-ଢାଲ’ ମିଳିବା ସହ ଦଳର ନାମ ‘ବାଲାସାହେବାଂଚି ଶିବସେନା’ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିପଥ ଯୋଜନାର ୩ହଜାର ପଦ ପାଇଁ ହେଲାଣି ୫୬୯୬୦ ଆବେଦନ, ଜୁଲାଇ ୫ରେ ବନ୍ଦ ହେବ ପଞ୍ଜିକରଣ

ନୂଆଦିଲ୍ଲୀ,୨୭ ।୬: ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଉଥିବା ବେଳେ, ୩ଦିନ ପୂର୍ବରୁ ଭାରତୀୟ ବାୟୁସେନାରେ ଚୟନ ପାଇଁ ଆବେଦନ କରିବାକୁ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୦।୮: ପାକିସ୍ତାନର ଏକ ଷଡ଼ଯନ୍ତ୍ର ପୁଣି ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନଙ୍କ ପକ୍ଷରୁ ପଣ୍ଡ କରାଯାଇଛି। ସେନା...

ସହଯୋଗୀ ପ୍ରଜନନ ଜ୍ଞାନକୌଶଳର ବ୍ୟବହାର ପାଇଁ ବୟସ ନିର୍ଦ୍ଧାରଣ: ପୁନର୍ବିଚାର ଲାଗି କେନ୍ଦ୍ରର ପରାମର୍ଶ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ,୪।୧ : ସହଯୋଗୀ ପ୍ରଜନନ ଜ୍ଞାନକୌଶଳ(ଏଆରଟି)ର ବ୍ୟବହାର ପାଇଁ କେରଳ ହାଇକୋର୍ଟ ସର୍ବାଧିକ ବୟସ ସୀମା ଉପରେ ପ୍ରଶ୍ନ କରିଛନ୍ତି। ଏହା ସହିତ ସେ ଏହି...

ନନ୍ଦିଗ୍ରାମ ଫଳାଫଳକୁ ନେଇ ଦ୍ୱନ୍ଦ୍ୱ : କୋର୍ଟ ଯିବେ ମମତା

କୋଲକାତା,୨।୫ : ପଶ୍ଚିମବଙ୍ଗରେ ବୃହତ୍‌ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। କିନ୍ତୁ ନନ୍ଦିମ୍ରାମ ଆସନରେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହୋଇଥିବା ବିଭିନ୍ନ...

୨ ଆତଙ୍କବାଦୀ ଗିରଫ, ୩ ହ୍ୟାଣ୍ଡ ଗ୍ରେନେଡ ସହିତ ଏକ ଲକ୍ଷ ଟଙ୍କା ଜବତ…

ଅମୃତସର,୧୭।୧୧ : ଅମୃତସର ପୋଲିସ ଆତଙ୍କବାଦୀ ନେଟୱାର୍କର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ପାଖରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଏକ ଲକ୍ଷ ଟଙ୍କା...

କଶ୍ମୀରରେ ପୋଲିସ ଅଫିସର ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା

ଶ୍ରୀନଗର, ୨୮।୬: ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ପୋଲିସ ଅଫିସର (ଏସ୍‌ପିଓ) ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ନିର୍ମମ ଭାବେ ଗୁଳିକରି ହତ୍ୟା କରିଛନ୍ତି। ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର...

ଚିକିତ୍ସା ବେଳେ ମହିଳା ଡାକ୍ତରଙ୍କୁ ହତ୍ୟା

କୋଲାମ/ଥିରୁଭାନନ୍ଥପୁରମ୍‌, ୧୧ା୫: କେରଳ କୋଲାମ ଜିଲାର ଏକ ହସ୍ପିଟାଲରେ ବୁଧବାର ଜଣେ ରୋଗୀ ୨୩ ବର୍ଷୀୟା ମହିଳା ଡାକ୍ତରଙ୍କୁ ଛୁରିଭୁସି ହତ୍ୟା କରିଛନ୍ତି। ଅଭିଯୁକ୍ତ ସନ୍ଦିପ୍‌...

୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।...

Advertisement
Archives

Model This Week